ପାକିସ୍ତାନର  ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମରାନ୍‌ ଖାନ୍, ଶପଥ ଗ୍ରହଣ ଉତ୍ସବରେ ନବଜୋତ ସିଂ ସିଦ୍ଧୁ ସାମିଲ୍‌

0 525

ଇସଲାମବାଦ. ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ  ଭାବେ ପୂର୍ବତନ କ୍ରିକେଟିୟରଇମରାନ୍‌ ଖାନ୍ ଶପଥ ଗ୍ରହଣ କରିଛନ୍ତି । । ସେ ପାକିସ୍ତାନ ତେହରିକ୍‌ ଇ ଇନସାଫ୍‌ ଦଳର  ମୁଖ୍ୟ । ଗତ ନିର୍ବାଚନରେ ତାଙ୍କ ଦଳ ସର୍ବାଧିକ ଆସନ ଜିତିଥିଲା ।  ଶୁକ୍ରବାରରେ ଜାତୀୟ ଆସମ୍ବ୍ଲିରେ ଅନୁଷ୍ଠିତ ନିର୍ବାଚନରେ ସେ ୧୭୬ ଖଣ୍ଡ ଭୋଟ୍‌  ପାଇଥିଲେ ।

ଏହି ଶପଥ ଗ୍ରହଣ ଉତ୍ସବାରେ ଭାରତର ପୂର୍ବତନ କ୍ରିକେଟିୟର ତଥା ଏବେର ପଞ୍ଜାବରେ ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ସାମିଲ ହୋଇଥିଲେ । ସେ ପାକିସ୍ତାନର ସେନା ମୁଖ୍ୟଙ୍କୁ କୁଣ୍ଢାଇବା ସହ ଅଭିବାଦନ କରିବାରୁ , ଅନେକ ଲୋକ ତାଙ୍କର ଆଲୋଚନା କରିଛନ୍ତି ।

Leave A Reply