ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

0 1,631

ଭୁବନେଶ୍ୱର ..—୨୦୧୯ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିତା ଘୋଷଣା କରିଛି । ଏଥିରେ ବଲାଙ୍ଗୀର ପାଇଁ ଅର୍କ କେଶରୀ ସିଂହଦେଓଙ୍କ  ପ୍ରାର୍ଥୀ କରାଯାଇଛି । ସମ୍ବଲପୁର ବଧାନସଭା ନିର୍ବାଚନ ମଣ୍ଡଳୀରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ  ପ୍ରାର୍ଥୀ ହୋଇଥିବା ବେଳେ ରୋହିତ ପୂଜାରୀଙ୍କୁ ରେଢ଼ାଖୋଲ ପାଇଁ  ପ୍ରାର୍ଥୀ କରାଯାଇଛି ।

ବ୍ରଜରାଜନଗର: କିଶୋର ମହାନ୍ତି

ବଲାଙ୍ଗୀର: ଅର୍କେଶ କେଶରୀ ସିଂହଦେଓ

ଲୋଇସିହା: ପ୍ରଦୀପ ବେହେରା

ସମ୍ବଲପୁର: ରାସେଶ୍ୱରୀ ପାଣିଗ୍ରାହୀ

ରେଢ଼ାଖୋଲ: ରୋହିତ ପୂଜାରୀ

ଲାଞ୍ଜିଗଡ଼: ପ୍ରଦୀପ କୁମାର ଦିସାରି

ପଟାଙ୍ଗୀ: ପ୍ରୀତମ ପାଢ଼ୀ

ଝରିଗାଁ: ପ୍ରକାଶ ଚନ୍ଦ୍ର ମାଝୀ

ମାଲକାନଗିରି: ମୁକୁନ୍ଦ ସୋଡି

ନିମ୍ନରେ ପ୍ରାର୍ଥୀ ତାଲିକା ଦିଆଯାଇଛି ।

Leave A Reply