Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଜାଲିଓ୍ୱାନାଓ୍ୱାଲା ବାଗ ଘଟଣାକୁ ଏକ ଲଜ୍ଜାଜନକ ଘଟଣା ବୋଲି ସ୍ୱୀକାର କଲେ ବ୍ରିଟିଶ ହାଇ କମିଶନର
ଅମୃତସର .- ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଜାଲିଓ୍ୱନା ଓ୍ୱାଲା ବାଗରେ ବ୍ରିଟିଶ ସୈନିକଙ୍କ ଗୁଳିରେ ଶହ ଶହ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ । ଶାନ୍ତିପୂର୍ଣ୍ଣ ସଭା କରୁଥିବା ବେଳେ ଜେନେରାଲ ଡାୟର ସେଠାରେ ନର ସଂହାର କରିଥିଲେ । ସେହି ଘଟଣାକୁ ବ୍ରିଟଶ ହାଇକମିଶନର ଡେମିନିକ…
ଆଘାତ ପରେ ଆଖି ଭିତରେ ଖସି ପଡିଲା ଆଇରିସ ବା ଆଖି ପିତୁଳା
ନ୍ୟୁୟର୍କ.- ଆଖିରେ ଆଘାତ ପରେ ଜଣେ ବ୍ୟକ୍ତିଙ୍କର ଆଇରିସ୍ ବା ଆଖି ପିତୁଳା ଆଖିଭିତର ଖସି ପଡିଛି । ବ୍ୟକ୍ତି ଜଣଙ୍କ ଏକ ମୋଟା ରବର ରଶି ସାହାଯ୍ୟରେ ନିଜ ଦୁଇ ଚକିଆ ଯାନରେ ଜିନିଷ ପତ୍ର ରଖୁଥିଲେ । ଏତିକିବେଳେ ଏହା ଛିଟିକି ଆଖିରେ ବାଜିଥିଲା । ଆଘାତ ଲାଗିବା ପରେ ଆଇରିସଟି ଆଖି ଡୋଳା…
ବିଜେଡି ଏବଂ କଳିଙ୍ଗ ଟିଭି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଭୁବନେଶ୍ୱର: ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ଅନୁଯାୟି ମତଦାନର ୪୮ ଘଂଟା ପୂର୍ବରୁ କୌଣସି ଟିଭି ଚ୍ୟାନେଲମାନେ ରାଜନୀତିକ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରିପାରବେନି। କିନ୍ତୁ ଆଜି ରାଜ୍ୟରେ ପ୍ରଥମ ପ୍ରକିୟା ମତଦାନ ଚାଲୁଥିବା ବେଳେ କଳିଙ୍ଗ ଟିଭି ମୁଖ୍ୟମନ୍ତ୍ରୀ ବୌଦ୍ଧ, ସୋନପୁର ଏବଂ…
୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର .- ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାରରେ ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତାଳଚେରରେ ସର୍ବାଧିକ ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ମାଳକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି,…
କିପରି ଜାଣିବେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ସଂପର୍କରେ ? ଏହି ଉପାୟ ଅବଲମ୍ବନ…
ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଏବେ ଚରମ ସୀମାରେ ପହଞ୍ଚିଛି । ଆଉ ଦିନ କେଇଟା ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ…
୨ ଲୋକ ସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସରେ ମଧ୍ୟ ରାତ୍ରୀରେ ପ୍ରାର୍ଥୀ ଘୋଷଣା
ବିଧାନସଭା ପାଇଁ ପ୍ରାର୍ଥୀ
ବଲେଶ୍ୱରରୁ- ମାନସ ଦାସ ପଟ୍ଟନାୟକ
ଧର୍ମଶଳା- ସ୍ମୃତି ରେଖା ପହି
ଯାଜପୁର- ସନ୍ତୋଷ କୁମାର ନନ୍ଦ
ହିନ୍ଦୋଳ- ତ୍ରିନାଥ ବେହେରା
କାମାକ୍ଷାନଗର- ଭବାନୀ ଶଙ୍କର ମହାପାତ୍ର
ବଡମ୍ବା- ବବି ମହାନ୍ତି
ପାରାଦୀପ- ଅରିନ୍ଦମ ସର୍କେଲ
ପିପିଲି- ଯୁଧିଷ୍ଠିର…
ବଜେଡିରେ ପ୍ରାର୍ଥୀ ତାଲିକା ଘୋଷିତ ବହୁ ନୁଆ ମୁହଁ
ଭୁବନେଶ୍ୱର . - ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟର ୭ଟି ବିଧାନସଭା ଓ ୨ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣ କରିଛନ୍ତି । ୭ ବିଧାନସଭା ଆସନରୁ ୬ ଜଣ ନୂଆ ପ୍ରାର୍ଥୀ ରହିଛନ୍ତି । ସେହିପରି କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କରାଯାଇଛି ।
ଭୁବନେଶ୍ୱର ମଧ୍ୟ…
କଟକ ଲୋକସଭା ଓ ୯ ଟି ବିଧାନସଭା ପାଇଁ ପ୍ରାର୍ଥା ଘୋଷଣା କଲା ବିଜେଡି
କଟକ ଲୋକସଭା ଆସନ: ଭତ୍ତୃହରି ମହତାବ
ବିଧାନସଭା ଆସନ
ଦେବଗଡ଼: ଆର.ଆର. ବିଶ୍ୱାଳ
ଖୋର୍ଦ୍ଧା: ଜିତୁ ମିଶ୍ର
ରାଇରଙ୍ଗପୁର: ବାସନ୍ତୀ ମାରାଣ୍ଡି
ବରୀ: ସୁନନ୍ଦା ଦାସ
ବେଗୁନିଆ: ରାଜେନ୍ଦ୍ର କୁମାର ସାହୁ
ବସ୍ତା: ନିତ୍ୟାନନ୍ଦ ସାହୁ
ମୋରଡା: ରାଜକିଶୋର ଦାସ
ଚିଲିକା: ପ୍ରଶାନ୍ତ ଜଗଦେବ…
ମହାକାଶରେ ଇତିହାସ: ଉତକ୍ଷେପଣ ହେଲା ପିଏସଏଲଭି ସି-୪୫
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ପିଏସଏଲଭି ସି-୪୫ ରକେଟ ମହାକାଶକୁ ଉତକ୍ଷେପଣ କରି ଇତିହାସ ରଚିଛି । ଇସ୍ରୋ ପକ୍ଷରୁ ଏହାକୁ ପୂର୍ବାହ୍ଣ ୯ଟା ୨୭ରେ ଉତକ୍ଷେପଣ କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମିସେଟ ଉପଗ୍ରହ ୭୪୯ କିଲୋମିଟର…
ଅର୍ଜୁନଙ୍କ ପରେ ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ
ଭୁବନେଶ୍ୱର .- ବାଲେଶ୍ୱର ସାଂସଦ ଅର୍ଜୁନ ସେଠୀ ଦଳରୁ ଟିକେଟ ନପାଇବା ପରେ ବିଜେଡିରୁ ଇସ୍ତଫା ଦେବା ମାତ୍ରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ବିଜେପିରେ ଯୋଗ ଦେଇଥିଲେ। ଏବେ ପୁଣି ବସ୍ତାରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ରଘୁନାଥ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ…