Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା-ଗତବର୍ଷଭଳି ଏବର୍ଷ…
ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ତେବେ ଗତବର୍ଷଭଳି ଏବର୍ଷମଧ୍ୟ ବାଣ ଫୁଟାଯିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି । ଏ ନେଇ ସୋମବାର ସୁଦ୍ଧା ଅଦାଲତରେ!-->!-->!-->…
ଉଠିଲା ସପ୍ତାହନ୍ତ ଲକ୍ଡାଉନ୍ କଟକଣା – ରାତି ୧୦ଟା ଯାଏଁ ଖୋଲିଲା ଦୋକାନ ବଜାର, ଅକ୍ଟୋବର ଏକ ପର୍ଯ୍ୟନ୍ତ…
ଭୁବନେଶ୍ୱର - ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯିବା ପରେ ସେପ୍ଟେମ୍ବର ଏକ ତାରିଖରୁ ଠାରୁ ରାଜ୍ୟରେ ଏହା ଲାଗୁ ହୋଇଛି । ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗତକାଲି ଏସ୍.ଆର୍.ସି. ପ୍ରଦୀପ କୁମାର ଜେନାସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ପହିଲାରୁ ରାଜ୍ୟର କୌଣସି!-->…
ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ କରାଯାଇଛି । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ୍ ନିକୋବର ଦ୍ୱୀପ ସମୂହ ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ଯୋଜନା!-->…
ଏବେ ରେଳରେପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ- ୟୁପିଆଇ ଏବଂ ଭିମ୍ ଆପ୍ ବ୍ୟବହାର କଲେ ରିହାତି
(ୟୁପିଆଇ) ଆପ୍ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫ଧରିହାତି ପ୍ରଦାନ କରୁଛି
ଡିଜିଟାଲ୍ ଇଣ୍ଡିଆ ଅଭିଯାନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭୀମ୍ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟସ୍!-->!-->!-->…
ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି
କୋଭିଡ୍ କଟକଣା ସହିତ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ଖୋଲିଛି । କୋଭିଡ୍ ନିୟମ ମାନି ଲୋକେ ମାଆଙ୍କୁ ଦର୍ଶନ କରୁଛନ୍ତି । ସହରର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
ସେହିପରି ଆସନ୍ତାକାଲିଠାରୁ!-->!-->!-->…
୨୫ କୋଟି ଡୋଜ୍ କୋଭିଶିଲ୍ଡ ଓ ୧୯ କୋଟି ଡୋଜ୍ କୋଭାକ୍ସିନ୍ କିଣାଯିବ -ସାର୍ବଜନୀନ ଟିକାକରଣ ଲକ୍ଷ୍ୟ ହାସଲ ନିମନ୍ତେ ଟିକା…
ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ…
ପୁଣେର ଏକ କାରଖାନାରେ ଅଗ୍ନିକାଣ୍ଡ ଜନିତ ପ୍ରାଣହାନି ଯୋଗୁଁ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ -ଅନୁକମ୍ପା ରାଶି ଘୋଷଣା
ମହାରାଷ୍ଟ୍ରର ପୁଣେସ୍ଥିତ ଏକ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ।
…
ଅକ୍ସିଜେନ କନସେଣ୍ଟ୍ରେଟରର ବିକ୍ରି ଉପରେ ସୀମା ନିର୍ଦ୍ଧାରଣ କଲେ ସରକାର -୭୦%ରେ ନିର୍ଦ୍ଧାରଣ ହେଲା ବିକ୍ରି…
କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ ନିକଟରେ ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣ ପାଇଁ ତତ୍ପରତାପୂର୍ବକ…
ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦୀର୍ଘସ୍ଥାୟୀ ସହରୀ ବିକାଶ ନିମନ୍ତେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନର ମିନିଷ୍ଟ୍ରି ଅଫ ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକ୍ଚର, ଟ୍ରାନ୍ସପୋର୍ଟ ଆଣ୍ଡ ଟୁରିଜିମ ମନ୍ତ୍ରଣାଳୟ ମଧ୍ୟରେ…
ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ କୋଭିଡ-୧୯ ଅଗ୍ରୀମ ଉଠାଣ ପାଇଁ ଅନୁମତି – କୋଭିଡ-୧୯ ମହାମାରୀର ଦ୍ୱିତୀୟ…
କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀ ସମୟରେ ନିଜର ଉପଭୋକ୍ତାମାନଙ୍କୁ ସହାୟତା କରିବା ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଆଗେଇ ଆସିଛି। ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ ନନ-ରିଫଣ୍ଡେବଲ (ଅଣଫେରସ୍ତଯୋଗ୍ୟ) କୋଭିଡ-୧୯ ଅଗ୍ରିମର ଲାଭ ନେବା ନିମନ୍ତେ ଅନୁମତି ଦିଆଯାଇଛି। ପୂର୍ବରୁ…