Browsing Category

ମୁଖ୍ୟ ଖବର

କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟପାଇଁ ମହାକାଶରେ  ଭାରତର ୫ କୃତ୍ରିମ ଉପଗ୍ରହ କାମ କରୁଛନ୍ତି

ନୂଆଦିଲ୍ଲୀ.- କେରଳରେ ୧୦୦ ବର୍ଷରେ ପରେ ଏପରି ପ୍ରଳୟଙ୍କରୀ ବନ୍ୟା ଆସିଛି । ଏବ ବର୍ଷା କମିଥିବା ବେଳେ ବିଭନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ମାତ୍ର ବନ୍ୟାର ପ୍ରକୋପ ଏପରି ଥିଲା ଯେ କେରଳର  ଅଧିକାଂଶ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଅନେକସ୍ଥାନରେ ଏକ ମହଲା ଘର…

୧୬ ବର୍ଷିୟ ସୌରଭ ଭାରତ ପାଇଁ ବନ୍ଧୁକ ଚାଳନାରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ.- ୧୬ ବର୍ଷିୟ ବନ୍ଧୁକ ଚାଳକ ସୌରଭ ଚୌଧୁରୀ ଭାରତ ପାଇଁ ଏସିଆନ୍‌ କ୍ରୀଡାରେ ବନ୍ଧୁକ ଚାଳନାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ।  ସେ ବିଶ୍ୱ କନିଷ୍ଠ ବିଶ୍ୱ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରେକର୍ଡ କରିଥିଲେ । । ସେ ସର୍ବମୋଟ ୨୪୦.୭ ପଏଣ୍ଟ ସ୍କୋର…

ଯୋଗ ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍‌ ବୃଦ୍ଧି ପାଏ

ଧ୍ୟାନ କରୁଥିବା ବ୍ୟକ୍ତି ସୁସ୍ଥ ସବଳ ରହିଥାଆନ୍ତି । ସେମାନଙ୍କର ମନ ସ୍ଥିର ରହିଥାଏ । ଧ୍ୟାନକଲେ ପୁରୁଷ୍ୱତ ବୃଦ୍ଧି ପାଇଥାଏ । କେବଳ ନାରୀମାନଙ୍କ ପାଇଁ ବି ଧ୍ୟାନ ଅତି ଉତ୍ତମ । ଅନେକ ବୈଜ୍ଞାନିକ ଗବେଷଣାରୁ ଏହି ତଥ୍ୟ ପ୍ରମାଣିତ ହୋଇଛି । ଧ୍ୟାନ କରିବା ଦ୍ୱାରା ବିଭିନ୍ନ ଇନ୍ଦ୍ରୀୟ…

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର.- ଓଡିଶାର ଉପକୂଳର ଉତ୍ତର ପଶ୍ଚିମ ଦିଗରେ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହେବା ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ୨୧ ତାରିଖ ମଙ୍ଗଳବାରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।…

 ଡି ବଦର୍ସର ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌

କଟକ.- ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇଥିବା ଡି ବଦର୍ସ ଦୁଇ ଧଳ ସାମନ୍ତ ଭାଇଙ୍କ ମଧ୍ୟରୁ ସୁଶାନ୍ତ ଧଳ ସାମନ୍ତକୁ  ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ପୁଲିସ ଉପରକୁ ଗୁଳି ଚଳାଇବା ମାମଲରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି । କଟକ  ମୁଖ୍ୟ ଦୌରାଜଜ୍‌ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।  ୧୯୯୯…

କଲେଜ(ମହାବିଦ୍ୟାଳୟ)ରେ ମୋବାଇଲ୍‌ ନିଷେଧ!

ଚେନ୍ନାଇ: ତାମିଲନାଡୁ ସରକାର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ମୋବାଇଲ୍‌ ନିଷେଧ କରିଛନ୍ତି ।  ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳରେ ମୋବାଇଲ୍‌ ନିଷେଧ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ୍‌ ବ୍ୟବହାର ନକରନ୍ତି…

ଆଡଭାନୀଙ୍କ ପାଇଁ ଜେଲ୍‌ରେ ରୋଷେଇ କରୁଥିଲେ ବାଜପେୟୀ, ଜରୁରୀକାଳୀନ ପରିସ୍ଥିତିରେ ଦୁଇ ଜଣ ଏକାଠି ଜେଲ୍‌ରେ ଥିଲେ

ନୂଆଦିଲ୍ଲୀ.- ବରିଷ୍ଠ ବିଜେପି ନେତା ଲାଲ୍‌ କୃଷ୍ଣ ଆଡଭାନୀଙ୍କ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା ରୋଷେଇ କରୁଥିଲେ । ଆଡଭାନୀ ନିଜର ଏକ ଲେଖାରେ ଏହି କଥାକୁ ପ୍ରକାଶ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତ ବେଳେ ଦୁଇଜଣଙ୍କୁ ବାଙ୍ଗାଲୋର ଜେଲ୍‌ରେ ବନ୍ଦୀ କରାଯ।ଇଥିଲା…

ବିବାହ କରିବା ପାଇଁ ମୁସଲମାନରୁ ହିନ୍ଦୁ ହେଲେ ଯୁବକ

ରାୟପୁର.- ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ମୁସଲମାନ ଯୁବକ  ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି । ମହମ୍ମଦ ଇବ୍ରାହିମ୍‌ ସିଦ୍ଦିକି ନାମକ ୩୩ ବର୍ଷିୟ ଯୁବକ ୨୩ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି । ଏବେ ସେ ଧର୍ମ…

ନେତାଜୀଙ୍କର ଚିତାଭସ୍ମ ଆଣିବା ପାଇଁ ଦାବି କଲେ ଝିଅ ଅନୀତା ବୋଷ

ନୂଆଦିଲ୍ଲୀ.- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚିତାଭସ୍ମକୁ ଜାପାନରୁ ଭାରତ ଆଣିବା ପାଇଁ ତାଙ୍କର ଏକମାତ୍ର ଝିଅ ଅନୀତା ବୋଷ ପାଫ୍‌ ଦାବି କରିଛନ୍ତି । ନେତାଜୀଙ୍କର ଚିତାଭସ୍ମ ଜାପାନର ରେଙ୍କୋଜୀ ମନ୍ଦିରରେ ରହିଥିବା ବିଶ୍ୱାସ କରାଯାଉଛି । ଏହା ଜାପନର ରାଜଧାନୀ ଟୋକିଓରେ ରହିଛି ।  ନେତାଜୀ…

ଜିଲାପାଳ କହିଲେ ସରକାରୀ ବଙ୍ଗଳାରେ ଭୁତ ଅଛନ୍ତି

ହାଇଦ୍ରାବାଦ.- ଅନେକ ଲୋକ ଭୁତକୁ  ବିଶ୍ୱାସ କରୁଥିବା ବେଳେ କିଛି ଲୋକ ଏଥିରେ ବିଶ୍ୱାସ କରନ୍ତି ନାହିଁ । ମାତ୍ର  ଜଣେ ଜିଲାପାଳ ଏକ ସାକ୍ଷାତକାରରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାର ପ୍ରଥମ ମହଲାରେ ଭୁତ ରହୁଥିବା କଥା କହିବାପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି । ସେ ଏହାର…