Browsing Category

ମୁଖ୍ୟ ଖବର

ଓଡ଼ିଶା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷିତ, ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ତାଲିକା

ନୂଆଦିଲ୍ଲୀ /ଭୁବନେଶ୍ୱର – ୨୦୧୯ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୫୪ଟି  ବିଧାନ ସଭା ଓ ୨ଟି ଲୋକସଭା  ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ , , ବିଜେପୁର ରିପୁନାଥ ସେଠ , ଆନନ୍ଦପୁରରୁ ଜୟଦେବ ଜେନା ,…

ଓଡ଼ିଶାପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷିତ

ନୂଆଦିଲ୍ଲୀ ..-  ପୁରୀ ଲୋକସଭା ଆସନ ପାଇଁ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରାର୍ଥୀ ହେବେ ।୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି ।  ବରଗଡ ଲୋକସଭା ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା…

ଓଡ଼ିଶାର ୧୦୦ ବିଧାନ ସଭା  ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ .- ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ବ୍ରଜରାଜ ନଗରରୁ ରାଧାରାଣୀ ପଣ୍ଡା ନିମାପଡ଼ାରୁ ପ୍ରଭାତୀ ପରିଡ଼ା , ପାଟଣାଗଡ଼ରୁ କେଭି ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ…

ବାରଣାସୀରୁ ଲୋକସଭା ନିର୍ବାଚନ ଲଢିବେ ମୋଦୀ, ଭୁବନେଶ୍ୱରରୁ ଅପରାଜିତା କେନ୍ଦ୍ରାପଡାରୁ ବୈଜୟନ୍ତ ବିଜେପି ଲୋକସଭା…

ନୂଆଦିଲ୍ଲୀ: ଚଳିତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପୁଣି ନିର୍ବାଚନ ଲଢିବେ । ଗତଥର ସେ ଏହି ଆସନରୁ ବିଜୟ ଲାଭ କରିଥିଲେ ।  ଚଳିତ ଥର ଗୁଜୁରାଟର ଗାନ୍ଧୀ ନଗରରୁ ଅମିତ ଶାହ ଲୋକସଭା ନିର୍ବାଚନ ଲଢିବେ । ପୂର୍ବରୁ ବରିଷ୍ଠ ବିଜେପି ନେତା ଲାଲାକୃଷ୍ଣ ଆଡଭାନୀ ଏହି ଲୋକ ସଭା…

ଏସିଡିଟି ବା ଅମ୍ଳ ଦେଷରୁ ରକ୍ଷା ପାଇବେ କିପରି

ସନ୍ତୁଳିତ ଆହାର ଓ ଜୀବନଚର୍ଯ୍ୟା ହେଲ ଆପଣ ଏସିଡିଟି ସହ ଅନେକ ରୋଗରୁ ମୁକ୍ତି ପାଇ ପାରିବେ । ଆପଣଙ୍କ ତଣ୍ଟି , ପେଟ କିମ୍ବା ଛାତି ପୋଡା ହେଉଥିଲେ ଏହା ଏସିଡିଟିର ଲକ୍ଷଣ । ଅତ୍ୟଦିକ ତେଲ ମସଲା ଖାଇଲେ , କି ଠିକ୍‌ ଭାବେ ପାଣି ନ ପିଇଲେ , ଅଧିକ ସମୟ ଭୋକରେ ରହିଲେ କିମ୍ବା ଅଧିକ ଚାପଗ୍ରସ୍ତ…

କମଳା ଖାଇଲେ ଭଲ ରହିବା ଆଖି ଓ ଦୃଷ୍ଟି ଶକ୍ତି ଜାଣନ୍ତୁ କିପରି

ଦୃଷ୍ଟିଶକ୍ତି ଭଲ ରହିବା ପାଇଁ ନିୟମିତ ଭାବେ କମଳା ଖାଇବା ଭଲ। ଯ ସପ୍ତାହରେ ଗୋଟିଏ କମଳା ଖାଇଲେ ବି ଚଳିବ  । ଆଖିରେ କୈଣସି ପ୍ରକାର ସଂକ୍ରମଣ ରହିବା ନାହିଁ । ଗବେଷଣାରୁ ଜଣାଯାଇଛି, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆଖିରେ ଥିବା ମ୍ୟାକୁଲରର କ୍ଷୟ ମଧ୍ୟ ଆରମ୍ଭ ହୋଇଥାଏ। ଏହା ଫଳରେ…

ଭାରତରେ ଉତ୍ପାଦନ ହେବ ଅତ୍ୟାଧୁନିକ କାସାସନିକୋଭ ରାଇଫଲ୍‌

କାଲାସନିକୋଭ ଆସଲ୍ଟ ରାଇଫଲ ଉତ୍ପାଦନ ପାଇଁ ଭାରତ-ଋଷ ରାଇଫଲ ପ୍ରାଇଭେଟ ଲିମିଟେଡ ଉତ୍ତର ପ୍ରଦେଶ ଆମେଥି ଠାରେ ନିର୍ମାଣ କରାଯାଇଛି । ସେ ମଧ୍ୟ ଅମେଥିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶୀଳା ରଖିବା ସହ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ…

ପ୍ରେମିକାକୁ  ହାଣିବାପରେ ଆତ୍ମହତ୍ୟା ଉଦ୍ୟମ କଲା ଯୁବକ

ଯାଜପୁର..-  ଏକ ତରଫା ପ୍ରେମକରି  ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଗୁରୁତର କରିବା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲା ବ୍ରହ୍ମବରଦ ବନ୍ଧ ଡିହ ଗ୍ରାମରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କ ନାମ ଧନ ସାହୁ ବୋଲି ସୂଚନା ମିଳିଥିବା ବେଳେ ଯୁବତୀ ଜଣଙ୍କ ସେହି…

ରାଜ୍ୟ ସରକାରୀ କର୍ମଚାରୀ  ଓ ପେନ୍‌ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀ  ଓ ପେନ୍‌ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା ।             ୨୦୧୯ ଜାନୁଆରୀ ମାସରୁ ଏହି ମହଙ୍ଗା ଭତ୍ତା  ଲାଗୁ କରାଯିବ  ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏବେ ପେନସନ୍‌ ଭୋଗୀ ଓ ସରକାର କର୍ମଚାରୀ ୯ ପ୍ରତିଶ…

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ

ଭୁବନେଶ୍ୱର..- ରାଜ୍ୟର ବିଭିନ୍ନ ସ୍ଥାନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ରହି ବିରୋଧ…