Browsing Category

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନ୍‍ଫୋ ଭ୍ୟାଲିଠାରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନ୍‍ଫୋ ଭ୍ୟାଲିଠାରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଦୁଇଟି ହସ୍ପିଟାଲ୍‍ ହେଉଛି ବାଗ୍‍ଚି ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ୍‍ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ବାଗ୍‍ଚି

ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି

ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାବ୍ୟତୀତ ପଶ୍ଚିମ ରାଜସ୍ଥାନରୁ ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମ ଛତିଶଗଡ଼, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟଦେଇ

ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ

ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି କେନ୍ଦ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟରେ ପାଇପ୍‍ ଯୋଗେ ଜଳଯୋଗାଣ କାର୍ଯ୍ୟକ୍ରମକୁ ଅଧିକ

ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ନଅଦିନ ଲାଗି ଘୋଷଯାତ୍ରାରେ ଗୁଣ୍ଡିଚାଘରକୁ ଯିବେ । ଶ୍ରୀଜୀଉଙ୍କର ରତ୍ନବେଦୀରୁ ଜନ୍ମବେଦୀକୁ ଯିବା ପାଇଁ ସମସ୍ତ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସେହିଭଳି ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ,

ସି.ବି.ଏସ୍‍.ଇ. ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟଖସଡ଼ା ଘୋଷଣା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସି.ବି.ଏସ୍‍.ଇ. ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟଖସଡ଼ା ଘୋଷଣା କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷର ଛାତ୍ରଛାତ୍ରୀ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଦେବେ । ଏହାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ବୋର୍ଡ ସିଲାବସର ୫୦ ପ୍ରତିଶତ

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ.ଏସ୍‍.ଆର୍‍.ଟି.ସି. ବସ୍‍ ଆଜିଠାରୁ ୪୩ଟି ରୁଟ୍‍ରେ ଚଳାଚଳ କରିବ

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ.ଏସ୍‍.ଆର୍‍.ଟି.ସି. ବସ୍‍ ଆଜିଠାରୁ ୪୩ଟି ରୁଟ୍‍ରେ ଚଳାଚଳ କରିବ ବୋଲି ଓ.ଏସ୍‍.ଆର୍‍.ଟି.ସି. ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି । ବସ୍‍ ଗୁଡ଼ିକରେ କେବଳ ବସିବା କ୍ଷମତା ଅନୁସାରେ କୋଭିଡ୍‍ ନିୟମ ପାଳନ କରି ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର,

ରାଜ୍ୟରେ ପୁଣି ବସ୍‍ଭଡ଼ା ବୃଦ୍ଧି ପାଇଛି

ରାଜ୍ୟରେ ପୁଣି ବସ୍‍ଭଡ଼ା ବୃଦ୍ଧି ପାଇଛି । ରାଜ୍ୟ ସରକାର ଏ’ ବର୍ଗରେ ଥିବା ୨୦ଟି ଜିଲ୍ଲାରେ ବସ୍‍ ଚଳାଇବାକୁ ଅନୁମତି ପ୍ରଦାନ କରିଥିବାବେଳେ ବସ୍‍ରେ ଥିବା ସିଟ୍‍ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀ ନେବାକୁ ଅନୁମତି ଦେଇଛନ୍ତି । ତୈଳ ଦର ବୃଦ୍ଧି ଯୋଗୁଁ ବସ୍‍ ମାଲିକ ସଂଘର ଦାବି ଅନୁସାରେ

ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୩୫ ହଜାର ୩୯୬ ଡୋଜ୍‍ ଟିକା ପ୍ରଦାନ

ରାଜ୍ୟରେ ଗତକାଲି ୩ହଜାର ୫୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ୮ଲକ୍ଷ ୭୪ହଜାର ୩୦୭ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଅପର ପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୩୫ ହଜାର ୩୯୬ ଡୋଜ୍‍ ଟିକା ପ୍ରଦାନ କରାଯାଇଛି ।