Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଏମର୍ଜେିନ୍ସି କଥା ମନେ ପକାଉଛି : ବୈଜୟନ୍ତ
ଭୁବନେଶ୍ୱର: କେବଳ ତାଙ୍କୁ ହଇରାଣ କରିବା ପାଇଁ ଓ ସେ ଯେପରି ଲୋକମାନଙ୍କ ଗହଣକୁ ଯାଇ ନପାରନ୍ତି, ସେଥିଲାଗି ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଏପରି ପ୍ରତିଶୋଧମୂଳକ କାର୍ଯ୍ୟ ପୂର୍ବରୁ ଜରୁରୀ ପରିସ୍ଥିତି…
ଚୀନଠାରୁ ଋଣ ଆଣଥିବା ଦେଶ ପସ୍ତାଇବେ: ଏପରି ଦେଶମାନଙ୍କୁ ସତର୍କ କଲେ ଭାରତର ସେନାଧ୍ୟକ୍ଷ
ନୂଆଦିଲ୍ଲୀ: ଏବେ ଭାରତର ପଡୋଶୀ ଦେଶ ନେପାଳର ଚୀନ ପ୍ରେମ ବୃଦ୍ଧି ପାଇଛି । ଭାରତର ହାତ ଛାଡି ଚୀନ ପଛରେ ନେପାଳର ସରକାର ଦଉଡିଛନ୍ତି । ଭାରତକୁ କେତକ କ୍ଷେତ୍ରରେ ଖୋଲା ଖୋଲି ଅସହଯୋଗ କରୁଥିବା ପଦାରେ ପଡିଲାଣି । । ସୂଚନାଯୋଗ୍ୟ ଯେ ଭାରତର ଅଧିକାଂଶ ପଡୋଶୀ ଦେଶ ଚୀନଠାରୁ ଋଣ ନେଇ ବିଭିନ୍ନ…
ନିକଟ ଭବିଷ୍ୟତରେ ପାକିସ୍ତାନ ରସାତଳକୁ ଯିବ ହେବ ତଳି ତଳାନ୍ତ
ନୂଆଦିଲ୍ଲୀ: ପାକିସ୍ତାନ ରସାତଳକୁ ଯିବା ସହ ହେବ ତଳି ତଳାନ୍ତ । ଗୁରୁତର ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନକୁ ଝଟକା ଉପରେ ଠକା ଲାଗୁଛି । ଆତଙ୍କବାଦକୁ ଦମନ କରିବା ପାଇଁ ପାକିସ୍ତାନ କିଛି ନ କରି ଓଲଟା ପ୍ରୋତ୍ସାହନ ଦେଉଛି । ଆତଙ୍କବାଦୀ ସଂଗଠନମାନଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା…
ମିଶିଯିବେ ଏହି ତିନୋଟି ବଡ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ୟାଙ୍କ କ୍ଷେତ୍ରରେ କେତେକ ସଂସ୍କାର ନିୟମ ଅନୁସାରେ । ବିଭିନ୍ନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଏହା ମଧ୍ୟରେ ଅନ୍ୟତମ । । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ସରକାରଙ୍କ ଯୋଜନା ହେଉଛି ଦୁଇଟି ସବଳ ବ୍ୟାଙ୍କ ସହିତ ଗୋଟିଏ ଦୁର୍ବଳ ବ୍ୟାଙ୍କକୁ ମିଶାଇବା ।…
ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତକରଣ ହେବ
ନୂଆଦିଲ୍ଲୀ .- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଭାରତୀୟ ରେଳବାଇର ବ୍ରଡ଼ଗେଜ ପାଇଁ ୧୦୦% ବିଦ୍ୟୁତକରଣ ବ୍ୟବସ୍ଥା ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି । ଏବେ ଭାରତୀୟ ରେଳବାଇର ମୋଟ ୧୦୮ଟି…
ମଙ୍ଗଳବାରରୁ ଲଘୁଚାପ , ୪ ଦିନ ଧରି ବର୍ଷିବ
ଭୁବନେଶ୍ୱର .- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣୀବଳୟ ସମୁଦ୍ର ପତ୍ତନଠାରୁ୫.୮ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୮ ତାରିଖରୁ ଲଗୁଚାପ ସୃଷ୍ଟି ହେବା ସହ ୪ ଦିନ ଧିର ବର୍ଷା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ…
ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) • ନୂତନ ଯୋଜନାରେ ବ୍ୟୟ ହେବ ୪୫,୫୫୦ କୋଟି ଟଙ୍କା
ନୂଆଦିଲ୍ଲୀ . - ସରକାରଙ୍କ କୃଷକ ସହଯୋଗୀ ପଦକ୍ଷେପକୁ ଏକ ବୃହତ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଅନ୍ନଦାତା (କୃଷକ ସମାଜ)ଙ୍କ ପ୍ରତି ରହିଥିବା ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ନୂତନ…
ଉପଗ୍ରହ ଓ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଓ ଟେଲିକମାଣ୍ଡ ଷ୍ଟେସନ ପରିଚାଳନା, ମହାକାଶ ଗବେଷଣା, ବିଜ୍ଞାନ ଏବଂ…
ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଉପଗ୍ରହ ଏବଂ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନା ଏବଂ ମହାକାଶ ଗବେଷଣା, ବିଜ୍ଞାନ ଏବଂ ପ୍ରୟୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବ୍ରୁନେଇ ଦାରୁସ୍ସଲାମ…
ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ।
ନୂଆଦିଲ୍ଲା -- ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ ହୋଇଛି ।କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତରା ଆବାସ ନକଭୀ ଏହାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନକଭୀ କହିଲେ ଯେ, ଏହି ଆପ୍ ଗରିବ ଓ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ସହଜରେ…
“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଅଂଶୀଦାର ହେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ର ଅଂଶବିଶେଷ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨ ରେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀର ଆରମ୍ଭ ହେବ । ଏହି ଦିନ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଚାରି ବର୍ଷ ପୂରଣ ହେବ । ଏହି…