ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରିବା ମାନବ ନିର୍ମିତ ଏହି ଯାନ, ନାସା ରବିବାରରେ କଲା ଉତ୍‌କ୍ଷେପଣ

0 555

ନ୍ୟୁୟର୍କ: ମଣିଷ ନିର୍ମିତ ପ୍ରଥମ ଯାନ ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରିବ । ନାସା ପକ୍ଷରୁ ନିର୍ମିତ ପାର୍କର ନାମକ ଯାନକୁ ରବିବାରରେ ଉତ୍‌କ୍ଷେପଣ କରାଯାଇଛି । ଏହା ସୂର୍ଯ୍ୟଙ୍କ ମଧ୍ୟରେ ଥିବା କେନ୍ଦ୍ରସ୍ଥଳକୁ ଯାଇ କେତକ ବୈଜ୍ଞାନିକ ଗବେଷଣା କରିବାର ଅଛି । ସୂର୍ଯ୍ୟଙ୍କ କେନ୍ଦ୍ରସ୍ଥଳ ବା କୋରୋନା ଅଂଶ କାହିଁକି ୧୦ ଲକ୍ଷ ଡିଗ୍ରୀ ସେଲସିୟସ ହୋଇଯାଏ ସେ ବିଷୟରେ ଗବେଷଣା କରିବା । ନଭେମ୍ବର ମାସରୁ ଏହା ଧୀରେ ଧୀରେ ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହେବ ଓ ଡିସେମ୍ବର ମାସରୁ ତଥ୍ୟ ପ୍ରେରଣ କରିବା ଆରମ୍ଭ କରିବ ।

Leave A Reply