Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର .- ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଓ ଫୁଲବାଣୀରୁ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇଟି ଆସନରୁ ପ୍ରାର୍ଥୀ…
ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ
ଭୁବନେଶ୍ୱର: ସୋମବାରରେ ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏଥିରେ ଓଡ଼ିଶାର ଦୁଇଟି ଲୋକସଭା ପ୍ରାର୍ଥୀ ଓ ୯ଟି ବାଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି989 ।ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କଟକରୁ ଓ ପୂର୍ବତନ…
ମାର୍ଚ୍ଚ ୨୯ ଓ ଏପ୍ରିଲ ୧ ରେ ଓଡ଼ିଶାରେ ସାଧାରଣ ସଭା କରିବେ ମୋଦୀ
ଭୁବନେଶ୍ୱର ..- ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁଛନ୍ତି । ମାର୍ଚ୍ଚ ୨୯ ତାରିଖରେ ସେ ଜୟପୁରରରେ ଏକ ସଧାରଣ ସଭାରେ ଯୋଗ ଦେବେ । ସେହିପରି ଏପ୍ରିଲ ଏକ ତାରିଖରେ ସେ ଭବାନୀପାଟଣାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବେ ।
ମଙ୍ଗଳବାର ୨୬ ତାରିଖରେ…
ନିର୍ବାଚନ ଲଢିବେନି ପ୍ରଭାତ
ଭୁବନେଶ୍ୱର ..- ପ୍ରଭାତ ତ୍ରିପାଠି ଏଥର ନିର୍ବାଚନ ଲଢିବେନାହିଁ ବୋଲି ସୂଚନା ଦେଇଛନ୍ତି । ସେ ବାଙ୍କୀରୁ ବିଧାୟକ ଅଛନ୍ତି । ନବୀନ ପଟ୍ଟନାୟକଙ୍କୁ ସେ ଲିଖିତ ଭାବେ ଏ ବିଷୟରେ ଜଣାଇଛନ୍ତି । ଦଳକୁ ସେ ସାଙ୍ଗଠନିକ ଭାବେ ସମର୍ଥନ କରିବେ । ଦଲ ପାଇଁ ନିର୍ବାଚନ ପ୍ରଚାର କରିବେ । ବିଜେପି…
ବିଜେପିରେ ମିଶିଲେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ୱାଇଁ
ଖାରବେଳ ସ୍ୱାଇଁ କନ୍ଧମାଳରୁ ହେବେ ଲୋକସଭା ପ୍ରାର୍ଥୀ
ସୋମବାରରେ ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ କଲେ
ଭୁବନେଶ୍ୱର .. –ସୋମବାରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟାହ୍ଣ ୨.୪୦ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା…
ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର ..—୨୦୧୯ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିତା ଘୋଷଣା କରିଛି । ଏଥିରେ ବଲାଙ୍ଗୀର ପାଇଁ ଅର୍କ କେଶରୀ ସିଂହଦେଓଙ୍କ ପ୍ରାର୍ଥୀ କରାଯାଇଛି । ସମ୍ବଲପୁର ବଧାନସଭା ନିର୍ବାଚନ ମଣ୍ଡଳୀରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ହୋଇଥିବା ବେଳେ…
ଟିକେଟ ହରାଇଲେ ଶତ୍ରୁଘନ ସିହ୍ନା, ତାଙ୍କ ଆସନରୁ ଲଢିବେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ
ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ଶତ୍ରୁଘନ ସିହ୍ନାଙ୍କୁ ଦଳ ପକ୍ଷରୁ ଏଥର ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟଣା ସାହିବରୁ ଟିକେଟ ଦିଆଯାଇଛି । ଟିକେଟ ଦିଆଯାଇଥିବାରୁ ରବି ଶଙ୍କର ପ୍ରଧାନମନ୍ତ୍ରୀ ମୋଦି ଓ ଦଳୀୟ ସଭାପତି ଅମିତ…
ଓଡ଼ିଶା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷିତ, ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ତାଲିକା
ନୂଆଦିଲ୍ଲୀ /ଭୁବନେଶ୍ୱର – ୨୦୧୯ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୫୪ଟି ବିଧାନ ସଭା ଓ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ , , ବିଜେପୁର ରିପୁନାଥ ସେଠ , ଆନନ୍ଦପୁରରୁ ଜୟଦେବ ଜେନା ,…
ଓଡ଼ିଶାପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷିତ
ନୂଆଦିଲ୍ଲୀ ..- ପୁରୀ ଲୋକସଭା ଆସନ ପାଇଁ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରାର୍ଥୀ ହେବେ ।୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ବରଗଡ ଲୋକସଭା ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା…