Browsing Category

ମୁଖ୍ୟ ଖବର

ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଥିବା ଏକ ମାଛ ଫାର୍ମରେ ବିଦ୍ୟୁତ୍‍ ଦୁର୍ଘଟଣାରେ ଓଡ଼ିଶାର ୬ ଜଣ ଶ୍ରମିକ ପ୍ରାଣ…

ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଥିବା ଏକ ମାଛ ଫାର୍ମରେ ବିଦ୍ୟୁତ୍‍ ଦୁର୍ଘଟଣାରେ ଓଡ଼ିଶାର ୬ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍‍ର ହୋଇଥିବାବେଳେ ଜଣେ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‍ଲାଇନ୍‍ ପରୀକ୍ଷା ଆରମ୍ଭ ହୋଇଛି

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‍ଲାଇନ୍‍ ପରୀକ୍ଷା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଫ୍‍ଲାଇନ୍‍ ମାଧ୍ୟମରେ ପରୀକ୍ଷା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ – ସି.ବି.ଏସ୍‍.ଇ.ର ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ - ସି.ବି.ଏସ୍‍.ଇ.ର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷର ପାସ୍‍ ହାର ରହିଛି ୯୯ ଦଶମିକ ୩/୭ ପ୍ରତିଶତ । ଚଳିତ ବଷର୍ଶ ଛାତ୍ରମାନଙ୍କଠାରୁ ଛାତ୍ରୀମାନେ ଆଗରେ ରହିଛନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ

କଟକ ବଡ଼ଡାକ୍ତରଖାନାରେ ଆସନ୍ତା ମାସ ୭ ତାରିଖ ସୁଦ୍ଧା ଏକ୍‍ମୋ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରିବା ନେଇ ସମସ୍ତ ପଦକ୍ଷେପ

କଟକ ବଡ଼ଡାକ୍ତରଖାନାରେ ଆସନ୍ତା ମାସ ୭ ତାରିଖ ସୁଦ୍ଧା ଏକ୍‍ମୋ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରିବା ନେଇ ସମସ୍ତ ପଦକ୍ଷେପ ଶେଷ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ

ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟର ଜଳମାର୍ଗରେ ଆରଓ ଆରଓ ତଥା ଆରଓ-ପାକ୍ସ ପ୍ରକଳ୍ପ ଆରମ୍ଭ

ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟର ଜଳମାର୍ଗରେ ଆରଓ ଆରଓ ତଥା ଆରଓ-ପାକ୍ସ ପ୍ରକଳ୍ପ ଆରମ୍ଭ କରାଯାଇଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏହା କହିଛନ୍ତି । ସେ କହିଛନ୍ତି, ମାଲ୍‍ ଓ ଯାତ୍ରୀ ପରିବହନ ଲାଗି

CISCE ଦ୍ୱାରା ପରିଚାଳିତ ICSE ଦଶମ ଏବଂ ICSC ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି

ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ results.cisce.org ୱେବ୍‍ସାଇଟ୍‍ରେ ନିଜ ନିଜର ପରୀକ୍ଷା ଫଳାଫଳ ଦେଖିପାରିବେ । କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍‍ ହାର ୯୯ ପ୍ରତିଶତରୁ ଅଧିକ ରହିଛି । ରାଜ୍ୟରେ ୧୦ମ

ରାଜ୍ୟରେ ଲକ୍‌ଡାଉନ୍‌ କୋହଳ ଆଶିଂକ ଲକ୍‌ଡାଉନ୍‌ – କାଟାଗୋରୀ ଏ’ଏବଂ କାଟାଗୋରୀ ବି’ ,ସମଗ୍ର…

ଲକ୍‍ଡାଉନ୍‍ ଅବଧି ଶେଷ ରାଜ୍ୟରେ ଲାଗୁ ହୋଇଥିବା ଲକ୍‍ଡାଉନ୍‍ର ଅବଧି ଆସନ୍ତାକାଲି ସକାଳେ ଶେଷ ହେବ । ତେବେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାର କୋଭିଡ ପରିସ୍ଥିତିକୁଦୃଷ୍ଟିରେ ରଖାଯାଇ ସରକାର ଏ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନେଇଛନ୍ତି । ଅଧିକ ସଂକ୍ରମଣ ଜିଲ୍ଲାରେ କାଟୋଗୋରୀ ଏ

ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ଚଳିତବର୍ଷ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାଟ୍ରିକ୍‍ ପାଶ୍‍ କରିଥିବାରୁ ସେମାନଙ୍କ ଯୁକ୍ତ ୨ ପାଠ ପଢ଼ିବା ପାଇଁ କୌଣସି ସମସ୍ୟା ରହିବ ନାହିଁ । ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନିଅର କଲେଜ୍‍ମାନଙ୍କରେ ଯୁକ୍ତ ୨ ଆସନ ସଂଖ୍ୟା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲ୍‍ବମ୍‍…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲ୍‍ବମ୍‍ ଭକ୍ତମାନଙ୍କଦ୍ୱାରା କରାଯାଉଥିବା ଜଳାଭିଷେକ କାର୍ଯ୍ୟ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‍ କଟକଣା ମଧ୍ୟରେ ନୀଟ୍‍ ୟୁ.ଜି. ପରୀକ୍ଷା ହେବ

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‍ କଟକଣା ମଧ୍ୟରେ ନୀଟ୍‍ ୟୁ.ଜି. ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଥିପାଇଁ ଆସନ୍ତାକାଲିଠାରୁ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍‍ଲାଇନ୍‍ ଆବେଦନ ପ୍ରକ୍ରିୟା ଆରମ୍ଭ