Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଜାଣନ୍ତୁ ଏହି ଔଷଧ ଯୋଗୁଁ ହୋଇପାରେ ହାର୍ଟ ଆଟାକ
ହାର୍ଟ ଆଟାକ ବା ହୃଦଘାତର ବିଭିନ୍ନ କାରଣ ରହିଛି । ମୋଟାପଣ ସହ , ହୃଦୟ ବା ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ଚର୍ବି ଜମାଟ ବାନ୍ଧିଲେ , କୌଣସି କାରଣରୁ ଏହା ସରୁ ହୋଇଗଲେ , ଏହିପରି ଅନେକ କାରଣ ରହିଛି ହାର୍ଟ ଆଟାକ ହୋଇଥାଏ । କେତେକ ପେନ୍ କିଲର ଔଷଧକୁ ଅଧିକ ବ୍ୟବହାର କଲେ ବା ଲମ୍ବା…
ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆକାଶପଥରେ ଯୋଡିହେଲା ସିକ୍କିମ
ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମରେ ପାକୟୋଙ୍ଗ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ଏହା ହେଉଛି ଏହି ହିମାଳୟ ରାଜ୍ୟର ପ୍ରଥମ ଏବଂ ଦେଶର ୧୦୦ ତମ ବିମାନବନ୍ଦର ।
ଏହି ଅବସରରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାକୁ ସିକ୍ମିମ…
ଅଧିକ ଶକ୍ତିଶାଳୀ ହେବ ଭାରତର ସୁରକ୍ଷା, ୯୧୦୦ କୋଟି ଟଙ୍କା ମୂଲ୍ୟର ଉପକରଣ କ୍ରୟକୁ ଡିଏସିର ମଞ୍ଜୁରି
ନୂଆଦିଲ୍ଲୀ . - ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତା ବିଶିଷ୍ଟ ପ୍ରତିରକ୍ଷା କ୍ରୟ ପରିଷଦର ବୈଠକ ନୂଆଦିଲ୍ଲୀଠାରେ ସମ୍ପନ୍ନ ହୋଇ ଥିଲା। ଏହି ବୈଠକରେ ପ୍ରତିରକ୍ଷା ବଳ ପାଇଁ ୯୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ସ୍ୱଦେଶୀକରଣ…
ଭାରତ ପାକିସ୍ତାନ ସୀମାରେ ଲାଗିଲା ସ୍ମାର୍ଟ ତାର ବାଡ, ଆତଙ୍କବାଦୀ ପ୍ରବେଶର ଦେବ ସୂଚନା
ନୂଆଦିଲ୍ଲୀ . -ଜମ୍ମୁକୁ ଲାଗିଥିବା ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାରେଖାରେ ଦୁଇଟି ସ୍ମାର୍ଟ ଫେନ୍ସିଂ (ତାରବାଡ଼) ପାଇଲଟ ପ୍ରକଳ୍ପକୁ ସୋମବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଦେଶର ସୀମାକୁ ଅଧିକ ନିରାପଦ କରିବାକୁ ସରକାର ଅନେକ…
ଦେଶରେ ନିର୍ମିତ ହୋଇଥିବା ଟ୍ୟାଙ୍କ ବିଧ୍ୱଂସକାରୀ,ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ
ନୂଆଦିଲ୍ଲୀ .- ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷପଣାସ୍ତ୍ରର ଦ୍ୱିତୀୟ ଉଡାଣକୁ ଆଜି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର ଅଧିକତମ ରେଂଜ…
ରାହୁଲ କହୁଛନ୍ତି ମୋଦି ହଟାଓ, ପାକିସ୍ତାନ ବି କହୁଛି ମୋଦି ହଟାଓ, ରାହୁଲ କଣ ପାକିସ୍ତାନ ସହ ହାତ ମିଳାଇଛନ୍ତି : ଅମିତ …
ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପ୍ରସଙ୍ଗରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ।ଏକ ଟ୍ଵିଟ କରି ସେ କହିଛନ୍ତି ଯେ ରାହୁଲ କହୁଛନ୍ତି ମୋଦି ହଟାଓ ।ପାକିସ୍ତାନ କହୁଛି ମୋଦି ହଟାଅ ।ଏବେ ପାକିସ୍ତାନ ମଧ୍ୟରାଫେଲ ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ କରି …
ତାଳଚେରରେ ୧୩ ହଜାର କୋଟି ଟଙ୍କାର କୋଇଲା ବାଷ୍ପୀକରଣ ଓ ଗ୍ୟାସ ଆଧାରିତ ସାର କାରଖାନା ପୁନରୁଦ୍ଧାର କାର୍ୟ୍ୟକ୍ରମର…
• ୩୬ ମାସରେ ସଂପୂର୍ଣ୍ଣ ହେବ ନିର୍ମାଣ କାର୍ୟ୍ୟ
• ବିଦେଶରୁ ସାର ଆମଦାନୀ ହ୍ରାସ ସହ ସଞ୍ଚୟ ହେବ ବୈଦେଶିକ ମୁଦ୍ରା
• ତାଳଚେରକୁ ବୀରଭୂମି ବର୍ଣ୍ଣନା କଲେ ନରେନ୍ଦ୍ର ମୋଦୀ
• ତାଳଚେର, ଗୋରଖପୁର, ସିନ୍ଦ୍ରୀ, ରାମଗୁଣ୍ଡମ, ବରୌଣୀ ସାର କାରଖାନା ହେବ ରାଷ୍ଟ୍ର ନିର୍ମାଣର ଅଂଶବିଶେଷ
•…
ଏଚଆଇଭି ଆକଳନ ୨୦୧୭ ଜାରି କଲା ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ
ନୂଆଦିଲ୍ଲୀ . - ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଶୁକ୍ରବାରେ ନୂଆଦିଲ୍ଲୀଠାରେ ଏକ କାର୍ୟ୍ୟକ୍ରମରେ ଏଚଆଇଭି ଆକଳନ ରିପୋର୍ଟ ୨୦୧୭ ଜାରି କରିଛି । ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ କାର୍ୟ୍ୟକ୍ରମ ଅଧିନରେ ଏଚଆଇଭି ଆକଳନ ରିପୋର୍ଟ ଏଚଆଇଭି ଅନୁକ୍ରମର ୧୪ତମ ସଂସ୍କରଣ । ନାକୋ ଭାରତୀୟ…
ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଠାରୁ ନିର୍ବାଚନ କମିସନଙ୍କ ଇଭିଏମ୍ ସମ୍ପୂର୍ଣ୍ଣ ଭିନ୍ନ
ନୂଆଦିଲ୍ଲୀ .-ନିକଟରେ ବିଭିନ୍ନ ସଙ୍ଗଠନ/ସଂସ୍ଥାରେ ଅନୁଷ୍ଠିତ ନିର୍ବାଚନରେ ବ୍ୟବହାର କରାଯାଇଥିବା ଇଭିଏମରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଖବର ଭାରତର ନିର୍ବାଚନ କମିସନ (ଋଉଓ)ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍ ବାବଦରେ ଭୁଲ୍ ଧାରଣା ସୃଷ୍ଟି କରିଛି । ଏହା ଭାରତର ନିର୍ବାଚନ…
ଭୀଷଣ ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ
ଭୁବନେଶ୍ୱର .- ପବୂ-ର୍କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପାରେ ଭୀଷଣ ଅବପାତ ର ରୂପ ନେଇଛି । ୨୦ ତାରିଖ ମଧ୍ୟରାତ୍ରୀ ପରେ ବା ୨୧ ତାରିଖ ସକାଳେ ଏହା ଆନ୍ଧ୍ରର ଉତ୍ତର କିମ୍ବା ଓଡିଶାର ପୁରୀ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର…