Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ନୂଆଦିଲ୍ଲୀରେ ଫିକ୍କି ପକ୍ଷରୁ ଆୟୋଜିତ ସ୍ମାର୍ଟ ରେଲୱେ ସମ୍ମିଳନୀ ଉଦଘାଟିତ
ନୂଆଦିଲ୍ଲୀ.- ମଙ୍ଗଳବାର ଫିକ୍କି ପକ୍ଷରୁ ଆୟୋଜିତ ସ୍ମାର୍ଟ ରେଲୱେ ସମ୍ମିଳନୀକୁ କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ନିଜର ବ୍ୟାବସାୟିକ ସ୍ୱାର୍ଥ ଅପେକ୍ଷା ଦେଶର ବିକାଶ ପାଇଁ କ’ଣ ଉତ୍ତମ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଉପରେ ଗୁରୁତ୍ୱ…
ଗଗନଯାନରେ ୨୦୨୨ରେ ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨
ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଦୋହରାଇଲେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ
୧୦୦୦୦ କୋଟି ଟଙ୍କାର ପ୍ରକଳ୍ପ ଭାରତୀୟ ମହାକାଶ ଗବେଷଣାର ମୋଡ଼ ବଦଳାଇବ
ମହାକାଶ ଅଭିଯାନ ସକାଶେ ସକଳ ପ୍ରକାର ଇଞ୍ଜିନିୟରିଂ ଉପକରଣ ପ୍ରସ୍ତୁତ
୨୦୧୯ ଜାନୁଆରୀ ସୁଦ୍ଧା…
ଖୋଲିଲା ହୀରାକୁଦଡ୍ୟାମର ୨୦ ଗେଟ୍, ଖୋଲିବ ଆଉ ୫, ମହାନଦୀରେ ବନ୍ୟା ଆଶଙ୍କା
ଭୁବନେଶ୍ୱର.- ମଙ୍ଗଳବାରରେ ହୀରାକୁଦ ନଦୀବନ୍ଧର ୨୦ଟି ଗେଟ୍ ଖୋଲାଯାଇଛି । ଏଥିଯୋଗୁଁ ମହାନଦୀର ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି । ହୀରାକୁଦ ଡ୍ୟାମରେ ପ୍ରତି ସେକେଣ୍ଡରେ ୧,୩୪,୭୨୭ ଘନଫୁଟ୍ ଜଳ ପ୍ରବେଶ ହେଉଥିବା ବେଳେ ୨,୫୧,୧୪୫ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଏଥିପାଇଁ…
ପିଭି ସିନ୍ଧୁ ଏସୀୟ କ୍ରୀଡରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ଜିତିଲେ ପ୍ରଥମ ରୌପ୍ୟ
ଜାକାର୍ତ୍ତା.- ବ୍ୟା଼ଡମିଣ୍ଟନ ତାରକା ପିଭି ସିନ୍ଧୁ ଇଣ୍ଡୋନେସିଆରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଛନ୍ତି ।
ବିଶ୍ୱର ତୃତୀୟ ସ୍ଥାନରେ ଥିବା ସିନ୍ଧୁ ବିଶ୍ୱର ପ୍ରଥମସ୍ଥାନରେ ଥିବା ତାଇ ତଜୁ ୟିଙ୍ଗ୍ଙ୍କ ଠାରୁ ମହିଳା…
ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ.-ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା୨୦୧୮ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଯେତେବେଳେ ନୀରଜ…
ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ
ନୂଆଦିଲ୍ଲୀ.- କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ଓ ଆସାମ ରାଇଫଲ୍ସ (ଏଆର୍)ର ସହିଦ୍ ଯବାନମାନଙ୍କ୧୯ ଜଣ ପିଲାଙ୍କୁ ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ସ୍କଲାରସିପ୍ ଚେକ୍ ବଣ୍ଟନ କରିଛନ୍ତି । ଚଳିତ ବର୍ଷ ସ୍କଲାରସିପ୍ ଅର୍ଥ ପ୍ରାୟୋଜିତ ସଂସ୍ଥା…
ଜିଅନ୍ତା ଜଲିଗଲେ ଶିକ୍ଷୟତ୍ରୀ
ଧର୍ମଶାଳା.- ଜଣେ ଶିକ୍ଷୟତ୍ରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଯାଜପୁର ଜିଲା ଧର୍ମଶାଳାରେ ଏହି ଘଟଣା ଘଟିଛି । ଦାମୋଦରପୁର ବିଦ୍ୟାଳକୟର ସରୋଜିନୀ ନାମକ ଶିକ୍ଷୟତ୍ରୀ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ସୂଚନା ମିଳିଛି ।
ସେ କିଛି ଦିନ ଧରି ଅସୁସ୍ଥ ଥିଲେ ।…
ଏସୀୟକ୍ରୀଡାର ୨୦୦ ମିଟର ସେମିଫାଇନାଲରେ ଦୂତୀ ଚାନ୍ଦ
ଜାକାର୍ତ୍ତା.- ଓଡିଆ ଝିଅ ଦୂତୀ ଚାନ୍ଦ ଏସୀୟ କ୍ରୀଡାରରେ ୧୦୦ ମିଟରରେ ରୌପ୍ୟ ପଦକ ଜିତିବା ପରେ ପୁଣି ୨୦୦ ମିଟରର ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ବାରତର ଅନ୍ୟତମ ଧାବିକା ହିମା ଦାସ ବି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି ।
ଯୋଗ୍ୟତା ପର୍ଯ୍ୟାୟରେ ଦୂତୀ ଚାନ୍ଦ…
ଏହି ଉପାୟରେ ମୁହଁକୁ କରିବେ ଦାଗ ହୀନ, ଦୂର ହେବ କଳା ଦାଗ ଉଜ୍ଜଳ ହେବ ଚେହେରା
ମୁହଁରେ କଳାଦାଗ ଆପଣ ନିମ୍ନରେ ବର୍ଣ୍ଣନା କରାଯ।ଇଥିବା ଉପାୟ ଅବଲମ୍ବନ କରି ବହୁ ମାତ୍ରାରେ ଏଥିରୁ ମୁକ୍ତି ପାଇ ପାରିବେ । ମୁହଁ ଦାଗହୀନ ହେବ
ଅନେକ ଥର ମୁହଁ ଧୋଇବା ସହ ବେଳେ ବେଳ ମୁହଁରେ ବରଫ ମାଲିସ କରନ୍ତୁ
ମୁଲତାନ ମିଟି ସହ ନିମ୍ବ ପତ୍ରର ଫେସ୍ ପ୍ୟାକ…
ଗୋଧ୍ରା ଟ୍ରେନ୍ ପୋଡି ମାମଲାରେ ୨ ଜଣଙ୍କୁ ଆଜୀବନ କାରଦଣ୍ଡ
ଅହମ୍ମଦାବାଦ.- ଗୋଧ୍ରା ଟ୍ରେନ ପୋଡି ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ଅଦାଲତ ଖଲାସ କରିଛନ୍ତି । ୨୦୦୨ ମସିହାରେ ସାବରମତୀ ଏକ୍ସପ୍ରେସକୁ ଏହି ଅଭିଯୁକ୍ତମାନେ ପୋଡି ଦେଇଥିବା ପାଇଁ ଅନ୍ୟମାନଙ୍କୁ…