ଭୁବନେଶ୍ୱର..- ରାଜ୍ୟର ବିଭିନ୍ନ ସ୍ଥାନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ରହି ବିରୋଧ ପ୍ରଦର୍ଶନ କରିଥିଲେ।
ପୁଲିସ ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ଗିରଫ କରିଛି । ମାଟ୍ରିକ ପରୀକ୍ଷା ଉପରେ ବନ୍ଦର କୌଣସି ପଡିବ ନାହିଁ ବୋଲି କୁହାଯାଇଛି ।