କମଳା ଖାଇଲେ ଭଲ ରହିବା ଆଖି ଓ ଦୃଷ୍ଟି ଶକ୍ତି ଜାଣନ୍ତୁ କିପରି

0 880

ଦୃଷ୍ଟିଶକ୍ତି ଭଲ ରହିବା ପାଇଁ ନିୟମିତ ଭାବେ କମଳା ଖାଇବା ଭଲ। ଯ ସପ୍ତାହରେ ଗୋଟିଏ କମଳା ଖାଇଲେ ବି ଚଳିବ  । ଆଖିରେ କୈଣସି ପ୍ରକାର ସଂକ୍ରମଣ ରହିବା ନାହିଁ ।

 

ଗବେଷଣାରୁ ଜଣାଯାଇଛି, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆଖିରେ ଥିବା ମ୍ୟାକୁଲରର କ୍ଷୟ ମଧ୍ୟ ଆରମ୍ଭ ହୋଇଥାଏ। ଏହା ଫଳରେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ ଓ ଦେଖିବାରେ ଅସୁବିଧା ସୃଷ୍ଟି ହୋଇଥାଏ।

ଯେଉଁ ଲୋକ ପ୍ରତିଦିନ ଗୋଟିଏ କମଳା ଖାଆନ୍ତି,ସେମାନଙ୍କର ୧୫ ବର୍ଷ ପରେ ମ୍ୟାକୁଲର କ୍ଷୟର ଆଶଙ୍କା ୬୦ ପ୍ରତିଶତ ହ୍ରାସ ପାଇଥାଏ। ଏହା କମଳାରେ ଥିବା ଫ୍ଲୋବନାଏଡ୍‌ସ ଯୋଗୁଁ ହ୍ରାସ ପାଇଥାଏ। ଏହା ଦୃଷ୍ଟିଶକ୍ତି ହାନିକୁ ରୋକିଥାଏ। ଫ୍ଲୋବନଏଡ୍‌ସ ହେଉଛି ପ୍ରଭାବଶାଳୀ ଆଣ୍ଟି ଅକ୍ସିଡେଣ୍ଟ,ଯାହା ଅଧିକାଂଶ ଫଳ ଓ ପରିବାରେ ମିଳିଥାଏ। ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ।

Leave A Reply