Browsing Category

ମୁଖ୍ୟ ଖବର

ମୋଦିଙ୍କୁ ଇସି କ୍ଲିନଚିଟ, କଂଗ୍ରେସ ନିରାଶ

ନୂଆଦିଲ୍ଲୀ - ଦୁଇଟି ନିର୍ବାଚନ ଆଚରଣବିଧି ଉଲଙ୍ଘନ ମାମଲାରେ ନିର୍ବାଚନ ଆୟୋଗ (ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ ଦେଇଛି। ଏହି ଦୁଇ କ୍ଲିନଚିଟକୁ ମିଶାଇଲେ ମୋଦିଙ୍କୁ ଇସି ମୋଟ ୮ଟି ମାମଲାରେ କ୍ଲିନଚିଟ ଦେଇଛି। ଗତ ଏପ୍ରିଲ ୯ରେ ମୋଦି କର୍ଣ୍ଣାଟକରେ ଅନୁଷ୍ଠିତ ଏକ…

କିଟିମିଟି ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର । ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍

କିଟିମିଟି ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର । ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍ ? ପୂରା ରାଜଧାନୀରେ କିଟିମିଟି ଅନ୍ଧାର । ଲାଇନ୍ ନଥିବାରୁ ଘରେ ପାଣି ନାହିଁ କି ମୋବାଇଲରେ ଚାର୍ଜ ନାହିଁ । ଗରମରେ ଦେହ ସିଝିଯାଉଛି । ରାଜଧାନୀବାସୀଙ୍କ ଜୀବନ ପୂରା ଦୁର୍ବିସହ ହୋଇଗଲାଣି ।…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତୀ, ମାନସିକ ପୂରଣ ପରେ ଶ୍ରୀମନ୍ଦିର ଆସିଲେ

ପୁରୀ .- ହିନ୍ଦୀ ସିନେମାର ଅଶୀ ତଥା ନବେ ଦଶକ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି । ସେ ଗୁରୁବାର ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ସେ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ସହ…

ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁନାହାନ୍ତି, ଭୋଟ୍ ମାଗିବା ପାଇଁ ବାରମ୍ବାର ଆସୁଛନ୍ତି :…

ବାଲେଶ୍ୱର .- ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ବାଲଶ୍ୱର ଭୋଗରାଇ ଅଞ୍ଚଳରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁ ନ ଥିବା ବେଳେ ଭୋଟ୍‌ ମାଗିବା ପାଇଁ ବାରମ୍ବାର ଓଡ଼ିଶା…

ମହାବିଦ୍ୟାଳୟ ଚପରାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗୀ .- ବଲାଙ୍ଗୀର ସଇଁତଳା ଝରାବାହଲି ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୁକୁଡା ଫାର୍ମରୁ ଜଣେ ଚପରାସୀ(ପିଅନ)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେ ଶୋଇଥିବାବେଳେ ତାଙ୍କୁ କେହି ହତ୍ୟା କରିଥିହା ପରିବାର ଲୋକ ଅଭିଯୋଗ କରିଛନ୍ତି । ମତକଙ୍କ ନାମ ଜଗଦୀଶ ଓ ସେ ଟିକରପଡା ମହାବିଦ୍ୟାଳୟରେ କାମ…

ଲୋକସଭା ନିର୍ବାଚନ: ସୋସିଆଲ ମିଡିଆରେ ପ୍ରଚାର ମାମଲାରେ ଆଗରେ ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୩ଟି ପର୍ଯ୍ୟାୟର ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟିର ସୋସିଆଲ ମିଡିଆ ବଜେଟ ସର୍ବାଧିକ ରହିଛି । କଂଗ୍ରେସର ବଜେଟ ବିଜେପି ତୁଳନାରେ କମ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଫେସବୁକ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ତୃତୀୟ ପର୍ଯ୍ୟାୟର…

ବିଜେପିରେ ଯୋଗଦେଲେ ସନ୍ନି ଦେଓଲ

ନୂଆଦିଲ୍ଲୀ ..- ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗ ଦେଇଛନ୍ତି । ସେ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବରିଷ୍ଟ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବର ଗୁରୁଦାସପୁରରୁ ସେ ବିଜେପି…