ଓଡ଼ିଶାର ୧୦୦ ବିଧାନ ସଭା  ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

0 3,675

ନୂଆଦିଲ୍ଲୀ .- ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ବ୍ରଜରାଜ ନଗରରୁ ରାଧାରାଣୀ ପଣ୍ଡା ନିମାପଡ଼ାରୁ ପ୍ରଭାତୀ ପରିଡ଼ା , ପାଟଣାଗଡ଼ରୁ କେଭି ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରୋହିତ,ବାରବାଟୀ-କଟକରୁ ସମୀର ଦେ,କଟକ-ଚୌଦ୍ୱାରରୁ ନୟନ କିଶୋର ମହାନ୍ତି,ରଣପୁରରୁ ସୁରମା ପାଢ଼ୀ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ଚାନ୍ଦବାଲିରୁ ମନମୋହନ ସାମଲ, ଜଳେଶ୍ୱରରୁ ଜୟ ନାରାୟଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି।

ପ୍ରକାଶ ବେହେରାଙ୍କୁ ସାଲେପୁରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଦାମୋଦର ରାଉତଙ୍କୁ  ବାଲିକୁଦା ଏରସମା, କୁସୁମ ଟେଟେଙ୍କୁ ସୁନ୍ଦରଗଡ ଓ କେ ନାରାୟଣ ରାଓଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରାଯାଇଛି ।

ନିମ୍ନରେ ସମ୍ପୂର୍ଣ୍ଣ ତାଲିକା ଦିଆଯାଇଛି –

 

 

 

 

Leave A Reply