Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଦେଶରେ ହେବ ୧୦ଟି ସ୍ମାର୍ଟ ରେଳ ଷ୍ଟେସନ
ଭୁବନେଶ୍ୱର . - ଦେଶର ୧୦ଟି ଷ୍ଟେସନର ବିକାଶ ପାଇଁ ୨୦୧୭ ଜୁନ୍ ୩୦ ତାରିଖରେ ରେଲ୍ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ଏବଂ ନ୍ୟାସନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ଼ ମଧ୍ୟରେ ଏବ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା । ଆବାସ ଏବଂ ସହରାଂଚଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଆରମ୍ଭ…
ସାତ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ସମ୍ଭାବନା , ତା ପରଠାରୁ ବଢିବା ତାପମାତ୍ରା
ଭୁବନେଶ୍ୱର ... –ରାଜ୍ୟର ଅନେକ ସ୍ଥାନରେ ଏବେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ରହୁଛି । ସାରା ରାଜ୍ୟରେ କୋହଲା ପବନ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଫୁଲବାଣୀରେ ଗତ କିଛି ଦିନ ହେବ ତାପମାତ୍ରା ୪.୫ ଡିଗ୍ରୀରୁ ୫ ଡିଗ୍ରୀ ମଧ୍ୟରେ ରହୁଛି । ସେହିପରି ମୟୁରଭଞ୍ଜର ଶିମିଳିପାଳର…
ନୂଆବର୍ଷର ପ୍ରଥମ ଦିନରୁ ଶସ୍ତା ହେଲା ଟିଭି ,ପାଓ୍ୱାର ବ୍ୟାଙ୍କ ସହ ଏହି ସବୁ ଜିନିଷ
ନୂଆଦିଲ୍ଲୀ . - ୨୦୧୯ ଜାନୁଆରୀ ଏକ ତାରିଖ ଠାରୁ ବିଭିନ୍ନ ସାମଗ୍ରୀରେ ଜିଏସ୍ଟିକୁ ହ୍ରାସ କରାଯାଇଛି । ଏଥିଯୋଗୁଁ ଫୋନ୍ ଓ ଅନ୍ୟ ସାମଗ୍ରୀରେ ବ୍ୟବହୃତ ଲିଥିୟମ ବ୍ୟାଟେରୀ, ଏଲ୍ଇଡି ମନିଟର ଓ ଟିଭି, ପାଓ୍ୱାରବ୍ୟାଙ୍କ ,ସ୍ୱତନ୍ତ୍ର ଧରଣର ଟାୟାର ସହ ପ୍ରାୟ ୩୩ଟି ସାମଗ୍ରୀ ଶସ୍ତା ହୋଇଛି ।…
ଆଜି ମଧ୍ୟ ରାତ୍ରୀରେ ଖୋଲା ରହିବ ଶ୍ରୀମନ୍ଦିର , ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି
ପୁରୀ ..- ନବବର୍ଷ ଉପଲକ୍ଷେ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରୀରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ । ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ନୂଆ ବର୍ଷ ଅବସରରେ ପୁରୀର ପ୍ରବଳ…
ଜାନୁଆରୀ ଏକ ଓ ଦୁଇ ତାରିଖରେ ମାଡିଆସିବ ଶୀତ ଲହରୀ, ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ଶୀତ
ଭୁବନେଶ୍ୱର ..- ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏଥିଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅପରାହ୍ନରୁ ସକାଳ ୧୦ଟା ପର୍ଯ୍ୟନ୍ତ ଥଣ୍ଡା ପବନ ବହୁଛି । ପାହାଡିଆ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସଞ୍ଜ ଓ ସକାଳେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇ ପଡୁଛି ।…
ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ କରି କନେଷ୍ଟବଳ ନିଲମ୍ବିତ
ପୁରୀ .. - ସେବାୟତ ଓ ପୁଲିସ ବିବାଦ ଯୋଗୁଁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କର ନୀତି କାନ୍ତି ଦୀର୍ଘ ସମୟ ଧରି ବନ୍ଦ ରହିବା ବିବାଦ ଓ ହଜାର ହଜାର ଶ୍ରଦ୍ଧାଳୁ ସକାଳୁ ଦର୍ଶନ ନପାଇଁ ଫେରିବା ଗୋଟିଏ ଦିନ ନ ପୁରୁଣୁ ପୁରୀରେ ଶ୍ରୀମନ୍ଦିରରେ କାର୍ଯ୍ୟରତ କନେଷ୍ଟବଳ ଶ୍ରୀମନ୍ଦିରର ପରି ଏକ ପବିତ୍ର…
ଆସନ୍ତା ତିନିଦିନ ପ୍ରବଳ ଶୀତ
ଭୁବନେଶ୍ୱର .-- ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଓଡ଼ିଶା ସହ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟରେ ବି ପ୍ରବଳ ଶୀତ ହେବ । ରାତିରେ ପ୍ରବଳ ଶୀତ ହେବ । ସାଧାରଣ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ…
ହାଡଭଙ୍ଗା ଶୀତ, ଥରୁଛି ଓଡ଼ିଶା
ଭୁବନେଶ୍ୱର..- ସାରା ଓଡ଼ିଶାରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଦିନର ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିଛି । ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏପରି ଶୀତ ଲାଗି ରହିବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫୁଲବାଣୀରେ!-->…
ଆଗକୁ ମଦ କିଣିଲେ ମିଳିବ ରସିଦ!
କଟକ . – ମଦ ଦୋକାନରୁ ମଦ କିଣିଲେ ଆଗକୁ ରସିଦ ମିଳିବ । ଏବେ କୌଣସି ମଦ ଦୋକାନୀ ରସିଦ ନ ଦେବା ସହ ବିଭିନ୍ନ ମଦର ଅଧିକ ଦାମ ନେଉଥିବା କଥା ଅଭିଯୋଗ ହେଉଛି । ମାତ୍ର ଦେଶର ଅନ୍ୟ ରାଜ୍ୟମାନଙ୍କରେ ଦୋକାନୀ ରସିଦ ଦେଉଛନ୍ତି । ଓଡ଼ିଶାରେ ଏହି ବ୍ୟବ୍ୟସ୍ଥା ଲାଗୁ କରିବା ପାଇ ହାଇକୋର୍ଟରେ ଏକ…
ଭୂବନେଶ୍ୱର ବିମାନ ବନ୍ଦରରେ ମଳଦ୍ୱାରରେ ସୁନାଗୁଣ୍ଡ ଚୋରାଚାଲାଣ ବେଳେ ଧରାପଡିଲା
ଭୁବନେଶ୍ୱର .- ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ବିଭିନ୍ନ ସୁନା ଚୋରା ଚାଲଣକାରୀ ଓ ସ୍ମଗଲରଙ୍କ ଆଖି ଏହା ଉପରେ ପଡିଛି । ଏଠାରୁ ବହୁପରିମଣରେ ଚେରା ସୁନାଚାଲଣ ବେଳେ ଧରା ପଡିଛି । ଏବେ ପୁଣି ଜଣେ ବ୍ୟକ୍ତି ଗୁଣ୍ଡ ସୁନାକୁ ମଳ ଦ୍ୱାରରେ ରଖି …