ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରର ନୀତିକାନ୍ତି, ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ
ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ । ଏଥିପାଇଁ ଅପରାହ୍ନ ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଏହି ଗ୍ରହଣ ସର୍ବମୋକ୍ଷ ମଙ୍ଗଳବାର ବିଳମ୍ବିତ ରାତ୍ରୀ ବା ବୁଧବାର ଭୋର ୪ଘଣ୍ଟା୩୦ ମିନିଟରେରେ ହେବ। ନୀଳାଦ୍ରୀ ବିଜେ ଶେଷ ହୋଇ ରତ୍ନ ସିଂହାସନରେ…