Browsing Category

ମୁଖ୍ୟ ଖବର

ଲୋକ ପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ,

ଭୁବନେଶ୍ୱର . – ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨ ସମୟରେ ତାଙ୍କର ପରଲୋକ ହୋଇଛି । ହୃଦ ଯନ୍ତ୍ର ଜନିତ ସମସ୍ୟା ଯୋଗୁଁ ୨ ବର୍ଷ ତଲେ ତାଙ୍କର ଛାତିରେ ଅସ୍ତ୍ରପୋଚାର କରାଯାଇଥିଲା । ଚିତ୍ତଜେନାଙ୍କ ମୃତ୍ୟୁ ଶଯ୍ୟା ନିକଟରେ…

ମୋବାଇଲ ଫୋନ୍ ମାଧ୍ୟମରେ ଏବେ ରେଳରେ ସାଧାରଣ ଟିକେଟ କରିପାରିବେ ବୁକିଂ

• ସିଜନ ଟିକେଟ ଓ ପ୍ଲାଟଫର୍ମ ଟିକେଟ ହିତ ସମସ୍ତ ଅଣ-ସଂରକ୍ଷିତ ଟିକେଟ ବୁକ୍ କରିବା ବ୍ୟବସ୍ଥା ‘ୟୁଟିଏସ ଅନ୍ ମୋବାଇଲ’ ଆପରେ ଉପଲବ୍ଧ ରେଳବାଇ ନଗଦ ବିହୀନ କାରବାର (ଡିଜିଟାଲ କାରବାର)କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୋବାଇଲ ଫୋନ୍ ମାଧ୍ୟମରେ ଅଣ-ସଂରକ୍ଷିତ ଟିକେଟ ବୁକ୍ କରିବା…

ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି ଭାରତ, ରୁଷୀୟ ସଂଘ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ .-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ରୁଷ ସହିତ 05 ଅକ୍ଟୋବର, 2018ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (MOU) ଏବଂ ଏକ ସହଯୋଗ ବୁଝାମଣା (MOC)ନେଇ ଅବଗତ କରାଯାଇଛି । i). ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି…

ଅପରାଧ ବ୍ୟାପାରରେ ଭାରତ, ମରୋକ୍କୋ ଆପୋସ ଆଇନ ସହାୟତା ରାଜିନାମାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ . -ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅପରାଧିକ ବ୍ୟାପାରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଆପୋସ ଆଇନ ସହାୟତା ରାଜିନାମାକୁ ମଞ୍ଜୁର କରିଛନ୍ତି । ଏହି ଚୁକ୍ତି ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନ, ଟ୍ରେସିଂ, ସଂଯମ, ଜବତ ଏବଂ…

ମୁଁ ଅନୁପଜୋଲଟାଙ୍କୁ ଚୁମ୍ବନ ଦେବା ସହ ଡେଟ୍‌ରେ ଯାଇଥିଲୁୁ ତେବେ କିପରି ଗୁରୁ ଶିଷ୍ୟା ହେଲୁ, ଜସଲିନ୍‌

ମୁମ୍ବାଇ . – ବିଗ୍‌ବସ୍‌ ସିଜିନ୍‌ ୧୨ର ପ୍ରତିଯୋଗୀ ଯୋଡି ଭାବେ ଅନୁପ ଜୋଲଟା ଓ ଜସଲିନ୍‌ ବେଶ୍‌ ଚର୍ଚ୍ଚା ପରିସରକୁ ଆସିଥିଲେ ।  ଉଭୟଙ୍କ ବୟସର ତାରତମ୍ୟ ବେଶ୍‌ ଅଧିକ । ବିଗ୍‌ବସ୍‌ଙ୍କ ଘରୁ ବାହାରିବା ପରେ ଅନୁପ ଜୋଲଟା ଜସ୍‌ଲିନ୍‌ଙ୍କ ସହ ତାଙ୍କର ସମ୍ବନ୍ଧକୁ ଗୁରୁ ଶିଷ୍ୟାର ସମ୍ବନ୍ଧ…

ନୂଆ ରଙ୍ଗରେ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏସ ପ୍ଲସ୍‌ ଓ ଗାଲାକ୍ସି ନୋଟ୯, ଜାଣନ୍ତୁ କଣ ରହିଛି ପୂଜା ଅଫର

ଗୁରୁଗ୍ରାମ : ଦେଶର ଅଗ୍ରଣୀ ତଥା ବିଶ୍ୱସନୀୟ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ୨ଟି ଲୋକପ୍ରିୟ ଉତ୍ପାଦ ଗାଲାକ୍ସି ଏସ୍‌୯ ପ୍ଲସ୍‌ ଓ ଗାଲାକ୍ସି ନୋଟ୯ କୁ ନୂଆ ରଙ୍ଗରେ ବଜାର ପ୍ରବେଶ କରାଇଛି । ଆଗାମୀ ପୂଜା ପୂର୍ବରୁ କଂପାନୀ ଏହାର ବଜାର ପ୍ରବେଶ କରାଇଛି । ଏଣିକି ଗାଲାକ୍ସି ଏସ୍‌9 ପ୍ଲସ୍‌ …

ବରଫ ଝଡ଼ରେ ଦୁଇଦିନ ଧରି ଭୋକ ଓପାସରେ ଫସିରହିଥିଲେ ଜର୍ମାନ ଦମ୍ପତି, ଉଦ୍ଧାର କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ହିମାଚଳ ପ୍ରଦେଶର ଲାହୋଲ ସ୍ପିତି ଅଂଚଳରେ ଏକ ସାହସିକ ଅପରେସନ କରି ବରଫ ଝଡ଼ ମଧ୍ୟରେ ଫସିରହିଥିବା ଦୁଇଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିଛି । ଏହି ଦୁଇଜଣ ଜର୍ମାନ ନାଗରିକ ହେଉଛନ୍ତି ମାଇକେଲ ଓ ତାଙ୍କ ପତ୍ନୀ ଆନେଟ୍‌ । ସେମାନେ ଲାହୋଲ-ସ୍ପୀତି ଅଞ୍ଚଳର…

କାଶ୍ମୀର ଆତଙ୍କବାଦୀଙ୍କୁ ପ୍ରତିଶୋଧ ଧମକ ଦେଇଛି ଏହି ଗୁପ୍ତ ସଂଗଠନ

ଶ୍ରୀନଗର : କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ବାରମ୍ବାର ସ୍ଥାନୀୟ ପୁଲିସ କର୍ମଚାରୀଙ୍କୁ ହତ୍ୟା କରୁଥିବାରୁ ଏ ଅଂଚଳରେ ଜନଅସନ୍ତୋଷ ବଢିଚାଲିଛି । ହିଜବୁଲ ମୁଜାହିଦ୍ଦିନ ଏସବୁ ହତ୍ୟାକାଣ୍ଡ ଘଟାଉଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦାବି ଉଠୁଛି । ଏସବୁ…

ମାଳଦ୍ୱୀପରେ କ୍ଷମତା ପରିବର୍ତ୍ତନ ପଛରେ କଣ ଭାରତର ହାତ ଅଛି ?

ନୂଆଦିଲ୍ଲୀ : ଭାରତ ମହାସାଗରୀୟ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ନିର୍ବାଚନ ହୋଇ ବିରୋଧୀ ଦଳ କ୍ଷମତାକୁ ଆସିବା ନିଶ୍ଚିତ ହୋଇଯାଇଛି । ଏହା ସହିତ ଏକଛତ୍ରବାଦୀ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଛି । ତେବେ କାଲି ପର୍ୟ୍ୟନ୍ତ ଦେଶର ବିରୋଧୀ ଦଳ ନେତା,…

ସହଜ ଜୀବିକା ନିର୍ବାହ ସୂଚକାଙ୍କ’, ସର୍ବୋକୃଷ୍ଟ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ , ଆନ୍ଧ୍ର ପ୍ରଥମ

ନୂଆଦିଲ୍ଲୀ .  -  ସହଜ ଜୀବିକା ନିର୍ବାହ ସୂଚକାଙ୍କ ମାନ୍ୟତାରେ ଆନ୍ଧ୍ର ପ୍ରଦେଶ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏ ସଂପର୍କୀତ ସୂଚନା ଜାରି କରାଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ଏବଂ ତୃତୀୟ ସ୍ଥାନରେ…