Browsing Category

ମୁଖ୍ୟ ଖବର

କଂଗ୍ରେସର ୨୦ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷିତ

କଂଗ୍ରେସର ୨୦ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷିତ ପାଟକୁରା- ଜୟନ୍ତ ମହାନ୍ତି ଧାମନଗର-ବିଦ୍ୟାଧର ଜେନା ବିଝାଂରପୁର-ମନୋରଂଜନ ଦାସ ବରି-ଉମେଶ ଜେନା ସୁକିନ୍ଦା- ଶରତ ରାଉତ ପରଜଙ୍ଗ- ଜସସ୍ୱିନୀ ରାଉତ ନିଆଳି- ମମତା ଭୋଇ…

ଏକାକୀ ବିଜେପି ଫେରିଲେ ବିଜୟ, ଏବେ କ’ଣ କରିବେ ଦିଲ୍ଲୀପ ରାୟ?

ଭୁବନେଶ୍ୱର: ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଶକ୍ତିଶାଳୀ ନେତା ଦିଲ୍ଲୀପ ରାୟଙ୍କୁ ଛାଡି କେନ୍ଦ୍ରାପଡ଼ା ଜିଲ୍ଲାର ଚର୍ଚ୍ଚିତ ନେତା ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ଫେରିଯାଇଛନ୍ତି । ଉଭୟ ଦିଲ୍ଲୀପ ଓ ବିଜୟ ଭାରତୀୟ ଜନତା ପାର୍ଟିରେ ୨୦୦୯ ମାର୍ଚ୍ଚରେ ଯୋଗ…

ବିଜେଡିର ବୁଧବାରରେ ୩୬ ବିଧାନସଭା ଆସନପାଇଁ କରାଯାଇଥିବା ପ୍ରାର୍ଥୀ ତାଲିକା

ବ୍ରହ୍ମଗିରି - -ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ- -ଉମାକାନ୍ତ ସାମନ୍ତରାୟ ରଣପୁର- -ସତ୍ୟନାରାୟଣ ପ୍ରଧାନ ନୟାଗଡ଼-- ଅରୁଣ କୁମାର ସାହୁ ଏକାମ୍ର ଭୁବନେଶ୍ୱର-- ଅଶୋକ ଚନ୍ଦ୍ର ପଣ୍ଡା ବଡ଼ମ୍ବା--ନରସିଂହପୁର ଦେବୀ ପ୍ରସାଦ ମିଶ୍ର ବାଙ୍କୀ --ଦେବୀ ରଂଜନ ତ୍ରିପାଠୀ ଆଠଗଡ଼-- ‌…

ବିଜେଡି ପକ୍ଷରୁ ବୁଧବାର କରାଯାଇଥିବା ୯ ଲୋକ ସଭାର ପ୍ରାର୍ଥୀ ତାଲିକା

ଲୋକସଭା ଆସନ ଓ  ପ୍ରାର୍ଥୀଙ୍କ ନାମ ପୁରୀ – ପିନାକୀ ମିଶ୍ର ଭୁବନେଶ୍ୱର – ଅରୁପ ମୋହନ ପଟ୍ଟନାୟକ ମୟୂରଭଞ୍ଜ – ଡାକ୍ତର ଦେବାଶୀଷ ମାରାଣ୍ଡି ଜଗତସିଂହପୁର – ଡାକ୍ତର ରାଜଶ୍ରୀ ମଲ୍ଲିକ ସମ୍ବଲପୁର – ନଳିନୀ ପ୍ରଧାନ ବାଲେଶ୍ୱର – ରବୀନ୍ଦ୍ର କୁମାର ଜେନ‌ା…

ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନୀ ପ୍ରଚାର, ଆସନ୍ତାକାଲି ଜୟପୁରରେ କରିବେ ହୁଙ୍କାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରଣକ୍ଷେତ୍ରକୁ ଓହ୍ଲାଉଛନ୍ତି । ମୋଦୀ ଆଜି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ କଶ୍ମୀରରେ ଜନସଭା ଏବଂ ରାଲି କରିବେ । ତିନିଟି ରାଜ୍ୟରେ ନିର୍ବାଚନୀ ହୁଙ୍କାର କରିବା ପରେ…

ଅନ୍ତରୀକ୍ଷରେ ସରପ୍ରାଇଜ୍‌ ଦେଲା ଭାରତ, ବିଶ୍ୱର ଚତୁର୍ଥ ମହାଶକ୍ତି ଭାବେ ମିସାଇଲ୍‌ ମାଡକରି ମାତ୍ର ୩ମିନିଟ୍‌ରେ ଧ୍ୱଂସ…

ନୂଆଦିଲ୍ଲୀ . – ମହାକାଶ ବିଜ୍ଞାନରେ ଭାରତ ଏକ ବଡ ସଫଳତା ହାସଲ କରିଛି । ମହାକାଶ ବିଜ୍ଞାନୀମାନେ ଭାରତକୁ ବିଶ୍ୱର ଚତୁର୍ଥ ମହାଶକ୍ତି ଭାବେ ବିକଶିତ କରିଛନ୍ତି । ପଥିବୀଠାରୁ ୩ଶହ କିଲୋମିଟର ଦୂରରେ ଥିବା ଏକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍‌କୁ ମିସାଇଲ୍‌ ମାଡ କରି ଧ୍ୱଂସ କରିଛି । …

ବଢୁଛି ତାତି, କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ୱର.- ଚଳିତ ବର୍ଷ ଅଧିକ ଗରମ ହେବ । ବର୍ଷାର ପରିମାଣ ଅଗଷ୍ଟ ମାସ ମଧ୍ୟରେ କମିପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ମଝିରେ ମଢିରେ ପବନ ସହ କଳାହାଣ୍ଡିଆ ମେଘ ଓ ଘଡଘଡି ସହ ବର୍ଷା ହେବ । କାଳ ବୈଶାଖୀର ପ୍ରଭାବ ରହିବ…

ନବୀନ ବିଜେପୁରରେ ନିର୍ବାଚନ ଜିତିଲେ ସବୁଜ ଶସ୍ୟରେ ଭରିବ କ୍ଷେତ, ବଦଳିବ ଚାଷୀଙ୍କ ଭାଗ୍ୟ!

ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମର ହିଞ୍ଜିଳି ବ୍ୟତୀତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ବିଜୁ ଜନତା ଦଳର ଆଶା ଯେ, ନବୀନ ପଟ୍ଟନାୟକ ଉଭୟ ଆସନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବେ । ହିଞ୍ଜିଳିରେ ନୀବନଙ୍କ ବିଜୟ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢିବେ ବିଜେପିର ପୀତାମ୍ବର ଓ ସନତ

ଭୁବନେଶ୍ୱର ..- ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ବାତାବରଣ ବେଶ୍‌ ସରଗରମ୍‌ ହୋଇ ଆସୁଛି । ଓଡ଼ିଶାରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏବେ ବିଜୁ ଜନତା ଦଳ ୫ ଥର କ୍ଷମତାକୁ…

୨ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ନୂଆ ୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ୨ଟି ଆସନ ପାଇଁ ପ୍ରାର୍ଥୀ ବଦଳାଇଥିବା ବେଳେ ଅନ୍ୟ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଜି ଉଦୟଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରାଉରକେଲା ଓ ହିଞ୍ଜିଳିରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ।ହିଞ୍ଜିଳି ପାଇଁ ପୂର୍ବରୁ ରାମକୃଷ୍ଣ…