ବଲାଙ୍ଗୀ .- ବଲାଙ୍ଗୀର ସଇଁତଳା ଝରାବାହଲି ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୁକୁଡା ଫାର୍ମରୁ ଜଣେ ଚପରାସୀ(ପିଅନ)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେ ଶୋଇଥିବାବେଳେ ତାଙ୍କୁ କେହି ହତ୍ୟା କରିଥିହା ପରିବାର ଲୋକ ଅଭିଯୋଗ କରିଛନ୍ତି । ମତକଙ୍କ ନାମ ଜଗଦୀଶ ଓ ସେ ଟିକରପଡା ମହାବିଦ୍ୟାଳୟରେ କାମ କରୁଥିବା ସୂଚନା ମିଳିଛି ।
ପୁଲିସ ଘଟଣାସ୍ଥଲରେ ପହଞ୍ଚ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।