ଭୁବନେଶ୍ୱର ..- ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁଛନ୍ତି । ମାର୍ଚ୍ଚ ୨୯ ତାରିଖରେ ସେ ଜୟପୁରରରେ ଏକ ସଧାରଣ ସଭାରେ ଯୋଗ ଦେବେ । ସେହିପରି ଏପ୍ରିଲ ଏକ ତାରିଖରେ ସେ ଭବାନୀପାଟଣାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବେ ।
ମଙ୍ଗଳବାର ୨୬ ତାରିଖରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାରଜ ଚୌହାନ ଓଡ଼ିଳା ଆସିବେ । କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂହ, ସାଂସଦ ତଥା ବିଜେପି ଜନଜାତି ମୋର୍ଚ୍ଚା ସଭାପତି ରାମବିଚାର ,କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଓ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ।