Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଶିଶୁର ବଳାତ୍କାରୀକୁ ୨୦ ବର୍ଷ ଜେଲ୍
ମଥୁରା.- ଏକ ତିନି ବର୍ଷର ଶିଶୁର ବଲାତ୍କାରୀକୁ ମଥୁରାର ଏକ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ ଜେଲ ଣ୍ଡା ଦେଶ ଶୁଣାଇଛନ୍ତି । ୨୦୧୫ ମସିହାରେ ଏହି ଅଭିଯୁକ୍ତ ଏକ ୩ ବର୍ଷର ଶିଶୁକୁ ବଳାତ୍କାରକରିଥିଲା । ପ୍ରାୟ ୩ ବର୍ଷ ଧରି ଏହାର ଶୁଣାଣୀ ହୋଇଥିଲା ।
ଏହି ଅପରାଧୀ ଜଣଙ୍କ ମାନସିକ ଭାବେ ଏପରି…
ଜାଣନ୍ତୁ, ଗୁଡର ଖାଇବାର ରହିଛି ଏହି ସବୁ ଫାଇଦା
ସପ୍ତାହ ପର୍ୟ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ।
ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ।
ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ। ୨-୩ ଦିନ ମଧ୍ୟରେ ଏହାର…
ଦେବୁ ବୋଷଙ୍କର ପରଲୋକ, ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ
ହାଇଦ୍ରାବାଦ.- ଓଲିଉଡ୍ରେ ଲୋକ ପ୍ରିୟ କଳାକାର ଦେବୁ ବୋଷଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି । ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ ୪ ମାସ ଧରି ଅସୁସ୍ଥ ଥିଲେ ।
ଆଗରୁ ଦେବୁ ବୋଷଙ୍କର ଦୁଇଥର ହୃଦଘାତ ହୋଇଥିଲା । ସେ ଓଡିଆ ସିନେମା ତପସ୍ୟାରୁ ଅଭିନୟ…
ଛେଳି ନାମରେ କୁକୁର ଦେଇଥିବା ଅଭିଯୋଗ, ଥାନାରେ ମାମଲା ରୁଜୁ
କାନପୁର.- ଛେଳି ନାମରେ ଜଣେ ବ୍ୟକ୍ତିଙ୍କୁ କୁକୁର ଦେଇଥିବା ଅଭିଯୋଗ ହୋଇଛି । କାନପୁର ନିକଟସ୍ଥ ଜୁଜୁମାଓ ଛୁଙ୍ଗିରେ ଏହି ଘଟଣା ଘଟିଛି । ଇଦ-ଅଲ୍-ଅଦା ବା ବକରି –ଇଦରେ ସମୟରେ ଛେଳିର ଚାହିଦା ବୃଦ୍ଧି ପାଇଥାଏ । ଅସରଫ ନାମକ ବ୍ୟକ୍ତି ନିଜର ତିନୋଟି ଛେଳି ବିକିବ ପାଇଁ ହାଟକୁ ନେଇଥିଲା।…
ଭାରତର ଚନ୍ଦ୍ରଯାନ-୧ର ତଥ୍ୟ ସତ ବୋଲି ମାନିଲା ନାସା, ଚନ୍ଦ୍ରରେ ରହିଛି ବରଫ
ନ୍ୟୁୟର୍କ.- ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ଚନ୍ଦ୍ରଯାନ-୧ ପ୍ରରଣ କରିଥିଲା । ଏହା ଚନ୍ଦ୍ରରେ ପାଣିଥିବା କଥା ଏହି ଯାନ ଦେଇଥିବା ତଥ୍ୟ ଓ ଫଟୋରୁ ସ୍ପଷ୍ଟ ହୋଇଥିଲା । ତେବେ ଚନ୍ଦ୍ରର ଉତ୍ତରରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମାଟି ତଳେ ବରଫ ଜମି ରହିଥିବା ଏହି…
ସବୁଠାରେ ଲାଗିବ ଓଡିଆ ନାମ ଫଳକ, ୧୫ ଦିନ ମଧ୍ୟରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ନାମ ଫଳକ ଲଗାଇବ ପାଇଁ ନିର୍ଦେଶ
ଭୁବନେଶ୍ୱର.- ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲଗାଇବା ପାଇଁ ନିୟମ କଡାକଡି କରାଯାଇଛି । ୧୫ ଦିନ ମଧ୍ୟରେ ସମସ୍ତ ପ୍ରତିଷ୍ଠାନରେ ଓଡିଆ ନାମ ଫଳକ ଲଗାଇବା ପାଇଁ ସରକାର ନିର୍ଦେଶନାମା ଜାରି କରିଛନ୍ତି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ…
ରାଜ୍ୟର ସମସ୍ତ ଜୁନିୟର କଲେଜରେ ହେବ ଓଡିଆ ଭାଷାରେ କାମ
ଭୁବନେଶ୍ୱର.- ଓଡିଶାରେ ଥିବା ସମସ୍ତ କନିଷ୍ଠ ମହାବିଦ୍ୟାଳୟ ବା ଜୁନିୟ କଲେଜରେ ଓଡିଆ ଭାଷାରେ କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଓଡିଆ ଭାଷାରେ ସମସ୍ତ କାର୍ଯ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ପୁରୀର ମହୋଦଧୀରେ ହେବ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ
ଭୁବନେଶ୍ୱର.- ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମକୁ ଶ୍ରୀକ୍ଷେତ୍ରର ମହୋଦଧୀରେ ବିସର୍ଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନୂଆଦିଲ୍ଲୀରେ ସ୍ୱାର୍ଗତଃ ବାଜପେୟୀଙ୍କର ଅସ୍ଥି କଳସକୁ ପ୍ରଦାନ କରିଛନ୍ତି । ଦେଶର ଅଧିକାଂଶ ରାଜ୍ୟର…
ଫଳ କରିବ ପତଳା
ମେଦବହୁଳତା ଏବେ ଅଧିକାଂଶଙ୍କୁ ଏପରି ଆକ୍ରାନ୍ତ କରିଛି ଯେ ସେମାନେ ପତଳା ହେବା ଲାଗି ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକେ ଡାଏଟିଂ ବା ଖାଦ୍ୟ ନିୟନ୍ତ୍ରଣ କରୁଛନ୍ତି। ତେବେ କେବଳ ଖାଦ୍ୟ ଛାଡିବାରେ ମନମୁତାବକ ଫଳ ମିଳିନଥାଏ। କେତେକ ଜିନିଷ ଖାଇବା ଦ୍ୱାରା ବି ଓଜନ…
କେରଳ ବନ୍ୟାରେ ମହିଳାଙ୍କ ପାଇଁ ପାହାଚ ହୋଇଥିବା ଉଦ୍ଧାରକାରୀଙ୍କ ଭିଡିଓ ଭାଇରାଲ
ତ୍ରିଭେନ୍ଦ୍ରମ.- କେରଳର ପ୍ରଳୟଙ୍କରୀ ବନ୍ୟାରେ ଅନେକ ସ୍ଥାନରେ ବହୁ ଲୋକ ଫସି ରହିଛନ୍ତି । ଏମାନଙ୍କୁ ଉଦ୍ଧରକରାଯାଇ ବିଭିନ୍ନ ଆଶ୍ରୟସ୍ଥଳକୁ ଆଣାଯାଉଛି । କେଉଁଠାରେ ଉଦ୍ଧାରକାରୀମାନେ ଗର୍ଭବତୀ ମହିଳାଙ୍କୁ ହେଲିକାପ୍ଟର ସାହାଯ୍ୟରେ ଉଦ୍ଧାର କରୁଛନ୍ତି ତ କେଉଁଠାରେ ଛୋଟ ପିଲାକୁ ସେନାର ଜବାନ…