Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚିବା ବିଷୟରେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ନିଷ୍ପତ୍ତି ନେବେ
କଟକ --- ଜାନୁୟାରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଚିବାଳୟର ସହକାରୀ ବିଭାଗୀୟ ଅଧିକାରୀ ବା ଏଏସ୍ଓ ପରୀକ୍ଷା ଘୁଞ୍ଚାଇବା ବିଷୟରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ନିଷ୍ପତି ନେବେ । ଏ ନେଇ ସ୍ୟାଟରେ ଏକ ମାମଲା ଦାୟର ହୋଇଥିଲା । ଜନୁୟାରୀ ୨୦ ତାରିଖରେ ରେଳବାଇର ଏକ…
ମହାକାଶ ପ୍ରଯୁକ୍ତି ପାର୍କ ଓ ସଂଗ୍ରହାଳୟ ପ୍ରତିଷ୍ଠା
ନୂଆଦିଲ୍ଲୀ---- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦେଶର ବିଭିନ୍ନ ସ୍ଥାନରେ ମହାକାଶ ପ୍ରଯୁକ୍ତି ପାର୍କ ଏବଂ ସଂଗ୍ରହାଳୟମାନ ସ୍ଥାପନ କରିବାର ଯୋଜନା କରିଛି । ଦେଶର ପ୍ରତ୍ୟେକ ନାଗରିକଙ୍କୁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ସଂପର୍କରେ ଜ୍ଞାନ ଆହରଣ ଓ ଅବଗତ କରିବା ସକାଶେ ଏଭଳି…
ପରୋକ୍ଷ ଟିକସ ସଂଗ୍ରହ୨୦୧୮-୧୯ ଅବଧିରେ ୬,୧୨,୬୫୩.୪୭ କୋଟି ଟଙ୍କା ଆଦାୟ
ନୂଆଦିଲ୍ଲୀ----ମୋଟ ନିଟ ପରୋକ୍ଷ ଟିକସ ସଂଗ୍ରହ (ସିଜିଏସଟି, ଆଇଜିଏସଟି ଏବଂ ଜିଏସଟି କ୍ଷତିପୂରଣ ସେସ)କୁ ମିଶାଇ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ନଭେମ୍ବର, ୨୦୧୮-୧୯ ଅବଧିରେ ଟ. ୬,୧୨,୬୫୩.୪୭ କୋଟି ଟଙ୍କା ରହିଛି ।
ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟ…
ନିଜ ଶୌଚାଳୟ ରଙ୍ଗ କରନ୍ତୁ,ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଦେଶ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ
ନୂଆଦିଲ୍ଲୀ ---ଶୌଚାଳୟର ମାଲିକାନା ଏବଂ ନିରନ୍ତ ଉପଯୋଗକୁ ପ୍ରୋତ୍ସାହନ ଦେବା ଏବଂ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମାଣ କରାଯାଇଥିବା ଶୌଚାଳୟଗୁଡ଼ିକୁ ନୂଆ ରୂପ ପ୍ରଦାନ କରିବା ଲାଗି ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱଚ୍ଛ ସୁନ୍ଦର ଶୌଚାଳୟ’ ନାମକ ମାସେ ବ୍ୟାପୀ…
ଭାରତର କୃତ୍ରିମ ଉପଗ୍ରହରେ ଲାଗିବ ନୂଆ ସ୍କ୍ରାମଜେଟ୍ ଇଞ୍ଜିନ୍
ନୂଆଦିଲ୍ଲୀ . - ଏୟାର ବ୍ରେଦିଂ ପ୍ରପଲସନ ବ୍ୟବସ୍ଥାରେ ସଫଳତା ହାସଲ ଉଦ୍ଦେଶ୍ୟରେ ପ୍ରଥମ ସ୍କ୍ରାମଜେଟ୍ ଇଞ୍ଜିନର ସବ୍-ସ୍କେଲ୍ ପରୀକ୍ଷାମୂଳକ ଅଭିଯାନ ସଫଳତାର ସହ ଅଗଷ୍ଟ ୨୮, ୨୦୧୮ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ଠାରୁ ସମ୍ପନ୍ନ ହୋଇଛି । ଏହି ପରୀକ୍ଷାମୂଳକ…
ସାଧାରଣଲୋକ ପାଇପାରିବେ ସାଟେଲାଇଟରେ ଉଠାଯାଇଥିବା ଫଟୋ
ଭାରତୀୟ ଉପଗ୍ରହମାନଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ବିଭିନ୍ନ ଚିତ୍ର ପାଇବା ସକାଶେ ସାଧାରଣ ଜନତାଙ୍କ ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିବା ରିମୋଟ ସେନ୍ସିଂ ଡ଼ାଟା ନୀତି (RSDP-2011) ଆଧାରରେ ଏହି ବ୍ୟବସ୍ଥା ସଂପନ୍ନ ହୋଇଛି ।…
ବିଜୟା, ଦେନା ଏବଂ ବ୍ୟାଙ୍କ ଅଫ ବରୋଦାର ତ୍ରିପକ୍ଷୀୟ ମ୍ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ସମ୍ମିଶ୍ରଣ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ବ୍ୟାଙ୍କ ଅଫ ବରୋଦାକୁ ହସ୍ତାନ୍ତରିତ ଏବଂ ବିଜୟା ତଥା ଦେନା ବ୍ୟାଙ୍କକୁ…
ଦେଶର ଜାତୀୟ ରାଜପଥର ସବୁ ଲେବଲ କ୍ରସିଂ ସ୍ଥାନରେ ଓଭରବ୍ରିଜ ଏବଂ ଅଣ୍ଡରପାସ୍ ନିର୍ମାଣ ହେବ
ନୂଆଦିଲ୍ଲୀ .- ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥରେ ଥିବା ସମସ୍ତ ଲେଭଲ କ୍ରସିଂ ସ୍ଥାନରେ ରୋଡ ଓଭରବ୍ରିଜ କିମ୍ବା ରୋଡ ଅଣ୍ଡରବ୍ରିଜ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ମନ୍ତ୍ରଣାଳୟର ଯୋଜନା ଅନୁସାରେ ସେତୁ ଭାରତମ ଯୋଜନା ଅନ୍ତର୍ଗତ ଦୁର୍ବଳ ତଥା ସରୁ ପୋଲକୁ…
ଦେଶରେ ହେବ ୧୦ଟି ସ୍ମାର୍ଟ ରେଳ ଷ୍ଟେସନ
ଭୁବନେଶ୍ୱର . - ଦେଶର ୧୦ଟି ଷ୍ଟେସନର ବିକାଶ ପାଇଁ ୨୦୧୭ ଜୁନ୍ ୩୦ ତାରିଖରେ ରେଲ୍ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ଏବଂ ନ୍ୟାସନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ଼ ମଧ୍ୟରେ ଏବ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା । ଆବାସ ଏବଂ ସହରାଂଚଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଆରମ୍ଭ…
ସାତ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ସମ୍ଭାବନା , ତା ପରଠାରୁ ବଢିବା ତାପମାତ୍ରା
ଭୁବନେଶ୍ୱର ... –ରାଜ୍ୟର ଅନେକ ସ୍ଥାନରେ ଏବେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ରହୁଛି । ସାରା ରାଜ୍ୟରେ କୋହଲା ପବନ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଫୁଲବାଣୀରେ ଗତ କିଛି ଦିନ ହେବ ତାପମାତ୍ରା ୪.୫ ଡିଗ୍ରୀରୁ ୫ ଡିଗ୍ରୀ ମଧ୍ୟରେ ରହୁଛି । ସେହିପରି ମୟୁରଭଞ୍ଜର ଶିମିଳିପାଳର…