ଭୁବନେଶ୍ୱର…—- ଏବେ ପଶ୍ଚିମ ଘୂର୍ଣ୍ଣିଝଡ ବା ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର ବାନସ୍ ପୂର୍ବ ଭାରତେ ଆଡୁ ମୁହାଁଇଛି । ଏହି କାରଣରୁ ୧୫ ଓ ୧୬ ତାରିଖରେ ରାଜ୍ୟର ୧୨ଟି ଜାଲାରେ ବର୍ଷା ସହ ଝଡ ତୋଫାନ ହୋଇପାରେ । ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବା ସହ ଖରାପ ରହିପାରେ ।
୧୪ ତାରିଖରୁ ଘନ କୁହୁଡି ହେବାର ସମ୍ଭାବନା ରହିଛି ।