Browsing Category

ମୁଖ୍ୟ ଖବର

 ଅଟଳ ବିହାରୀ ବାଜପେୟୀଙ୍କୁ ଫେସ୍‌ବୁକ୍‌ରେ ସମାଲୋଚନା କରି ଛେଚା ଖାଇଲେ ସହ ପ୍ରଧ୍ୟାପକ

ପାଟଣା.- ଜନ ନାୟକ ଅଟଳ ବିହାରୀ ବାଜପେୟୀଙ୍କୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ସମାଲୋଚନା କରିବା ଜଣେ ସହ ପ୍ରଧ୍ୟାପକ( ଆସିଷ୍ଟାଣ୍ଟ ପ୍ରଫେସର)ଙ୍କୁ ମହଙ୍ଗା ପଡିଛି ।  କିଛି ଛାତ୍ର ଓ ଅନ୍ୟ ଲୋକ ତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନିଧନ…

ପାକିସ୍ତାନର  ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମରାନ୍‌ ଖାନ୍, ଶପଥ ଗ୍ରହଣ ଉତ୍ସବରେ ନବଜୋତ ସିଂ ସିଦ୍ଧୁ…

ଇସଲାମବାଦ. ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ  ଭାବେ ପୂର୍ବତନ କ୍ରିକେଟିୟରଇମରାନ୍‌ ଖାନ୍ ଶପଥ ଗ୍ରହଣ କରିଛନ୍ତି । । ସେ ପାକିସ୍ତାନ ତେହରିକ୍‌ ଇ ଇନସାଫ୍‌ ଦଳର  ମୁଖ୍ୟ । ଗତ ନିର୍ବାଚନରେ ତାଙ୍କ ଦଳ ସର୍ବାଧିକ ଆସନ ଜିତିଥିଲା ।  ଶୁକ୍ରବାରରେ ଜାତୀୟ ଆସମ୍ବ୍ଲିରେ ଅନୁଷ୍ଠିତ ନିର୍ବାଚନରେ…

ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପୁରୁଷ ବନ୍ଧୁ ନିକଙ୍କ ବିବାହ ପୂର୍ବ ରୋକା ପର୍ବରେ ନେଲେ ବଡଙ୍କ ଆଶୀର୍ବାଦ

ମୁମ୍ବାଇ. ପ୍ରିୟଙ୍କା ଚୋପ୍ରା ତାଙ୍କର ପୁରୁଷ ବନ୍ଧୁ ନିକ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଅନୁଷ୍ଠିତ ହେଉଥିବା ରୋକା ରୀତି ବା ବଡଙ୍କ ଠାରୁ ଆଶୀର୍ବାଦ ନେବାର ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇରେ ଥିବା ପ୍ରିୟଙ୍କା ଚୋପ୍ରାଙ୍କର ବାସ ଗୃହରେ ଏହି ଉତ୍ସବ…

ଲୋକଙ୍କ ଆଖିରେ ଲୁହ, ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଅଦ୍ୱିତୀୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଗତକାଲି ଏମ୍ସରେ ତାଙ୍କ ପରଲୋକ ହୋଇଥିବାବେଳେ ଆଜି ଦିନ ୪ଟାରେ ତାଙ୍କୁ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଦାହସଂସ୍କାର କରାଯିବ । ଆଜି ସକାଳେ ତାଙ୍କର…

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟା ପନ୍ନ, ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ଦିଲ୍ଲୀ ଗଲେ…

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟା ପନ୍ନ, ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରିବା ମାନବ ନିର୍ମିତ ଏହି ଯାନ, ନାସା ରବିବାରରେ କଲା ଉତ୍‌କ୍ଷେପଣ

ନ୍ୟୁୟର୍କ: ମଣିଷ ନିର୍ମିତ ପ୍ରଥମ ଯାନ ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରିବ । ନାସା ପକ୍ଷରୁ ନିର୍ମିତ ପାର୍କର ନାମକ ଯାନକୁ ରବିବାରରେ ଉତ୍‌କ୍ଷେପଣ କରାଯାଇଛି । ଏହା ସୂର୍ଯ୍ୟଙ୍କ ମଧ୍ୟରେ ଥିବା କେନ୍ଦ୍ରସ୍ଥଳକୁ ଯାଇ କେତକ ବୈଜ୍ଞାନିକ ଗବେଷଣା କରିବାର ଅଛି । ସୂର୍ଯ୍ୟଙ୍କ କେନ୍ଦ୍ରସ୍ଥଳ ବା…

ପଦ୍ମ ପତ୍ର ଓ ହଳଦୀ ପତ୍ରରେ ଖାଇବାର ଉପକାରିତା

ପଦ୍ମପତ୍ର: ଏବେ ବି ରାସ୍ତାକଡର କେତେକ ଝୁମ୍ପୁଡି ହୋଟେଲରେ ପଦ୍ମପତ୍ରରେ ଖାଇବାକୁ ଦିଆଯାଉଛି। ପଦ୍ମ ଏପରି ଏକ ଉଦ୍ଭିଦ ଯାହାର ପ୍ରତ୍ୟେକ ଭାଗ ମଣିଷର ଉପକାର କରେ। ପଦ୍ମପତ୍ରରେ ଥିବା ଆଲ୍‍କାଲଏଡ ଡାଇରିଆ ରୋଗର ପ୍ରାକୃତିକ ଔଷଧ କହିଲେ ଭୁଲ୍‍ ହେବନାହିଁ। ଏଗୁଡିକ ମଧ୍ୟ ହୃଦ୍‍ଯନ୍ତ୍ରର…

ଅବପାତର ରୂପ ନଲା ଲଘୁଚାପ , ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ମଙ୍ଗଳବାର ମଧ୍ୟରାତ୍ରୀ ସୁଦ୍ଧା ବେଲେଶ୍ୱର ଓ ଚାନ୍ଦବାଲିର ଉତ୍ତର ପୂର୍ବ ଦିଗରେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ରାତି ସୁଦ୍ଧା ଏହି ଓଡିଶା ଓ ପଶ୍ଚିମବଙ୍ଗ…

ସାବଧାନ!ବର୍ଷାଦିନେ ମୂଷାଠାରୁ ବ୍ୟାପୁଛି ମାରାତ୍ମକ ରୋଗ ଲେପ୍ଟୋସ୍ପାୟରୋସିସ୍‍

ମୁମ୍ବଇରେ ଲଗାଣ ବର୍ଷା ଯୋଗୁ ସମ୍ପ୍ରତି ଏକ ମାରାତ୍ମକ ରୋଗ ବ୍ୟାପିଥିବା ଦେଖାଯାଇଛି। ମୂଷାଠାରୁ ମଣିଷଙ୍କୁ ବ୍ୟାପୁଥିବା ଏହି ରୋଗର ନାମ ଲେପ୍ଟୋସ୍ପାୟରୋସିସ୍‍। ଲେପ୍ଟୋସ୍ପିରା ଜୀବାଣୁ ଏହି ରୋଗର କାରଣ ହୋଇଥିବା ବେଳେ ମଣିଷ ସହିତ ପଶୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବର୍ଷାଜଳ ଜମିବା…