ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ

କନ୍ଧମାଳରୁ ଖାରବେଳ ସ୍ୱାଇଁ ଓ କଟକରୁ ପ୍ରକାଶ ମିଶ୍ର ଲୋକସଭା ପ୍ରାର୍ଥୀ

0 936

ଭୁବନେଶ୍ୱର: ସୋମବାରରେ ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏଥିରେ ଓଡ଼ିଶାର ଦୁଇଟି ଲୋକସଭା ପ୍ରାର୍ଥୀ ଓ ୯ଟି ବାଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି989 ।ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କଟକରୁ ଓ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳରୁ ଲୋକସଭା ନିର୍ବାଚନ ରେ ଅବତ୍ତୀର୍ଣ୍ଣ ହେବେ ।

ସେହିପରି ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣ କରାଯାଇଛି । ଏହାର ତାଲିକା ନିମ୍ନରେ ଦିଆଗଲା

Leave A Reply