ଭୂବନେଶ୍ୱର ବିମାନ ବନ୍ଦରରେ ମଳଦ୍ୱାରରେ ସୁନାଗୁଣ୍ଡ ଚୋରାଚାଲାଣ ବେଳେ ଧରାପଡିଲା

0 929

ଭୁବନେଶ୍ୱର .- ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ବିଭିନ୍ନ ସୁନା ଚୋରା ଚାଲଣକାରୀ ଓ ସ୍ମଗଲରଙ୍କ ଆଖି ଏହା ଉପରେ ପଡିଛି । ଏଠାରୁ ବହୁପରିମଣରେ ଚେରା ସୁନାଚାଲଣ ବେଳେ ଧରା ପଡିଛି ।  ଏବେ ପୁଣି ଜଣେ ବ୍ୟକ୍ତି ଗୁଣ୍ଡ ସୁନାକୁ ମଳ ଦ୍ୱାରରେ ରଖି  କୁଆଲାଲାମ୍ପୁପରୁ ଜଣେ ବ୍ୟକ୍ତି ମଳଦ୍ୱାରେ ସୁନା ରଖି ଭୁବନେଶ୍ୱର ଆସିଥିଲେ । ପୂର୍ବସୂଚନା ଆଧାରରେ ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ସୁନାଗୁଣ୍ଡକୁ ରାସାୟନିକ ଦ୍ରବ୍ୟରେ ବୁଡାଇବା ପରେ ଏହା ସୁନା ହୋଇଯାଇଥିଲା । ଏହି ସୁନାର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ।

Leave A Reply