Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ବ୍ୟାଙ୍କରମାନେ ଫନୀ ପ୍ରଭାବିତ ଏମ୍ଏସ୍ଏମ୍ଇମାନଙ୍କ ପ୍ରତି ସହାନୁଭୂତିଶୀଳ ହୁଅନ୍ତୁ:ଅତିରିକ୍ତ ମୁଖ୍ୟ ଶାସନ ସଚିବ…
ଭୁବନେଶ୍ୱର, -ଏମ୍ଏସ୍ଏମ୍ଇ ଓ ଦକ୍ଷତା ବିକାଶ ସଂପର୍କିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସବ୍କମିଟି ବୈଠକ ଆଜି ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଦ୍ୱାରା…
ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅନ୍ୟ ରାଜରୁ ଆସିଥିବା କୁଶଳୀ ଶ୍ରମିକଙ୍କ ସହ ଆଇଟିଆଇ ଛାତ୍ର କରୁଛନ୍ତି ବିଦ୍ୟୁତ…
ଭୁବନେଶ୍ୱର - ବାତ୍ୟା ପ୍ରଭାବିତ ଅଞ୍ଚଳରେ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ବିଦ୍ୟୁତ, ରିଲିଫ୍ ଓ ପୁନରୁଦ୍ଧାର, ଟେଲିଯୋଗାଯୋଗ, ବ୍ୟାଙ୍କିଂ ସୁବିଧା, ସ୍ୱାସ୍ଥ୍ୟ ଏବଂ ପରିମଳ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ କୁଶଳୀ…
ଫନି ସହାୟତା , ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ଆଇପିଏସ୍ ଅଧିକାରୀ ସଂଘ ଦେଲେ ୧୦ ଲକ୍ଷ ଟଙ୍କା
ଭୁବନେଶ୍ୱର .- ଫନି ସହାୟତା ପାଇଁ ଓଡ଼ିଶା ଆଇପିଏସ୍ ଅଧିକାରୀମାନେ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ମୋଟ୍ ୧୦ ଲକ୍ଷ ଟଙ୍କାରେ ଏକ ଚେକ୍କୁ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି…
ଫନି ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ଉପଭୋକ୍ତା ଯେ କୌଣସି ନେଟଓ୍ୱାକ ବ୍ୟବହାର କରିପାରିବେ , ଦେବାକୁ ପଡିବନି କୌଣସି ଦେୟ
ଟେଲିଯୋଗାଯୋଗ
ଟେଲିଯୋଗାଯୋଗ କ୍ଷେତ୍ରରେ ବିଏସ୍ଏନ୍ଏଲ୍ର ୨ଟି ଜିଓର ୨ଟି, ଏୟାରଟେଲ୍ ଓ ଭୋଡାଫୋନର ଗୋଟିଏ ଲେଖାଏଁ ମାଷ୍ଟର ସୁଇଚିଂ ସେଣ୍ଟରକୁ ପୁନଃକାର୍ଯ୍ୟକ୍ଷମ କରାଯାଇପାରିଛି । ସେହିପରି ବିଏସ୍ଏନ୍ଏଲ୍ର ୭ଟି, ଏୟାରଟେଲ୍ର ୭ଟି ବେସ୍ ସୁଇଚିଂ ସେଣ୍ଟର ଡିଜି ସେଟ୍ ବିନିଯୋଗ…
ଫନି ବାତ୍ୟା ପରେ ଉଜୁଡି ଯାଇଛି ନଡିଆ ଓ ପାନ ଚାଷ, ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ
ଭୁବନେଶ୍ୱର .- ରାଜ୍ୟର ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ୮୮ଟି ବ୍ଲକ୍ରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମୁଦାୟ ୧,୫୨,୯୮୫ ହେକଫର ଚାଷଜମି ପ୍ରଭାବିତ ହୋଇଥିବାବେଳେ ସେଥିରୁ ୧,୨୧,୯୬୧ ହେକଫର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଶସ୍ୟହାନି ଘଟିଛି । ସେଥି…
ଫନିର ପ୍ରଭାବରେ ଧ୍ୱସ୍ତ ହେଲା ବାଲୁଖଣ୍ଡ ଅଭୟାରଣ୍ୟ, ମିଳୁନି ହରିଣଙ୍କ ପତ୍ତା, ଜଙ୍ଗଲ ଓ ପରିବେଶ ନଷ୍ଟ
ପୁରୀ .- ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲା ଅନ୍ତର୍ଗତ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ନନ୍ଦନକାନନ ଚିଡିଆଖାନାରେ କୌଣସି ବନ୍ୟପ୍ରାଣୀ ମୃତୁ୍ୟବରଣ କରିଥିବା ଖବର ବର୍ତ୍ତମାନ ସୁଦ୍ଧା ସରକାରଙ୍କ ହସ୍ତଗତ ହୋଇନାହିଁ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ବିଭାଗ…
ପୁରୀରେ ୨୦ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୯୭ଟି ଏଟିଏମ୍ ସଚଳ ହେଲା
ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଂ ସେବା କ୍ରମଶଃ ସ୍ୱଭାବିକ ହେଉଛି । ଜିଲ୍ଲାର ୨୩୯ଟି ବ୍ୟାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ଟି ଶାଖା କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ୨୭୩ଟି ଏଟିଏମ୍ ମଧ୍ୟରୁ ୨୦ଟି ଏଟିଏମ୍ ସଚଳ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର…
ବାତ୍ୟାର ୬ ଦିନପରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗରେ ସୁଧାର ଆସିଲା
ଭୁବନେଶ୍ୱର ..-ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମାନବସମ୍ବଳ, ମେସିନ୍ ଓ ଉପକରଣ ଇତ୍ୟାଦିର ଉପଯୁକ୍ତ ବିନିଯୋଗପୂର୍ବକ ରିଲିଫ୍ ଏବଂ…
ଜେଲ କର୍ମଚାରୀଙ୍କର ବାଇକ୍ ଧରି ଚମ୍ପଟ ମାରିଲା କଏଦୀ
ଫୁଲବାଣୀ .- ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଜେଲ୍ କର୍ମଚାରୀଙ୍କ ବାଇକ୍ ଧରି ଜଣେ ବଳାତ୍କାର ଆସାମୀ ଚମ୍ପଟ ମାରିଛି । ସେମାନଙ୍କୁ ଜଗିଥିବା ଜେଲ୍ କର୍ମଚାରୀଙ୍କର ଦାୟୀତ୍ୱହୀନତା ଓ କଏଦୀ କିପରି ବାଇକର୍ ଚାବି ପାଇଲା ସେ ନେଇ ଚର୍ଚ୍ଚା ଚାଲିଛି । ଚମ୍ପଟ ମାରିଥିବା କଏଦୀର…
ଭୁବନେଶ୍ୱରର ଅନେକ ସ୍ଥାନରେ ଆସିଲା ବିଦ୍ୟୁତ , ୧୨ ତାରିଖ ସୁଦ୍ଧା ସବୁ ସ୍ଥାନରେ ବିଦ୍ୟୁତ ସଂଯୋଗ ହେବ
ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରର ଅନେକସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ବିଦ୍ୟୁତ କର୍ମଚାରୀଙ୍କର ଅହରହ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ତେବେ ଚନ୍ଦ୍ର ଶେଖରପୁର -୧, ଶିଖରଚଣ୍ଡୀ, ନନ୍ଦନ ବିହାର, ଇନେଫୋସିଟି ସ ନ୍ୟୁ ଇଣ୍ଡଷ୍ଟ୍ରିଆଲ୍ ଏରିଆ, ଡୁମଡୁମା ହାଉସିଂ ବୋର୍ଡ,…