Browsing Category

ବଜାର

ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ
ଏକ ପାଦ ଅଗ୍ରସର

ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ ଏକ ପାଦ ଅଗ୍ରସର ହୋଇଛି । ଗତ ଶନିବାର ଦିନ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ମୋଙ୍ଗଲା ବନ୍ଦର ମଧ୍ୟରେ ଏକ ମାଲ୍‍ବାହୀ ଜାହାଜର ସାନି ପରୀକ୍ଷାମୂଳକ ଚଳାଚଳ କରାଯାଇଛି । ଆମର ଢାକା ସମ୍ବାଦଦାତା କହିଛନ୍ତି ଚଟଗ୍ରାମ ଓ ମୋଙ୍ଗଲା…

ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ
ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ…

ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ ପାଇଛି । ଆମେରିକା ବାଣିଜ୍ୟ ବିଭାଗ ପକ୍ଷରୁ ଏହା କୁହାଯାଇଛି । କ୍ରମାନ୍ୱୟରେ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତିନି ମାସ ସମୟ ପାଇଁ ଜି.ଡି.ପି. ହାରରେ ଏଭଳି…

ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି

ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳରେ କିପରି ରୋଜଗାର ସୃଷ୍ଟି ହେବ ସେ ନେଇ ସରକାର ତତ୍ପର ଅଛନ୍ତି । ତେଣୁ ବିଧାୟକ ମାନେ ସେମାନଙ୍କ ଅଞ୍ଚଳରେ କେହି ଶିଳ୍ପ କିମ୍ବା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍‍ର ଗାନ୍ଧିନଗରଠାରେ ଭାରତର
ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍‍ ଏକ୍ସଚେଞ୍ଜ୍‍ର
…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍‍ର ଗାନ୍ଧିନଗରଠାରେ ଭାରତର ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍‍ ଏକ୍ସଚେଞ୍ଜ୍‍ର ଶୁଭାରମ୍ଭ କରିଛନ୍ତି । ଗୁଜୁରାତ୍‍ ଇଣ୍ଟରନ୍ୟାସନାଲ୍‍ ଫାଇନାନ୍ସ ଟେକ୍‍ ସିଟିଠାରେ ଏହାକୁ ସ୍ଥାପନ କରାଯାଇଥିଲା । ସେ ମଧ୍ୟ NSE IFSC-SGX C ଶୁଭାରମ୍ଭକରିଛନ୍ତି ଓ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ଉଲ୍ଲଙ୍ଘନ କଲେ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ପାଇଁ ଆଜିଠାରୁ ଅନ୍‍ଲାଇନ୍‍ରେ ଆବଦେନ ଆରମ୍ଭ ହୋଇଛି । ଙ୍ଗଙ୍ଗଙ୍ଗ.ଗ୍ଦସବଜ୍ଞ.ସଦ୍ଭରେ ଗାଡ଼ି ମାଲିକମାନେ ଆବଶ୍ୟକ ଦେୟ ଦେଇ ଏହି ଆବେଦନ କରିପାରିବେ । ଗାଡ଼ିର ବୀମା କିମ୍ବା କୌଣସି ପ୍ରକାର ଚାଲାଣ ବକେୟା ଥିଲେ ମଧ୍ୟ ଏହି…

ଶ୍ରୀଲଙ୍କାରେ ଉତ୍ୟକ୍ତ ଲୋକମାନେ ଶାସକ ରାଜପକ୍ଷେ ଓ ବହୁ
ସାଂସଦଙ୍କ ବାସଗୃହରେ ନିଆଁ ଲଗାଇ ଦେଇଛନ୍ତି

ଶ୍ରୀଲଙ୍କାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସ୍ଥିରତା ଏବଂ ଅର୍ଥନୈତିକ ପୁନରୁଦ୍ଧାର କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ । ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦ ବାଗ୍‍ଚି କହିଛନ୍ତି, ପଡ଼ୋଶୀ ପ୍ରଥମେ ଏହି ନ୍ୟାୟରେ ଭାରତ ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ସାଢ଼େ ୩ ବିଲିୟନ୍‍ ଡଲାର୍‍…

ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ

ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ କରାଯାଇଛି । ଗତକାଲି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ବିଭିନ୍ନପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ଓ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଓପନ ମେରିଟ୍‍…

ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ

୨୦୨୪-୨୫ମସିହା ସୁଦ୍ଧା ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ । ଯାହା ଦ୍ୱାରା ଦେଶର ମାଲପରିବହନ କ୍ଷେତ୍ରରେ ଅଭିବୃଦ୍ଧି ସାଧିତ ହେବ । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏୟାର କାର୍ଗୋ ଫୋରମ ବାର୍ଷିକ ଉତ୍ସବରେ ଉଦ୍‍ବୋଧନ…

କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଦୂର କରିବା ନିମନ୍ତେ କୋଇଲା ଆମଦାନୀ…

କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍‍.କେ. ସିଂହ ତାପଜ ବିଦ୍ୟୁତକେନ୍ଦ୍ରରେ କୋଇଲା ଆମଦାନୀ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ୍‍ ମାଧ୍ୟମରେ ରାଜ୍ୟ ସରକାରମାନଙ୍କ ପ୍ରତିନିଧିମାନଙ୍କ ସହିତ ସ୍ଥିତିର ସମୀକ୍ଷା କରି ଶ୍ରୀ ସିଂହ ବର୍ଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ…

ମାର୍ଚ୍ଚ ଓ ଏପ୍ରିଲ୍‍ ମାସରେ ପ୍ରବଳ ଉତ୍ତାପ ଯୋଗୁଁ ଶସ୍ୟ ଉତ୍ପାଦନ ପ୍ରଭାବିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗହମ ଯୋଗାଣ, ମହଜୁଦ୍‍ ଓ ରପ୍ତାନୀର ବିଭିନ୍ନ ଦିଗ ଗୁଡ଼ିକ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ତାଙ୍କୁ ଏ ସଂକ୍ରାନ୍ତୀୟ ଏକ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ମାର୍ଚ୍ଚ ଓ ଏପ୍ରିଲ୍‍ ମାସରେ ପ୍ରବଳ ଉତ୍ତାପ ଯୋଗୁଁ…