କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ସମୟରେ ଜନସାଧାରଣଙ୍କୁ ହେଲ୍‍ପ୍‍ ଲାଇନ୍‍ ନମ୍ବର

0 854

ହେଲ୍‍ପ୍‍ ଲାଇନ୍‍ ନମ୍ବର
କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ସମୟରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ସମୟରେ ଆବଶ୍ୟକ ସୂଚନା ଏବଂ ମାର୍ଗଦର୍ଶନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ହେଲ୍ପଲାଇନ୍‍ ନମ୍ବର ଜାରି କରାଯାଇଛି ।

ନମ୍ବରଟି ହେଉଛି –
୦୧୧-୨୩୯୭୮୦୪୬

ଏବଂ ୧୦୭୫

ସେହିପରି ସରକାରଙ୍କ ପକ୍ଷରୁ ମଧ୍ୟ ଅନ୍ୟ ଏକ ନମ୍ବର ଜାରି କରାଯାଇଛି ।

ନମ୍ବରଟି ହେଉଛି – ୯୪୩୯୯୯୪୮୫୯

ଏହି ନମ୍ବରକୁ ଫୋନକରି କୋଭିଡ୍‍ ନାଇଣ୍ଟିନ୍‍ ସମ୍ପର୍କିତ ସଠିକ୍‍ ସୂଚନା ସହ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଜନସାଧାରଣ ଜାଣିପାରିବେ ।

Leave A Reply