Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଜମ୍ମୁ କାଶ୍ମୀରରେ ଓଡିଆ ଜବାନ ସହିଦ
ଶ୍ରୀନଗର . - ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡିଆ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇତିବା ଜବାନଙ୍କ ନାମ ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳରେ ।
କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କମାନଙ୍କର ମୁକାବିଲା କରିବା ସମୟରେ ଅଜିତ୍ ସହିଦ ହୋଇଛନ୍ତି…
ଜ୍ୱରରେ ମହାବାହୁ , ବ୍ରହ୍ମଗିରିରେ ଦର୍ଶନ ଦେଉଛନ୍ତି ଅଲାରନାଥ
ପୁରୀ . ସ୍ନାନ ପୂର୍ଣ୍ଣମୀରେ ସୁନାକୂଳ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଉଛି ।
ବ୍ରହ୍ମଗିରିର…
ଅନନ୍ତନାଗରେ ପୁଲୱାମାର ପ୍ରତିଶୋଧ, ମୁଖ୍ୟ ଷଡ଼ଯନ୍ତ୍ରାକାରୀ ନିହତ, ସେନାର ଜଣେ ଯବାନ ସହିଦ
ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗରେ ମଙ୍ଗଳବାର ସକାଳୁ ସୁରକ୍ଷାବାହିନୀର ଯବାନ ମାନଙ୍କୁ ବଡ଼ ସଫଳତା ମିଳିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ଏବଂ ଜୈଶ-ଏ-ମହମ୍ମଦ କମାଣ୍ଡର ସଜ୍ଜାଦ ଭଟକୁ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟରରେ ନିହତ କରିଛନ୍ତି…
ମହାବାହୁଙ୍କର ପତିତପାବନ ଲୀଳା
ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ଏହାହିଁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ…
ଶ୍ରୀକ୍ଷେତ୍ରରେ ପବିତ୍ରସ୍ନାନ ପୂର୍ଣ୍ଣମୀ ପାଳିତ, ହାତୀବେଶରେ ଦର୍ଶନ, ଭକ୍ତଙ୍କୁ ସ୍ପର୍ଶ ବାରଣ
ପୁରୀ .- ସୋମବାରରେ ଶ୍ରୀକ୍ଷେତ୍ର ସହ ବିଶ୍ୱର ବିଭିନ୍ନ ସ୍ଥାନରେ ପବିତ୍ର ସ୍ନାନ ପୂର୍ଣ୍ଣମୀ ଆଗ୍ରହ ସହକାରେ ପାଳିତ ହେଉଠି , ଶ୍ରୀକ୍ଷେତ୍ରରେ ସକାଳ ୫ଟା ୧୦ ମିନିଟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସକାଳ ସାଢେ ୬ଟାରେ ଏହା ଶେଷ ହୋଇଥିଲା ।ମଙ୍ଗଳ ଆଳତି, ମହଲିମ, ତଡ଼ପଲାଗି ଆଦି ନୀତି ଶେଷ…
ସ୍ନାନ ମଣ୍ଡପରେ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ
ଭୁବନେଶ୍ୱର: ବଡ଼ଦେଉଳରୁ ବାହାରି ଶ୍ରୀଜିଉ ମାନେ ସୋମବାର ସ୍ନାନବେଦୀ ବିରାଜମାନ ହେବେ । ଶ୍ରୀଜିଉମାନେ ଆଜି ଅପରାହ୍ଣରେ ଲକ୍ଷାଧିକ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ବଡ଼ ଭାଇ ଓ ଭଉଣୀଙ୍କ ସହିତ ରଥଯାତ୍ର୍ରା କରିବା ପବୂରୁ ଆଜି ୧୦୮ ଗରା ପାଣିରେ ଗୋଧୋଇବେ ।…
ପାକିସ୍ତାନକୁ ଧୂଳି ଚଟାଇଲା ଭାରତ,୮୯ ରନ ରେ ଜିତିଲା
ପାକିସ୍ତାନକୁ ଧୂଳି ଚଟାଇଲା ଭାରତ,୮୯ ରନ ରେ ଜିତିଲା
୫୦ ଓଭର୍ରେ ଭାରତ କଲା ୩୩୬ ରନ୍
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଥିଲା । ବର୍ଷା ପରେ ମ୍ୟାଚ ଆରମ୍ଭ ହେବାରୁ ୭୭ ରନ୍ କରି ଅଧିନାୟକ ବିରାଟ କୋହଲୀ ଆଉଟ୍ ହୋଇଯାଇଥିଲେ । ମହମ୍ମଦ ଅମିରଙ୍କ ବଲ୍ରେ ସେ କିପର୍ ସରଫରାଜ୍ଙ୍କ ଦ୍ୱାରା ଆଉଟ୍ ହୋଇଯାଇଥିଲେ ।…
୭୭ ରନ୍ରେ ବିରାଟ କୋହଲୀ ଆଉଟ୍, ଅମ୍ପିୟାରଙ୍କ ନିଷ୍ପତ୍ତି ପୂର୍ବରୁ କ୍ରିଜ୍ ଛାଡି ଚାଲିଗଲେ
ମାଞ୍ଚେଷ୍ଟର - ଭାରତ ଓ ପାକିସ୍ତାନ ମଦ୍ୟରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଥିଲା । ବର୍ଷା ପରେ ମ୍ୟାଚ ଆରମ୍ଭ ହେବାରୁ ୭୭ ରନ୍ କରି ଅଧିନାୟକ ବିରାଟ କୋହଲୀ ଆଉଟ୍ ହୋଇଯାଇଥିଲେ । ମହମ୍ମଦ ଅମିରଙ୍କ ବଲ୍ରେ ସେ କିପର୍ ସରଫରାଜ୍ଙ୍କ ଦ୍ୱାରା ଆଉଟ୍ ହୋଇଯାଇଥିଲେ…
ରାଜସ୍ଥାନର ସୁମନ ରାଓ ହେଲେ ମିସ୍ ଇଣ୍ଡିଆ ୨୦୧୯
ମୁମ୍ବଇ .- ୨୦୧୯ ଫେମିନ୍ ମିସ୍ ଇଣ୍ଡିଆର ଟାଇଟେଲ୍ ରାଜସ୍ଥାନର ସୁମନା ରାଓ ଜିତିଛନ୍ତି । ୫୬ ତମ୍ ମିସ୍ ଇଣ୍ଡିଆରେ ସୁମନା ବିଜୟନୀ ହୋଇଥିବା ବେଳେ ଶିବାନୀ ଜାଧବ ମିସ୍ ଗ୍ରାଣ୍ଡ ଇଣ୍ଡିଆ ଓ ଶ୍ରେୟା ଶଙ୍କର ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଣ୍ଟ ହୋଇଛନ୍ତି ।
ମୁମ୍ବଇର ସର୍ଦାର…