ମହାରାଷ୍ଟ୍ର ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
ଅକ୍ଟୋବର ୨୪ ତାରିଖରେ ମହାରାଷ୍ଟ୍ର ଭୋଟ ଗଣତି ହେବ।
ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି ।
ମହାରାଷ୍ଟ୍ରରେ ୮.୯କୋଟି ମତଦାତା ଅଛନ୍ତି ।
ମହାରାଷ୍ଟ୍ରରେ ୧.୮ଲକ୍ଷ ବାଲାଟ୍ ୟୁନିଟ ରହିଛି।
ଏଠାରେ ୧.୨୮ଲକ୍ଷ ସିୟୁ ଓ ୧.୩୯ ଲକ୍ଷ ଭିଭିପାଟ୍ ମେସିନ୍ ଅଛି।
ଜଣେ ପ୍ରାର୍ଥୀ ଅତି ବେଶୀରେ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।