Browsing Category

ମୁଖ୍ୟ ଖବର

ଏହା ଦ୍ୱାରା ଟ୍ରେନ୍‍ ଚଳାଚଳ ଅଧିକ ନିରାପଦ ଓ ସୁରକ୍ଷିତ ହୋଇପାରିବ -ଭାରତୀୟ ରେଳବାଇକୁ ୭୦୦ ମେଗାହର୍ଜ ବ୍ୟାଣ୍ଡର ୫…

ରେଳବାଇ କାର‌୍ୟ୍ୟ ଏବଂ ନିରାପତ୍ତାରେ ରଣନୀତିକ ପରିବର୍ତ୍ତନ ଘଟାଇବ ଲୋକୋ ପାଇଲଟ ଏବଂ ଗାର୍ଡ଼ମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ, ଏହାଦ୍ୱାରା ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ । ନିରାପଦ ସ୍ୱର, ଭିଡ଼ିଓ ଏବଂ ତଥ୍ୟ ଯୋଗାଯୋଗ ସେବା…

ପୁଣେର ଏକ କାରଖାନାରେ ଅଗ୍ନିକାଣ୍ଡ ଜନିତ ପ୍ରାଣହାନି ଯୋଗୁଁ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ -ଅନୁକମ୍ପା ରାଶି ଘୋଷଣା

ମହାରାଷ୍ଟ୍ରର ପୁଣେସ୍ଥିତ ଏକ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି । …

ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦୀର୍ଘସ୍ଥାୟୀ ସହରୀ ବିକାଶ ନିମନ୍ତେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନର ମିନିଷ୍ଟ୍ରି ଅଫ ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକ୍ଚର, ଟ୍ରାନ୍ସପୋର୍ଟ ଆଣ୍ଡ ଟୁରିଜିମ ମନ୍ତ୍ରଣାଳୟ ମଧ୍ୟରେ…

କୋଭିଡରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ସୁନିଶ୍ଚିତ ମାଗଣା ଶିକ୍ଷା,କୋଭିଡ ପ୍ରଭାବିତ ଶିଶୁଙ୍କୁ ସହାୟତା ଓ…

ନୂଆଦିଲ୍ଲୀ - କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି…

ଜାତିସଂଘ ସମର୍ଥିତ ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ “ସମୁଦ୍ର ମନ୍ଥନ’

• ଓଡ଼ିଆ ଟିମ୍‌ ଦ୍ୱାରା ପ୍ରସ୍ତୁତ ଏହି ରୋମାଂଚକ ମ୍ୟୁଜିକ୍‌ ଭିଡିଓ ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଆଧାରିତ ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍‌ ମ୍ୟୁଜିକ୍‌ ଭିଡିଓ “ଐଗିରି ନନ୍ଦୀନି'ର ପ୍ରଡକ୍ସନ ହାଉସ୍‌ ଅରୋମିରା ଏଟଂରଟେନ୍‌ମେଂଟ୍‌ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ…

କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ସମୟରେ ଜନସାଧାରଣଙ୍କୁ ହେଲ୍‍ପ୍‍ ଲାଇନ୍‍ ନମ୍ବର

ହେଲ୍‍ପ୍‍ ଲାଇନ୍‍ ନମ୍ବର କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ସମୟରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ସମୟରେ ଆବଶ୍ୟକ ସୂଚନା ଏବଂ ମାର୍ଗଦର୍ଶନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ…

ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ-୧୦ଟି ଜିଲ୍ଲାର…

ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ । ୧୦ଟି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳକୁ ମଜବୁତ କରିବାପାଇଁ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯିବ । ଏହି ପଥର ବନ୍ଧଗୁଡ଼ିକୁ ତାରଜାଲିରେ…

ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର  ପରଲୋକ

ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର  ପରଲୋକ ଘଟିଛି । ସେ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ସେ ୨୦ରୁ ଅଧିକ ଚଳଚ୍ଚିତ୍ର ଏବଂ ୨ ହଜାରରୁ ଅଧିକ ଓଡ଼ିଆ ଆଲବମ୍‍ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର…

ବାତ୍ୟା ୟସ୍‍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ

ବାତ୍ୟା ୟସ୍‍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ ହୋଇଉଠିଛି  । ରଥ ନିର୍ମାଣରେ ନିୟୋଜିତ ୧୪୬ ଜଣ ସେବକ ଗତକାଲି ଅପରାହ୍ନ ଠାରୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି  । ବର୍ଷା ଛାଡି ପାଗ ସୁଧୁରିବା ପରେ ଭୋଇ ସେବକମାନେ ରଥଖଳାରେ ନଡିଆ ଚାଞ୍ଚ ପକାଇଛନ୍ତି  । ଖୋଲି ଦିଆଯାଇଥିବା…

ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦- ଦେଶରେ ୨୦ କୋଟି ୨୬ ଲକ୍ଷ ୯୫ ହଜାର ୮୭୪ ଜଣ ହିତାଧିକାରୀଙ୍କୁ କରୋନା…

ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ ୮୭ ପ୍ରତିଶତ ଦ୍ୱିତୀୟ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୫ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ୱିତୀୟ ଡୋଜ୍‍ ଟିକା ନେଇଥିବା ସୂଚନା ମିଳିଛି ।…