Browsing Category

ମୁଖ୍ୟ ଖବର

ସୀମା ପରିଚାଳନା ପାଇଁ ମହାକାଶ ଟେକ୍ନୋଲୋଜିର ବ୍ୟବହାର

ମହାକାଶ ଟେକ୍ନୋଲୋଜିକୁ ବ୍ୟବହାର କରି ସୀମା ପରିଚାଳନାରେ ସୁଧାର ଆଣିବା ଉଦେଶ୍ୟରେ କେନ୍ଦ୍ର ସରକାର ଯୁଗ୍ମସଚିବ (ସୀମା ପରିଚାଳନା)ଙ୍କ ନେତୃତ୍ୱରେ ବୋର୍ଡର ଗାର୍ଡିଂ ଫୋର୍ସ (BGF) ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ସଦସ୍ୟଙ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି…

ଭାରତ-ପାକ ସୀମାରେ ବାଡ଼ ନିର୍ମାଣ

ଗୁଜରାଟରେ ଭାରତ-ପାକିସ୍ତାନ ସୀମାର ମୋଟ୍ ଲମ୍ବ ୫୦୮ କିଲୋମିଟର ରହିଛି, ସେଥି ମଧ୍ୟରୁ ୩୪୦ କିଲୋମିଟରରେ ବାଡ଼ ନିର୍ମାଣ ସମ୍ଭବ ପର । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୮୦ କିଲୋମିଟରରେ ବାଡ଼ ନିର୍ମାଣ ଶେଷ ହୋଇଛି ଏବଂ ବଳକା ୬୦ କିଲୋମିଟର ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ…

ବୈଦ୍ୟୁତିକ ଯାନବାହନର ବହୁଳ ବ୍ୟବହାର ପାଇଁ ସରକାରଙ୍କ ପଦକ୍ଷେପ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ, ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ସରକାର ହାଇବ୍ରିଡ ଇଲେକ୍ଟ୍ରିକ ସିଷ୍ଟମ ତଥା ବୈଦ୍ୟୁତିକ କିଟକୁ ବାହନରେ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ଜାରି…

ଭାରତ ଓ ଚୀନ ମଧ୍ୟରେ ସନ୍ତୁଳିତ ବ୍ୟବସାୟ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ

ଅନେକ ବର୍ଷର ଦୀର୍ଘ ଅବଧିର ଅନ୍ତରାଳ ପରେ ଭାରତର ରପ୍ତାନୀରେ ବୃଦ୍ଧି ଘଟିଛି । ଭାରତ ଚଳିତ ଆର୍ଥିକ ବର୍ଷରେ ଏପର୍ୟ୍ୟନ୍ତର ସର୍ବାଧିକ ରପ୍ତାନୀ ଦିଗରେ ଅଗ୍ରସର ହେଉଛି । ୨୦୧୮ ଏପ୍ରିଲ-ଡିସେମ୍ବର ସମୟରେ ୧୨.୭ ବିଲିଅନ ଆମେରିକୀୟ ଡଲାରର ରପ୍ତାନୀ କରାଯାଇଛି, ଯାହାକି ଗତ ବର୍ଷର ୧୩.୩୩ ବିଲିଅନ…

ସମସ୍ତ ଯାନବାହନ ପାଇଁ ଜିପିଏସ ଟ୍ରାକିଂ ବ୍ୟବସ୍ଥା ବାଧ୍ୟତାମୂଳକ

ଦୁଇ ଚକିଆ, ଇ-ରିକ୍ସା, ୩ ଚକିଆ ଏବଂ ମୋଟର ଯାନ ଆଇନ, ୧୯୮୮ ଅଧୀନରେ ଅନୁମତି ଆବଶ୍ୟକ କରୁ ନ ଥିବା ପରିବହନକାରୀ ଯାନ ବ୍ୟତୀତ ଅନ୍ୟ ସମସ୍ତ ପବ୍ଲିକ ସର୍ଭିସ୍ ଯାନବାହନରେ ୨୦୧୮ ଏପ୍ରିଲ ପହିଲାରୁ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍ ଏବଂ ଗୋଟିଏ କିମ୍ବା ଏକାଧିକ ଜରୁରୀ ବଟନ ବ୍ୟବସ୍ଥା…

ଅର୍ଦ୍ଧ ସାମରିକ ବଳରେ ୭୬,୫୦୦ ପଦବିରେ ନିଯୁକ୍ତି ପାଇଁ ବ୍ୟାପକ ଅଭିଯାନ

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ଖାଲି ଥିବା ୭୬,୫୭୮ଟି ପଦବିରେ ନିଯୁକ୍ତି ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏଥିରୁ ୫୪,୯୫୩ଟି କନଷ୍ଟେବଳ ପଦବି (ଜେନେରାଲ ଡ୍ୟୁଟି) ପାଇଁ ଷ୍ଟାଫ ସିଲେକ୍ସନ କମିସନ (ଝଝଉ) ଦ୍ୱାରା ସିଧାସଳଖ ନିଯୁକ୍ତି…

୧୫ ଓ ୧୬ ତାରିଖରେ ଝଡ ବାତ୍ୟା ସମ୍ଭାବନା

ଭୁବନେଶ୍ୱର...----  ଏବେ ପଶ୍ଚିମ ଘୂର୍ଣ୍ଣିଝଡ ବା ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର ବାନସ୍‌  ପୂର୍ବ ଭାରତେ ଆଡୁ ମୁହାଁଇଛି । ଏହି କାରଣରୁ ୧୫ ଓ ୧୬ ତାରିଖରେ  ରାଜ୍ୟର ୧୨ଟି ଜାଲାରେ ବର୍ଷା ସହ ଝଡ ତୋଫାନ ହୋଇପାରେ । ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବା ସହ ଖରାପ…

ଭାରତର ସେଣ୍ଟିନେଲ ଜନଜାତି,“ଆଇଜ ଅନ, ହ୍ୟାଣ୍ଡସ ଅଫ”

ନୂଆଦିଲ୍ଲୀ , --ସେଣ୍ଟିନେଲ ଜନଜାତିର ଅଧିକାର ସୁରକ୍ଷା ତଥା ଉନ୍ନତି ପାଇଁ କରି ସରକାର ଅନେକ ନୀତିନିୟମ ସମୟ ସମୟରେ ପ୍ରଣୟନ କରିଥାନ୍ତି । ଏସବୁ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ଦୃଢ ଭାବେ କାର୍ଯ୍ୟକାରୀ ତଥା ପ୍ରଣୟନ ହୋଇଥାଏ । ଏସବୁ ନୀତିନିୟମ ମଧ୍ୟରେ ରହିଛି, (1) ଆଣ୍ଡାମାନ ଓ…

ପିମ୍ପୁଡି ସମସ୍ୟା ଦୂର କରିବାର ସହଜ ଉପାୟ

ଅନେକଙ୍କ ଘରେ ପିମ୍ପୁଡି ଏକ ସମସ୍ୟା । ତେବେ ପୁମ୍ପୁଡିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ସହଜ ଉପାୟ ରହିଛି । କ. ପିମ୍ପୁଡ଼ିକୁ ଯେଉଁଭଳି ଭାବରେ ମିଠାର ସୁଗନ୍ଧ ନିଜ ଆଡ଼କୁ ଆକର୍ଷିତ କରିଥାଏ ସେଭଳି ଭାବରେ ଲେମ୍ବୁର ଗନ୍ଧ ସେମାନଙ୍କୁ ଭଲ ଲାଗି ନ ଥାଏ । ବର୍ଷାଦିନ ହେଉ ବା ଖରା ଦିନ…