Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ
ନୂଆଦିଲ୍ଲୀ.- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ଏଥିରେ ନିମ୍ନ ଲିଖିତ…
ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ
ନୂଆଦିଲ୍ଲୀ.- ଭାରତ-କେନିଆ ସଂଯୁକ୍ତ ବ୍ୟବସାୟିକ ସମିତିର ଅଷ୍ଟମ ବୈଠକ ଅଗଷ୍ଟ ୨୨ ରୁ ୨୫ ପର୍ୟ୍ୟନ୍ତ କେନିଆର ନାଇରୋବିଠାରେ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ କେନିଆ ସରକାରଙ୍କ ଉଦ୍ୟୋଗ ବ୍ୟାପାର ତଥା ସହକାରୀ…
ଭାରତ ୨୦୨୫ ରେ ରପ୍ତାନୀ ଦୁଇଗୁଣ କରିବ
ନୂଆଦିଲ୍ଲୀ.-କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅଗଷ୍ଟ ୨୭ ତାରିଖରେ ବିଭିନ୍ନ ରପ୍ତାନୀ ଭାଗିଦାରୀ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ଯେଉଁଥିରେ ଭାରତର ରପ୍ତାନୀରେ ନୂତନ ଶକ୍ତି ଭରିବା ଏବଂ ଏହାକୁ ୨୦୧୫…
ଡ୍ରୋନ ଉଡାଣ ପାଇଁ କେନ୍ଦ୍ରସରକାରଙ୍କ ଅନୁମତି, ବିଦେଶୀ ଉଡଇ ପାରିବେନି ଡ୍ରୋନ
୨-୧୮ ଡିସେମ୍ବର ୧ ତାରିଖରୁ ନୂତନ ନିୟମ ଲାଗୁ
ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ଡିଜିଟାଲ ସ୍କାଏ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ ହେବ ।
ବନ୍ୟା ପ୍ରଭାବିତ କେରଳରେ ସିବିଏସଇ ଛାତ୍ରମାନଙ୍କୁ ଡିଜିଟାଲ ସାର୍ଟିଫିକେଟ ଓ ମାର୍କସିଟ ଦିଆଯିବ
ନୂଆଦିଲ୍ଲୀ.- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହାଦ୍ୱାରା ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ସେହି ଛାତ୍ରମାନଙ୍କ ପାଇଁ ବିଶେଷ ସୁବିଧା ରୂପେ ଡିଜିଟାଲ ପ୍ରମାଣପତ୍ର ଏବଂ ଅଙ୍କ ତାଲିକା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଯେଉଁମାନଙ୍କର ବୋର୍ଡ ପରୀକ୍ଷାର କାଗଜପତ୍ର ଯେପରିକି…
ଘୂର୍ଣ୍ଣୀବଳୟ ସୃଷ୍ଟି, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର.- ଓଡିଶାର ଉତ୍ତର ଓ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡିଶାରେ ଏହାର ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।…
ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ.- ଦୁଇ ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଛନ୍ତି । ବିମଷ୍ଟେକର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ କାଠମାଣ୍ଡୁରେ ପହଞ୍ଛନ୍ତି । ଏହା ପୂର୍ହକୁ ସେ ନୂଆ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି…
ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ.-ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡାର ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ପ୍ରତିଭାସମ୍ପନ୍ନ ଏବଂ କଠିନ ପରିଶ୍ରମୀ…
ଭୂବିଜ୍ଞାନ ମନ୍ତ୍ରଣାଳୟର ଅମ୍ବ୍ରେଲା ସ୍କିମ – ମହାସାଗର ସେବା, ପ୍ରଯୁକ୍ତି, ଅନୁଧ୍ୟାନ, ସମ୍ବଳ ମଡେଲିଂ,…
ନୂଆଦିଲ୍ଲୀ.-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଆଜି ଭୂବିଜ୍ଞାନ ମନ୍ତ୍ରଣାଳୟର ମହାସାଗରୀୟ ସେବା, ପ୍ରଯୁକ୍ତି, ଅନୁଧ୍ୟାନ, ସମ୍ବଳ ପ୍ରତିରୋପଣ ଏବଂ ବିଜ୍ଞାନ (ଓ-ସ୍ମାର୍ଟ)’କୁ ଅନୁମୋଦନ…
ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀ.-ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ଲାଗି ଆଇସିଟି ଆଧାରିତ, ବହୁପକ୍ଷୀୟ ମଂଚ- ପ୍ରଗତିର ବୁଧବାରରେ ୨୮ ତମ ମତବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରଗତି ମାଧ୍ୟମରେ ଆୟକର ସମ୍ବନ୍ଧୀୟ ଅଭିଯୋଗ…