Browsing Category

ମୁଖ୍ୟ ଖବର

ଜାଲ ସାଗରମାଳା ୱେବସାଇଟ୍ • ୱେବସାଇଟରେ ଇଞ୍ଜିନିୟର ଓ ଡିପ୍ଲୋମା ଟ୍ରେନି ନିଯୁକ୍ତିର ମିଥ୍ୟା ବିଜ୍ଞାପନ

ସାଗରମାଳା କାର୍ଯ୍ୟକ୍ରମର ବିଭିନ୍ନ ଅଂଶୀଦାର ଓ ନିଯୁକ୍ତି ଆଶାୟୀମାନଙ୍କୁ ଏକ ଜାଲ୍ ୱେବସାଇଟ http://sagarmala.org.in/ ପଠାଯାଉଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ନଜରକୁ ଆସିଛି । ଠିକ୍ ସାଗରମାଳା ୱେବସାଇଟ ଭଳି ଦେଖାଯାଉଥିବା ଏହି ୱେବସାଇଟରେ ଇଞ୍ଜିନିୟର ଟ୍ରେନି ଓ ଡିପ୍ଲୋମା ଟ୍ରେନି…

ସେପ୍ଟେମ୍ବର ୧୫ରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଦେଶବ୍ୟାପୀ ସ୍ୱଚ୍ଛତା ଆନ୍ଦୋଳନ, ସ୍ୱଚ୍ଛ ଭାରତ ଅଭିଯାନ (ଏସବିଏମ) ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ବର୍ତ୍ତମାନ ଏହା ଅନ୍ତିମ ପର୍ୟ୍ୟାୟରେ ପହଁଚିଛି । ଏହି ଅବସରରେ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ସ୍ୱଚ୍ଛତା ପାଇଁ ଜନ ଆନ୍ଦୋଳନ ‘ସ୍ୱଚ୍ଛତା ହିଁ…

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ

କେନ୍ଦ୍ର ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ । ଏଥିସହିତ ସ୍ୱଚ୍ଛ ଭାରତ ଅଭିଯାନର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ପରିମଳ…

ତୁର୍କୀଠାରେ ୮୭ତମ ଇଜମିର ଆନ୍ତର୍ଜାତିକ ଟ୍ରେଡ ସୋ’ରେ ‘ସୋର୍ସ ଇଣ୍ଡିଆ’

ଭାରତ ତୁର୍କୀରେ ୨୦୧୮ ସେପ୍ଟେମ୍ବର ୭ରେ ଆରମ୍ଭ ହେଉଥିବା ୮୭ତମ ଇଜମିର ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ମେଳାରେ ଏକ ଅଂଶୀଦାର ଦେଶ । ଏହି ବ୍ୟବସାୟିକ ମେଳାରେ ଭାରତ ଏକ ବଡ ବାଣିଜ୍ୟିକ ପ୍ୟାଭିଲିଅନ ‘ସୋର୍ସ ଇଣ୍ଡିଆ’ର ଶୁଭାରମ୍ଭ କରିବ ଯାହା ଜରିଆରେ ଭାରତର ୭୫ଟି କମ୍ପାନୀ ତୁର୍କୀ ଏବଂ ଅନ୍ୟ…

ଜଳ ବଞ୍ଚାଅ, ଭିଡ଼ିଓ ବନାଅ, ପୁରସ୍କାର ପାଅ ପ୍ରତିଯୋଗିତା

କେନ୍ଦ୍ର ଜଳ ସଂପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିତୀୟ ପକ୍ଷ (ଜୁଲାଇ ୨୫ - ଅଗଷ୍ଟ ୦୮) ପାଇଁ ଅନୁଷ୍ଠିତ ଜଳ ବଞ୍ଚାଅ, ଭିଡ଼ିଓ ବନାଅ, ପ୍ରତିଯୋଗିତାରେ ପୁରସ୍କାର ପାଅ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପାଟଣାର ମହମ୍ମଦ ଅମଜାଦ୍‌, କର୍ଣ୍ଣାଟକ, ତୁମକୁରର…

ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ

ଶ୍ରୀ ଥାୱରଚାନ୍ଦ ଗେହଲଟ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଗତକାଲି (ମଙ୍ଗଳବାର) କୋରିଆର ସିଓଲ ଗସ୍ତରେ ଯାଇଛନ୍ତି । ଏକ ତିନି ଜଣିଆ ଭାରତୀୟ ପ୍ରତିନିଧି ଦଳଙ୍କ ସହ ‘ବୈଶ୍ୱିକ ବୟସ୍କ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାର’ ଉପରେ ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ…

ଜେମ କାରବାର ୩ ବର୍ଷ ମଧ୍ୟରେ ୧୦୦ ବିଲିଅନ ଆମେରିକୀୟ ଡଲାର ଛୁଇଁବ

ପୋଷ୍ଟ କରାଯିବା ଦିନାଙ୍କ: ୦୫ ଝଋଚ ୨୦୧୮ ୨:୪୧ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଆଜି ସରକାରୀ ଇ-ମାର୍କେଟ ପ୍ଲେସ (ଏଋଗ) ପ୍ରତି ସଚେତନତା ବୃଦ୍ଧି କରିବା ଲାଗି ଏବଂ ଏହାର ଉପଯୋଗରେ ଗତି…

ମୋମୋ ଗେମ୍‌ ଖେଳି କଟକରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ !

କଟକ . – ମୋମୋ ଗେମ୍‌ ଖେଳି କଟକର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଟକ ମାହାଙ୍ଗାର ଜଣେ ଯୁବକ ଏହି ଗେମ୍‌ ଖେଳିବା ପରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଉମାକାନ୍ତ ନାମକ ଯୁବକ ମୋବାଇଲ୍‌ରେ ଅଧିକାଂଶ ସମୟ ଗେମ୍‌ ଖେଳିଥାଆନ୍ତି । ମଙ୍ଗଳବାର…

ଲଘୁଚାପ ଯୋଗୁଁ ଓଡିଶାରେ ଝଡ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମବଙ୍ଗର ପଶ୍ଚିମ ଓ  ଉତ୍ତର ବଙ୍ଗୋପସାଗରର ସୃଷ୍ଟ  ଘୁର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ବର୍ଷା ସମ୍ଭାବନା । ବୁଧବାର ଓ ଗୁରୁବାରରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହାର ପ୍ରଭାବରେ ବର୍ଷା ହେବାର ଅଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲରେ ୭୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ -  ୨୦୧୮ ଆର୍ଥିକ ବର୍ଷରେ (ରିଟର୍ଣ୍ଣ ଦାଖଲ କରିବାର ସମ୍ପ୍ରସାରିତ ତାରିଖ ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା) ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ (ଓଞଜ) ସଂଖ୍ୟାରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ସେହି ଅବଧି ସୁଦ୍ଧା ଉଲ୍ଲେଖନୀୟ ସୁଧାର ହୋଇଛି । ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ‘ଇ-ଫାଇଲ’ର…