Browsing Category

ମୁଖ୍ୟ ଖବର

ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍‍ଡାଉନ୍‍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର…

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍‍ଡାଉନ୍‍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ  । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି  । ଲକ୍‍ଡାଉନ୍‍ ସମୟରେ ଶନିବାର…

ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି  ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ…

ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି  ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୧୨ ଜଣ ଓଏଏସ୍‍ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଏହି ୧୨ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ …

ଓ଼ଡିଆ ନୂଆ ବର୍ଷ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀରେ ରାଶି ଅନୁସାରେ  ହନୁମାନଙ୍କ ମନ୍ତ୍ର ଜପ କଲେ ସମସ୍ତ  ଉତ୍ତମ…

ହନୁମାନ ଦ୍ୱାଦଶ ନାମ  ହନୁମାନ , ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ,ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ ,ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ, ଜପ କଲେ ଅନେକ ସୁଫଳ ମିଳିଥାଏ । ଏହି କପିନ୍ଦ୍ରଙ୍କ ମହାତ୍ମ। ଯାତ୍ରା କାଳେ…

କୁଖ୍ୟାତ ଅପରାଧୀ ସେକ୍‍ ହାଇଦରକୁ ଧରିବା ଲାଗି ପୁଲିସ୍‍….

କୁଖ୍ୟାତ ଅପରାଧୀ ସେକ୍‍ ହାଇଦରକୁ ଧରିବା ଲାଗି ପୁଲିସ୍‍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା କହିଛନ୍ତି, କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି । ଏହି…

ନିଦଭରା ରାତି ଗୀତର ସ୍ରଷ୍ଟା ଜଲାଲ୍‍ ଆଦେନୀଙ୍କର ପରଲୋକ

ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ତଥା ସଙ୍ଗୀତ ନିର୍ଦ୍ଦେଶକ ଜଲାଲ୍‍ ଆଦେନୀଙ୍କର ରବିବାରରେ ୮୫ ବର୍ଷ ବୟସରେ କଟକ ବକ୍ସିବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ବହୁଦିନରୁ ଅସୁସ୍ଥ ଥିଲେ । ରବିବାରରେ ହୃଦ୍‍ଘାତରେ ତାଙ୍କର ପରଲୋକ ଘଟିଛି । ଗଞ୍ଜାମ ଜିଲ୍ଲାର…

ଟାଟା ଷ୍ଟିଲ୍‌ ଓ ଟାଟା ଷ୍ଟିଲ୍‌ ମାଇନିଂକୁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୧୯

ଭୁବନେଶ୍ୱର: ନିରାପତା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉକ୍ରର୍ଷ ପ୍ରଦର୍ଶନ କରି ଓଡ଼ିଶାରେ ଥିବା ଟାଟା ଷ୍ଟିଲ୍‌ର ବିଭିନ୍ନ ୟୁନିଟ୍‌ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୧୯ ହାସଲ କରିଛନ୍ତି । ମାର୍ଚ୍ଚ ୧୨ରେ ଅନୁଷ୍ଠିତ ୧୧ତମ ଓଡ଼ିଶା ରାଜ୍ୟ ସୁରକ୍ଷା କନକ୍ଲେଭ୍‌ (ଓଏସ୍‌ଏସ୍‌ସି) ୨୦୨୦ରେ…

ଭାରତରେ ବିଗ୍‌ୱିଙ୍ଗ୍‌ ସୋ’ରୁମ୍‌ରେ ହୋଣ୍ଡା ସିବି୫୦୦ଏକ୍ସର ମେଗା ପ୍ରବେଶ

ଭୁବନେଶ୍ୱର: ହୋଣ୍ଡା ମୋଟର୍‌ସାଇକଲ୍‌ ଆଣ୍ଡ୍‌ ସ୍କୁଟର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଟ୍ୱିନ୍‌ କମ୍ପାକ୍ଟ ଆଡ୍‌ଭେଂଚର ବାଇକ୍‌ ସିବି୫୦୦ଏକ୍ସ ଭାରତରେ ବିଗ୍‌ ୱିଙ୍ଗ୍‌ ସୋ’ରୁମ୍‌ରେ ପ୍ରବେଶ କରିଛି । କମ୍ପ୍ଲିଟ୍‌ ନକ୍‌ଡ୍‌ ଡାଉନ୍‌ (ସିକେଡି) ରୁଟ୍‌ରେ ଏହା ଭାରତୀୟ ବଜାରକୁ ଆସିବ ।…

ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିଧାନସଭାକୁ ତାଙ୍କର ବିବୃତି ରଖି ମୁଖ୍ୟମନ୍ତ୍ରୀ ତିନୋଟି ବିଷୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀମନ୍ଦିର ନିରାପତ୍ତା, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ…

ମାଟ୍ରିକ୍‍ ପରୀକ୍ଷା ଦେବାପାଇଁ ଚଳିତ ବର୍ଷ-ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବାକୁ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼)ଦ୍ୱାରା ପରିଚାଳିତ ମେ ୩ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ହାଇସ୍କୁଲ୍‍ ସାର୍ଟିଫିକେଟ୍‍ ପରୀକ୍ଷାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବାକୁ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ଚାଲିଛି । ମାଟ୍ରିକ୍‍ ପରୀକ୍ଷା ଦେବାପାଇଁ…

କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‍ ଅନ୍ତର୍ଗତ କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ  କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କୋଟିଆସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନଙ୍କର କରୋନା ପରୀକ୍ଷା ଆରମ୍ଭ କରିବା ସହ ସେମାନଙ୍କର…