Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
୨୦ ବର୍ଷୀୟ ନୀରଜ ଏସୀୟ କ୍ରୀଡାର ଇତିହାସରେ ପ୍ରଥମ ଥର ପାଇଁ ଦେଶ ପାଇଁ ଜାଭେଲିନ୍ ଥ୍ରୋରେ ଜିତିଲେ ସ୍ୱର୍ଣ୍ଣ
ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍ ଫିଙ୍ଗି ସେ ପ୍ରଥମ…
ଏ ସବୁ କଲେ ନିଶ୍ଚିତ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ
କେତକ ଲୋକ ଶୋଇବା ସମୟରେ ଘୁଙ୍ଗୁଡି ମାରନ୍ତି । ତାଙ୍କ ପାଖରେ ଶୋଇଥିବା ଲୋକ ଘୁଙ୍ଗୁଡି ଯୋଗୁଁ ଶୋଇ ପାରି ନଥାନ୍ତି । ଶ୍ୱାସ କ୍ରିୟାରେ ସମସ୍ୟା ଯୋଗୁଁ ଘୁଙ୍ଗୁଡି ସମସ୍ୟା ଦେଖା ଦେଇଥାଏ ।
ମୋଟାପଣ ବଢିଲେ ଘୁଙ୍ଗୁଡି ହୋଇଥାଏ । ବ୍ୟାୟାମ କଲେ ଏହି ସମସ୍ୟାରୁ ମୁକ୍ତିମିଳି ପାରିବ ।…
ଫାଇଭ୍ଷ୍ଟାର ହୋଟେଲ୍ରେ ଖାଦ୍ୟ ଖାଇ ଡାଇରିଆରେ ଇଂଲଣ୍ଡର ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ !
ଲଣ୍ଡନ.- ଇଜିପ୍ଟର ଏକ ପଞ୍ଚ ତାରକା ହୋଟେଲ୍ରେ ରହିଥିବା ଅନେକ ପର୍ଯ୍ୟଟକ ସେଠାକାର ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଠାରେ ରହୁଥିବା ଏକ ବ୍ରିଟିଶ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି । ସେଠାକାର ଖାଦ୍ୟ ଖାଇ ଅତିଥିମାନଙ୍କର ଏପରି ଅବସ୍ଥା ହୋଇଥିଲା । ସମସ୍ତଙ୍କର ପେଟ ଖରାପ…
ମୋଦିଙ୍କୁ ପାକିସ୍ତାନର ଏହି ଭଉଣୀ ୨୪ ବର୍ଷ ଧରି ବାନ୍ଧୁଛନ୍ତି ରାକ୍ଷୀ
ନୂଆଦିଲ୍ଲୀ.- ଗତ ୨୪ ବର୍ଷ ଧରି ପାକିସ୍ତାନରେ ଜନ୍ମ ହୋଇଥିବା ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କା ରାକ୍ଷୀ ବାନ୍ଧିଆସୁଛନ୍ତି । କ୍ୱାମାର ମୋହସିନ୍ ଶେଖ ନାମକ ମହିଳା ମୋଦି ଆର୍ଏସ୍ଏସ୍ର କର୍ମକର୍ତ୍ତା ଥିବା ବେଳୁ ତାଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି ।
ଏବେ ନରେନ୍ଦ୍ର…
ବାଜପେୟୀଙ୍କ ଚିତାଭସ୍ମ ନେଇ ଯାଉଥିବା ଡଙ୍ଗା ଉତ୍ତର ପ୍ରଦେଶର କୁଆନୋ ନଦୀରେ ଓଲଟିଲା , ଅଳ୍ପକେ ବର୍ତ୍ତିଲେ ବିଜେପି…
ଲକ୍ଷ୍ମୌ.- ବାଜପେୟୀଙ୍କର ଚିତାଭସ୍ମକୁ ଉତ୍ତରପ୍ରଦେଶର କୁଆନୋ ନଦୀରେ ବିସର୍ଜନ ପାଇଁ ନିଆଯାଉଥିବା ବେଳେ ଏହି ଡଙ୍ଗାରେ ଅଧିକ ଲୋକ ଚଢି ଯିବାରୁ ତାହା କୂଳରେ ଓଲଟି ପଡିଥିବା ଜଣା ପଡିଛି । ଏଥରେ ଉତ୍ତର ପ୍ରଦେଶର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାମପତି ରାମ ତ୍ରିପାଠୀ ଓ ସାସଂଦ ହରିଶ୍…
ସଲାମ୍ ଦୂତୀ ଚାନ୍ଦ, ଓଡିଆ ଝିଅ ଦୂତୀ ଏସୀୟ କ୍ରୀଡାରେ ରଚିଲେ ଇତିହାସ
ଜାକାର୍ତ୍ତା.- ମାଲେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଆଥଲେଟ୍ ଭାବେ ଏସୀୟ କ୍ରୀଡାର ୧୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି । ୧୧.୩୨ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି । ମାତ୍ର…
କଂଗ୍ରେସର ଖବର କାଗଜନାମରେ ଅନୀଲ ଅମ୍ବାନୀ ୫ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ
ନୂଆଦିଲ୍ଲୀ.- ଅନୀଲ ଅମ୍ବାନୀଙ୍କର ରିଲାଏନ୍ସ ଗ୍ରୁପ୍ କଂଗ୍ରେସ ଦ୍ୱାର ଚଳାଯାଉଥିବା ଖବର କାଗଜ ନ୍ୟାସନାଲ୍ ହେରାଲ୍ଡ ନାମରେ ୫ ହଜାରକୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛି । ରାଫେଲ୍ ଯୁଦ୍ଧ ବିମାନ କିଣିବା ପ୍ରସଙ୍ଗରେ ଏହି ଖବରକାଗଜରେ ଅନୀଲ ଅମ୍ୱାନୀଙ୍କ ନାମରେ ଅପମାନ ସୂଚକ ଲେଖା…
ଏମିତି ସଜାନ୍ତୁ ରାକ୍ଷୀର ଥାଳି , ଭୁଲରେ ବି କରନ୍ତୁନି ଏପରି ଭୁଲ୍
ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । କାହିଁ କେତେ କାଳରୁ ଏହା ଭାରତୀୟ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ମାତ୍ର ସମୟର ପରିବର୍ତ୍ତନ ଅନୁସାରେ ଏଥିରେ ବି କିଛିଟା ପରିବର୍ତ୍ତନ ଆସିଛି । ମାତ୍ର ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ବନ୍ଧନ ।
ଭାଇକୁ…
ରାକ୍ଷୀ ଗୋଟାକର ଦାମ ୫୦ରୁ ୭୦ହଜାର ଟଙ୍କା,
ଅହମ୍ମଦାବାଦ.- ଗୁଜୁରାଟର ଅହମ୍ମଦାବାଦରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁହଁ ଥିବା ରାକ୍ଷୀ ବିକ୍ରି ହେଉଛି । ଏହି ରାକ୍ଷୀ ଗୋଟାକରଦାମ ୫୦ରୁ ୭୦ ହଜାର ଟଙ୍କା । ରାକ୍ଷୀ ଗୁଡିକୁ ସୁନାରେ ତିଆରି କରାଯାଇଛି ।
ଏକ ଅଳଙ୍କାର…
ବନ୍ୟା ବେଳେ ମନ୍ଦିରର ପ୍ରାଙ୍ଗଣରେ ଇଦ୍ ନମାଜ ପାଠ କରିବାକୁ ବ୍ୟବସ୍ଥା କଲେ ମନ୍ଦିର କର୍ତ୍ତୃପକ୍ଷ
କୋଟି.- କେରଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ଅଧିକାଂଶ ଘର ପାଣିରେ ବୁଡି ରହିଥିଲା । ସାରା ଦେଶ କେରଳର ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା । ଇଦ୍-ଅଲ୍-ଆଦା ସମୟରେ ବି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକତା ଦେଖିବାକୁ ମିଳିଛି ।
କେରଳର…