Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ବନ୍ଦରଭିତ୍ତିକ ସାଗରମାଳା ପ୍ରକଳ୍ପର ବିକାଶ ପାଇଁ ଏହି ସର୍ବୋଚ୍ଚ କମିଟି ନୀତି ନିର୍ଦ୍ଦେଶନାମା ଓ ପଥ ପ୍ରଦର୍ଶନ…
କେନ୍ଦ୍ର ବନ୍ଦର ନୌଚଳାଚଳ ଓ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଆଜି ନୂଆଦିଲ୍ଲୀରେ ଜାତୀୟ ସାଗରମାଳା ସର୍ବୋଚ୍ଚ କମିଟି - ଏନ୍.ଏସ୍.ଏ.ସି. ବୈଠକରେ ଅଧ୍ୟକ୍ଷତା କରିବେ । ବନ୍ଦରଭିତ୍ତିକ ସାଗରମାଳା ପ୍ରକଳ୍ପର ବିକାଶ ପାଇଁ ଏହି ସର୍ବୋଚ୍ଚ କମିଟି ନୀତି ନିର୍ଦ୍ଦେଶନାମା ଓ ପଥ!-->…
ଭାରତ ଓ ଡେନ୍ମାର୍କ ମଧ୍ୟରେ ପ୍ରଥମଥର ପାଇଁ ସ୍ୱାକ୍ଷରିତ ସବୁଜ କୌଶଳାତ୍ମକ ଭାଗିଦାରୀ ରାଜିନାମାର ପ୍ରଗତିକୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦେଶୀୟ ୟୁରୋପ ଗସ୍ତର ଦ୍ୱିତୀୟ ଦିନରେ ଅପରାହ୍ଣରେ ଡେନ୍ମାର୍କର ରାଜଧାନୀ କୋପେନ୍ହେଗେନ୍ରେ ଯାଇ ପହଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ଶୁଭେଚ୍ଛାମୂଳକ ପଦକ୍ଷେପ ସ୍ୱରୂପ ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡେରିକ୍ସେନ୍ ବିମାନ ବନ୍ଦରରୁ ଶ୍ରୀ!-->…
ଦେଶରେ କୋଇଲା ଅଭାବନେଇ ସଙ୍କଟ ଜନକ ପରିସ୍ଥିତି -ତ୍ୱରିତ କୋଇଲା ପରିବହନ ପାଇଁ
ଦେଶରେ କୋଇଲା ଅଭାବନେଇ ସଙ୍କଟ ଜନକ ପରିସ୍ଥିତି ହୋଇଛି । ଏହାକୁ ଦୃଷ୍ଟିରେ ରଖି ତ୍ୱରିତ କୋଇଲା ପରିବହନ ପାଇଁ ସେହି ରୁଟ୍ରେ ଚଳାଚଳ କରୁଥିବା ୪୨ଟି ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି ।
ରେଳବିଭାଗ ପକ୍ଷରୁ କୁହାଯାଇଛି ଯେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ମହଜୁଦ!-->!-->!-->…
ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ
୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ
ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ ୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ ୭୬ ଟଙ୍କା ୪୩ ପଇସା ରହିଛି । ଡଲାର ସୂଚକାଙ୍କ ଶତକଡ଼ା ଶୂନ୍ ଦଶମିକ୍ ୫/୫ ଭାଗ ହ୍ରାସ ପାଇ ୧୦୩ ଦଶମିକ୍ ଶୂନ୍ ୫ରେ କାରବାର କରିଥିଲା । ପୂର୍ବ ଦିନର କାରବାରରେ ଡଲାର ଦୁଇ ଦଶନ୍ଧି!-->…
ନାଲ୍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍ସିଏଲ୍, କେନ୍ଦ୍ର
ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି…
ନାଲ୍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍ସିଏଲ୍, କେନ୍ଦ୍ର ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ଏମ୍ସିଏଲ୍ର ଭରତପୁର ଖଣିରୁ କୋଇଲା ପରିବହନ ପାଇଁ ପୂର୍ବତଟ ରେଳବାଇକୁ ୪ଟି ରେକ୍ ବ୍ୟବସ୍ଥା କରିବା ପାଇଁ ଯଦି ନାଲ୍କୋ!-->…
ଭାରତରେ ନୋକିଆ ସି୦୧ ପ୍ଲସ୍ ୨ତ୍କ୩୨ ଜିବି ଭାରିଆଂଟ୍ ର ଉନ୍ମୋଚନ
ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍ର ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୦୧ ପ୍ଲସ୍କୁ ଭାରତରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ୩୨ ଜିବି ଷ୍ଟୋରେଜ୍ । ନୋକିଆର ସବୁଠୁ ଲୋକପ୍ରିୟ ଓ ସୁଲଭ ସି-ସିରିଜ୍ ଫୋନ୍ରେ ଏହା ହେଉଛି ଏକ ଆକର୍ଷଣୀୟ ଯୋଗଦାନ!-->…
ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ
ହୋଇଛି
ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି । ୧୦୬ଟି ପୌର ପରିଷଦ ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।!-->…
ଓଡ଼ିଶାରେ ରେଳବାଇ ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ
। ଓଡ଼ିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି । ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ସକାଶେ ୮୫ କୋଟି ଏବଂ ତାଳଚେର-ବିମଳାଗଡ଼ ରେଳପଥ ନିମନ୍ତେ ୨୫୦!-->…
କେନ୍ଦ୍ର ବଜେଟ୍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ
କେନ୍ଦ୍ର ବଜେଟ୍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୂର୍ବ ଆର୍ଥିକ ବର୍ଷ ବଜେଟ୍ ତୁଳନାରେ ପ୍ରାୟ ୨୦ହଜାର କୋଟିରୁ ଅଧିକ ଥିବା ଜଣାପଡିଛି । ଏହା ଅଟକି ରହିଥିବା ପ୍ରକଳ୍ପ କାର୍ଯ୍ୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ବଢାଇବାରେ ସହାୟକ ହେବ ।!-->…
ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ…
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍ଏମ୍ସି ଏବଂ କୃଷି ବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗ!-->…