jay hanuman ବିଶ୍ୱାସମୁଖ୍ୟ ଖବରସତ-ମିଛ ଓ଼ଡିଆ ନୂଆ ବର୍ଷ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀରେ ରାଶି ଅନୁସାରେ ହନୁମାନଙ୍କ ମନ୍ତ୍ର ଜପ କଲେ ସମସ୍ତ ଉତ୍ତମ ଇଚ୍ଛା ପୂରଣ ହୋଇଥାଏ ଓ ବିପତ୍ତିରୁ ରକ୍ଷା ମିଳିଥାଏ । By odishanext Last updated Apr 14, 2021 0 8,955 Share ହନୁମାନ ଦ୍ୱାଦଶ ନାମ ହନୁମାନ , ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ,ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ ,ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ, ଜପ କଲେ ଅନେକ ସୁଫଳ ମିଳିଥାଏ । ଏହି କପିନ୍ଦ୍ରଙ୍କ ମହାତ୍ମ। ଯାତ୍ରା କାଳେ ଅତ୍ୟନ୍ତ ଲାଭଦାୟୀ , ମୃତ୍ୟୁର ଭୟ ରୁହେନାହିଁ, ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ଜୟ ରାମ ଶ୍ରୀ ରାମ ଜୟ ଜୟ ରାମ ତାରକ ମନ୍ତ୍ର ସହ ଜୟ ହନୁମାନ, ମହାବୀର ଜପ କରି ପାରିବେ। ମେଷ, ବୃଷ ଓ ମିଥୁନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀରେ ଓଁ ସର୍ବଦୁଃଖ ହରାୟ ନମଃ ମନ୍ତ୍ର ଜପ କରନ୍ତୁ। କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତି ଓଁ ପରଶୌର୍ଯ୍ୟ ବିନାଶନ ନମଃ ଜପ କରନ୍ତୁ। ତୁଳା, ବିଛା ଓ ଧନୁ ରାଶିର ବ୍ୟକ୍ତି ଓଁ ମନୋଜବ୍ୟା ନମଃ ଏବଂ ଓଁ ଲକ୍ଷ୍ମଣପ୍ରାଣଦାତ୍ରେ ନମଃ ଜପ କଲେ ସୁଫଳ ମିଳିବ। ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀ ଅବସରରେ ଓଁ ସର୍ବଗ୍ରହ ବିନାଶୀ ନମଃ ଜପ କଲେ ଶୁଭ ହେବ। odianababarsha2020 0 8,955 Share