Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଆପଣଙ୍କ ସ୍ମାର୍ଟଫୋନ୍ରେ ଯାଞ୍ଚ କରି ପାରିବେ କିଣୁଥିବା କ୍ଷୀର ଭଲ କି ଖରାପ!
ହାଇଦ୍ରାବାଦ. -ଆପଣ ବଜାରରୁ କିଣୁଥିବା କ୍ଷୀର ଅନେକ ସମୟରେ ଅପମିଶ୍ରିତ ହୋଇଥାଏ। କ୍ଷୀର ପରି ଦିଶୁଥିବା ଓ ଏପରି ସ୍ୱାଦ ଥିବା କିଛି ଜିନିଷ ଲାଭ ଆଶାରେ କ୍ଷୀରରେ ମିଶାଇ ଥାଆନ୍ତି । ମାତ୍ର ଏବେ ସ୍ମାର୍ଟ ଫୋନ୍ ସାହାଯ୍ୟରେ ଏହାର ଗୁଣବତ୍ତା ଜାଣି ପାରିବେ । ଆଇଆଇଟି ହାଇଦ୍ରାବାଦରେ ଗବେଷଣା…
ଏୟାରସେବା ୨.୦ ଆରମ୍ଭ
ନୂଆଦିଲ୍ଲୀ . - କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ବେସାମରିକ…
ଦୀପିକା ଓ ରଣବୀର ପୋଷ୍ଟ କେଲ ବିବାହର ପ୍ରଥମ ଅଫିସିଆଲ ଫଟୋ
ମୁମ୍ବାଇ .- ଦୀପିକା ପାଦୁକନ ଓ ରଣବୀର ସିଂ ବିବାହ କରିବା ପରେ ସେମାନଙ୍କ ବିବାହ ଫଟୋକୁ ନିଜର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ବୁଧବାରରେ କୋଙ୍କଣୀ ରୀତି ନୀତି ଅନୁସାରେ ଦୁଇ ଜଣଙ୍କର ବିବାହ ହୋଇଥିଲା । ଏଥିରେ ଦୀପିକା ପାଦୁକନ ଲାଲ ରଙ୍ଗର ପାଟ ଓ ରଣବୀର ସିଂ ଧଲା କୁର୍ତ୍ତାରେ ନଜର…
ଥରେ ପାକିସ୍ତାନ ପାଇଁ ଖେଳିଥିଲେ ସଚୀନ୍ ତେନ୍ଦୁଲକର, ଜାଣନ୍ତୁ କେମିତି
ମୁମ୍ବାଇ .- ଜୀବନରେ ଥରେ ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ମାଷ୍ଟର ବ୍ଲାଷ୍ଟର ସଚୀନ୍ ତେନ୍ଦୁଲକର ଫିଲ୍ଡିଂ କରିଥିଲେ । ସେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପୂର୍ବରୁ ମୁମ୍ବାଇରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ହୋଇଥିଲା । ଏହା ମ୍ୟାଚରେ ପାକିସ୍ତାନ ଟିମ୍…
ବିକ୍ରି ହେବ ଦେଶରେ ଥିବା ଶତ୍ରୁ ସମ୍ପତ୍ତି
ନୂଆଦିଲ୍ଲୀ .- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶତୃ ସମ୍ପତ୍ତି ଅଂଶଧନ ବିକ୍ରି ଲାଗି ପ୍ରକ୍ରିୟା ଓ କାର୍ୟ୍ୟପଦ୍ଧତିକୁ ମଞ୍ଜୁରି ଦେଇଛନ୍ତି ଯା’ର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା:-
୧. ଶତୃ ସମ୍ପତ୍ତି ଅଧିନିୟମ ୧୯୬୮ର ଧାରା ୮-ଏର ଉପଧାରା-୧…
ସହିଦ କହିଲେ ସତ, ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ , ଦେଖନ୍ତୁ ଭିଡିଓ
https://youtu.be/lP9QnKKchs4
ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ , ସହିଦ ଆଫ୍ରିଦ
ଲଣ୍ଡନ .- ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ ବୋଲି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବ୍ୟାଟସ୍ମ୍ୟାନ ସହିଦ ଆଫ୍ରିଦ କହିଛନ୍ତି । ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ସମ୍ଭାଳି ପାରୁନାହିଁ…
୩୬୧ କୋଟି ଟଙ୍କାରେ ବିକ୍ରି ହେଲା ୧୯ କ୍ୟାରେଟର ହୀରା
ଜିନିଭା . - ସ୍ୱିଜରଲାଣ୍ଡରେ ଜିନିଭାଠାରେ ଅନୁଷ୍ଠିତ ଏକ ହୀରା ନିଲାମୀ ରେ ୧୯ କ୍ୟାରେଟ୍ର ଏକ ହୀରା ୩୬୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏପରି ଦରରେ ହୀରା ବିକ୍ରି ହେବା ଏହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।
ଏହି ହୀରାଟି ଦକ୍ଷିଣ ଆଫ୍ରିକାର ହୀରଖଣିରୁ ମିଳିଥିଲା । ଜିନିଭାର…
ଶିକ୍ଷକଙ୍କ ଚାପୁଡାରେ ଛାତ୍ରକୁ ପକ୍ଷାଘାତ(ପାରାଲିସିସ୍)
ପୁନେ . - ଶିକ୍ଷକ ଚାପୁଡା ମାରିବା ପରେ ଜଣେ ଛାତ୍ରକୁ ପକ୍ଷାଘାତ ବା ପାରାଲିସିସ୍ ହୋଇଛି । ଏପରି ଘଟଣା ମହାରାଷ୍ଟ୍ରର ପୁନେର ଘଟିଛି । ପୁନେର ଶିବାଜୀ ନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୁଲିସ ଭାରତୀୟ ପିଙ୍ଗଳଧାରା ୩୨୫ ଆଘାତ ଦେଇ ଗୁରୁତର କରିବା ଅଭିଯୋଗରେ ମାମଲା ରୁଜୁ…
ଜଳସ୍ଥଳ ଆକାଶରୁ ଭାରତ କରିପାରିବ ପରମାଣୁ ଆକ୍ରମଣ
ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ପ୍ରହାରକାରୀ ତ୍ରିମୁଖ ଅଣୁଅସ୍ତ୍ରବାହୀ ବୁଡାଜାହାଜ (ଏସଏସବିଏନ) ଆଇଏନଏସ ଅରିହନ୍ତର ନାବିକମାନଙ୍କୁ ଭେଟିଛନ୍ତି । ନିକଟରେ ଏହି ବୁଡାଜାହାଜ ତାର ପ୍ରଥମ ଅବରୋଧି ପଇଁତରା ଅଭ୍ୟାସ (ଊରଗ୍ଧରକ୍ସକ୍ସରଦ୍ଭମର…