୨୧ ଅକ୍ଟୋବରରେ ହରିୟାନା ନିର୍ବାଚନ
ହରିୟାନା ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
ଅକ୍ଟୋବର ୨୪ ତାରିଖରେ ହରିୟାନାଭୋଟ ଗଣତି ହେବ।
ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି ।
ହରିୟାନାରେ ୧.୨୮ କୋଟି ମତଦାତା ଅଛନ୍ତି।
ସେହି ସମୟରେ ହରିୟାନାରେ ୧.୦୩ ଲକ୍ଷ ବାଲାଟ୍ ୟୁନିଟ୍ ରହିଛି ଓ ଏହା ସହ ତେବେ ନିର୍ବାଚନୀ ପ୍ରଚାରର ଅଧିକତମ ୨୮ଲକ୍ଷ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।