Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଲା
ମାଞ୍ଚେଷ୍ଟର - ଭାରତ ଓ ପାକିସ୍ତାନ ମଦ୍ୟରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଛି । ୪୫.୪ ଓଭର୍ରେ ଭାରତ ୩୦୦ ରନ୍ କରିଥିଲା । ୪୬.୪ ଓଭର୍ରେ ୩୦୫ ରନ୍ରେ ବର୍ଷା ଯୋଗୁଁ ମ୍ୟାଚକୁ ଅଧାରୁ ରୋକାଯାଇଥିଲା । ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି…
ପାକିସ୍ତାନ ବିପକ୍ଷରେ ୧୪୦ ରନ୍ କଲେ ରୋହିତ ଶର୍ମା
ମାଞ୍ଚେଷ୍ଟର - ପାକିସ୍ତାନ ବିପକ୍ଷରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି ବଲ୍ରେ ଶତକ ହାସଲ କରିଥିଲେ। ୯ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଶତକ ହାସଲ କରିଥିଲେ । ସେ ୧୧୩ଟି ବଲ୍ରେ ୧୪ଟି ଛକା ଓ ତିନୋଟି ଚୌକା ସହାୟତାରେ ୧୪୦…
ରୋହିତଙ୍କ ବିସ୍ଫୋରକ ଶତକ
ମାଞ୍ଚେଷ୍ଟର - ପାକିସ୍ତାନ ବିପକ୍ଷରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି ବଲ୍ରେ ଶତକ ହାସଲ କରିଛନ୍ତି । ୯ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଶତକ ହାସଲ କରିଛନ୍ତି ।
ସେହିପରି ଶିଖର ଧାଓ୍ୱନଙ୍କ ଅନୁପସ୍ଥିତିରେ ତାଙ୍କ…
ଫାଦର୍ସ ଡେ’: ଫିଲ୍ମରେ ଏମିତି ଅଭିନୟ କରିଥିଲେ ବଲିଉଡ କଳାକାର
ନୂଆଦିଲ୍ଲୀ: ମା’ ପାଇଁ କାହାଣୀ ଓ କବିତାଗୁଡିକରେ ବହୁତ କିଛି ଲେଖା ଯାଇଛି, ଯେଉଁ ଥିରେ ଏହି ପ୍ରେମ ବନ୍ଧନକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ବାପାଙ୍କ ଚରିତ୍ର ସବୁବେଳେ ଦାୟିତ୍ୱବୋଧ ତଳେ ଚାପି ହୋଇ ରହିଥିାଏ, ଯିଏକି ନିଜର ଭଲ ପାଇବା ଦେଖାଇପାରନ୍ତି ନାହିଁ, ଏଥିପାଇଁ କବିତା-…
ଜିଓ ଗ୍ରାହକ ମାଗଣାରେ ଦେଖିପାରିବେ ବିଶ୍ୱ କପ୍ କ୍ରିକେଟର ସିଧା ପ୍ରସାରଣ
ଜିଓ ଗ୍ରାହକ ମାଗଣାରେ ଦେଖିପାରିବେ ବିଶ୍ୱ କପ୍ କ୍ରିକେଟର ସିଧା ପ୍ରସାରଣ
ନୂଆଦିଲ୍ଲୀ . - ଜିଓ ବ୍ୟବହାରକରୀମାନେ ବିଶ୍ୱ କପ୍ ସବୁ ମ୍ୟାଚ୍କୁ ମାଗଣା ସିଧା ପ୍ରସାରଣ (ଲାଇଭ୍) ଦେଖିପାରିବେ । କେତକ ନେଟଓ୍ୱର୍କରେ ଏଥିପାଇଁ ୩୬୫ଟଙ୍କା ଖର୍ଚ୍ଚ କରିବାକୁ ପଡୁଅଛି । ଏହା ସହ …
ଆଇଏମ୍ଡିର ଡିଜି ହେଲେ ଓଡିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର
ନୂଆଦିଲ୍ଲୀ . - ପାଣିପାଗ ସମ୍ପର୍କରେ ଗବେଷଣା କରୁଥିବା ଓଡିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡିର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ପର୍ସନାଲ ମନ୍ତ୍ରଳାୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫୋନି ସହ ବିଭିନ୍ନ ପାଣିପାଗ ବିଭାଗୀୟ ସୂଚନା ସେ ବେଶ୍ ସଠିକ୍…
ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି
ସମ୍ବଲପୁର ।।ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି । ଜୁଜୁମରାରେ ଗୁଳିକାଣ୍ଡ ଘଟିବାରୁ ଜଣେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆର୍ପିଏଫ୍) ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କୁ ଏବେ ଗୁରୁତର ଅବସ୍ଥାରେ ଯୁଜୁମରାରୁ ବୁର୍ଲା ଭିମସର ନିଆ ଯାଇଛି ।…
ଆରପରିରେ ହାସ୍ୟାଭିନେତା ସଲିଲ
ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମେ ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୨୨ ଦିନର ସଂଘର୍ଷ କରିବା ପରେ ସେ ଜୀବନ ଯୁଦ୍ଧ…
ଖାଦ୍ୟ ପ୍ରିୟ ଗମା ପହଲବାନ ଦିନକୁ ଖାଉଥିଲେ ୬କିଲୋ ଚିକେନ
ନୂଆଦିଲ୍ଲୀ: ୧୦ଲିଟର କ୍ଷୀର, ଅଧା ଲିଟର ଘିଅ, ବହୁତ ଗୁଡିଏ ବାଦାମ ଓ ଜୁସ । ଏହା ବ୍ୟତୀତ ସବୁଦିନ ୬ କେଜି ଚିକେନ ଖାଇ ଯାଉଥିବା ଏମିତି କୌଣସି ବ୍ୟକ୍ତି ନ ଥିବେ । ହେଲେ, ଆଜିଠାରୁ ପ୍ରାୟ ୮୦ ବର୍ଷ ପୂର୍ବରୁ ଏହା ଜଣେ ବ୍ୟକ୍ତିର ଗୋଟିଏ ଦିନର ଖାଇବା ଥିଲା । ଏହି ବ୍ୟକ୍ତିକୁ…
କେନ୍ଦ୍ରରେ ମୋଦି, ଓଡିଶାରେ ନବୀନ
ନୂଆଦିଲ୍ଲୀ : ବିପୁଳ ବିଜୟ ସହ ଦେଶରେ ପୁଣି ଥରେ ମୋଦି ସରକାର କ୍ଷମତାକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଦିନ ୧୨ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୩୭ଟି ଆସନରେ ଆଗୁଆ ରହିଛି। ଏହା ସହିତ ବିଜେପି ନିଜର ୨୦୧୪ ରେକର୍ଡକୁ ମଧ୍ୟ ଭାଙ୍ଗିବାକୁ ଯାଉଛି।…