ଶନିବାରରେ ସିଂହଦ୍ୱାର ଉପରେ ଶ୍ରୀ ବିଗ୍ରହମାନଙ୍କର ସୁନାବେଶ ବା ବଡ ତଢଉ ବେଶ ଅନୁଷ୍ଠିତ ହେବ ।
ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ସୁନାବେଶ ଆରମ୍ଭ ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଏହା ଚାଲିବ
ଏହାର ନୀତି ନିର୍ଘଣ୍ଟ
ମଙ୍ଗଳ ଆଳତି ନୀତି ଭୋର ୬ଟାରୁ ସାଢ଼େ ୬ଟା
ମଇଲମ ଓ ତଡ଼ପଲାଗି ସକାଳ ୭ଟାରେ
ଅବକାଶ, ୮ଟାରେ
ବେଶଶେଷ,୯ଟାରେ
ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା
ସକାଳ ଧୂପ, ପୂର୍ବାହ୍ଣ ୧୧ଟାରୁ ୧୨ଟା
ମଇଲମ, ମଧ୍ୟାହ୍ନ ସାଢ଼େ ୧୨ଟାରେ
ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ,ଅପରାହ୍ଣ ଗୋଟାଏରେ ସାଢ଼େ ଗୋଟାଏରେ
ମଧ୍ୟାହ୍ନ ଧୂପ,ଅପରାହ୍ଣ ୨ଟାରୁ ୩ଟାରେ
ମଇଲମ, ଅପରାହ୍ଣ ସାଢ଼େ ୩ଟାରେ
ମେକାପ ସର୍ବାଙ୍ଗ ନୀତି ସଂପନ୍ନ ଅପରାହ୍ଣ ୪ଟାରେ
ତିନି ଠାକୁରଙ୍କୁ ସୁନାବେଶ ଅପରାହ୍ଣ ୪ଟାରୁ ୫ଟା
ଭକ୍ତଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ।
ସଂଧ୍ୟା ଧୂପ, ରାତି ୮ଟାରୁ ୯ଟା ରାତି
ସୁନାବେଶ ମଇଲମ,୧୧ଟାରୁ ୧୨ଟା
ଚନ୍ଦନଲାଗି, ସାଢ଼େ ୧୨ଟାରେ
ବଡସିଂହାର ବେଶ ରାତି ଗୋଟାଏରେ
ବଡ଼ସିଂହାର ଭୋଗ ରାତି ସାଢ଼େ ଗୋଟାଏରେ,
ଗରୁଡ଼ ଶୟନ ନୀତି ହୋଇ ପହୁଡ଼ ରାତି ୨ଟାରେ