ସେପ୍ଟେମ୍ବର ୧୧ରେ ହାଇଦ୍ରାବାଦ ଗସ୍ତ କରିବେ ନିର୍ବାଚନ କମିଶନଙ୍କ ଟିମ

ସେପ୍ଟେମ୍ବର ୧୧ରେ ହାଇଦ୍ରାବାଦ ଗସ୍ତ କରିବେ ନିର୍ବାଚନ କମିଶନଙ୍କ ଟିମ

0 533

ନୂଆଦିଲ୍ଲୀ — ତେଲଙ୍ଗାନା ରାଜ୍ୟ ବିଧାନସଭା ଭଙ୍ଗ ପରିପ୍ରେକ୍ଷୀରେ ଉପୁଜିଥିବା ପରିସ୍ଥିତିର ସମୀକ୍ଷା ଏବଂ ପରବର୍ତ୍ତୀ ନିର୍ବାଚନ ପ୍ରସ୍ତୁତି ସକାଶେ ନିର୍ବାଚନ କମିଶନ ଏକ ଟିମ୍ ହାଇଦ୍ରାବାଦ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ସିନିଅର ଡେପୁଟି ନିର୍ବାଚନ କମିଶନର ଉମେଶ ସିହ୍ନାଙ୍କ ନେତୃତ୍ୱରେ ଏହି ଟିମ୍ ୨୦୧୮ ସେପ୍ଟେମ୍ବର ୧୧ ତାରିଖରେ ହାଇଦ୍ରାବଦ ଗସ୍ତ କରିବ । ଗସ୍ତ ଶେଷରେ ଟିମ୍ କମିଶନଙ୍କୁ ତାର ରିପୋର୍ଟ ପ୍ରଦାନ କରିବ ।

Leave A Reply