Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଭାରତରେ ଫ୍ଲିପ୍କାର୍ଟ ଏବଂ ନୋକିଆ ଡଟ୍ କମ୍/ଫୋନ୍ସରେ ନୋକିଆ ୫.୪ର ବିକ୍ରି ଆରମ୍ଭ
• କ୍ରିଏଟରଙ୍କ ପାଇଁ ନୋକିଆ ୫.୪, ଏହାର ୪୮ ମେଗାପିକ୍ସେଲ୍ କ୍ୱାଡ୍ କ୍ୟାମେରା ଯାହା ସଟର୍ ଲ୍ୟାଗ୍କୁ ସମ୍ପୂର୍ଣ୍ଣ ଦୂର କରିବ, ଉନ୍ନତ ରେକର୍ଡିଂ ଦକ୍ଷତା ସହିତ ପେସାଦାର କଲର ଗ୍ରେଡିଂ ଯାହା ଘର ଭିଡିଓ ଏବଂ ୱାକ୍ର୍ ଭିଡିଓକୁ ସିନେମା ଭଳି ଅନୁଭୁତି ପ୍ରଦାନ କରିବ ଓ ଓଜୋ ସ୍ପାଟିଆଲ୍…
ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ର ଲଭ୍ ୨୦୨୧ ସହ ଭାଲେଟାଂଇନ୍ ଦିବସ ପାଳନ କରନ୍ତୁ
ଭୁବନେଶ୍ୱର: ପୂର୍ବ ଭାରତର ଅନ୍ୟତମ ସର୍ବବୃହତ ଗହଣା ଶୃଙ୍ଖଳା ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ତରଫରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଭାଲେଂଟାଇନ୍ ଡେ ଅଫର-ଲଭ୍ ୨୦୨୧ ଘୋଷଣା କରାଯାଇଛି ଯେଉଁଥିରେ ସେମାନେ ଅତି ସୂକ୍ଷ୍ମ କାରିଗରୀରେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ଗହଣା ମଧ୍ୟକୁ…
୧୮ ତାରିଖରୁ ଓଡ଼ିଶା ବଜେଟ
ଷୋଡଶ ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି
ବିଧାନସଭା ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚଳିତମାସ ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ…
ଆରମ୍ଭ ହେଲା ତୋଷାଳୀ ମେଳା
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ୨୦୨୧ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ମେଳାରେ ରାଜ୍ୟର ପ୍ରାୟ ୧୭୦ ଏବଂ…
କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ
କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ ଆଜି ପହଞ୍ଚିଛନ୍ତି । ଶ୍ରୀ କୁଲସ୍ତେ ରାଉରକେଲାରେ ପହଞ୍ଚିବା ପରେ ବରମୁଆଁ ଖଣି ଓ ତାଲଡିହ ଖଣି ପରିଦର୍ଶନ କରିବା ପାଇଁ ଯାଇଛନ୍ତି ।
ସେଠାରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ…
ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା ଏକ ଯୁଗାନ୍ତକାରୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ପଦକ୍ଷେପ
ଦେଶର ମତ୍ସ୍ୟଜୀବୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା ଏକ ଯୁଗାନ୍ତକାରୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।…
ଡାବର ପକ୍ଷରୁ “ଡାବର୍ ରେଡ୍ ପୁଲିଂ ଅଏଲ୍” ଆୟୁର୍ବେଦିକ ମାଉଥ୍ୱାସ୍ ଉନ୍ମୋଚିତ
ଭୁବନେଶ୍ୱର: ଭାରତର ଅଗ୍ରଣୀ ବିଜ୍ଞାନ ଭିତିକ ଆୟୁର୍ବେଦିକ କଂପାନି ଡାବର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଡାବର୍ ରେଡ୍ ପୁଲିଂ ଅଏଲ୍ର ଉନ୍ମୋଚନ ସହିତ ମାଉଥ୍ୱାସ୍ ବର୍ଗରେ ପ୍ରବେଶ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ଆୟୁର୍ବେଦିକ ମାଉଥ୍ୱାସ୍ ଯାହା…
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଆଖାଡାଶାଳୀ ଗ୍ରାମଠାରେ ନିର୍ମିତ ହେବାକୁ ଥିବା ନଦୀଭିତ୍ତିକ…
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଆଖାଡାଶାଳୀ ଗ୍ରାମଠାରେ ନିର୍ମିତ ହେବାକୁ ଥିବା ନଦୀଭିତ୍ତିକ ବନ୍ଦରାଞ୍ଚଳକୁ ରାଜ୍ୟ
ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ୍…
ପଶ୍ଚିମବଙ୍ଗର ଅଶୋକନଗରଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ଦୀର୍ଘ ୭୦ ବର୍ଷର ଅପେକ୍ଷା ପରେ ତୈଳ ଓ ଗ୍ୟାସ ଅନ୍ୱେଷଣ ଏବଂ ଉତ୍ତୋଳନ ରାଷ୍ଟ୍ରାୟତ କମ୍ପାନୀ ଓଏନଜିସି ଦେଶ ପାଇଁ ବଡ଼ ସଫଳତା ଆଣିଛି ବୋଲି ଆଜି ପଶ୍ଚିମବଙ୍ଗର ଅଶୋକନଗରଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କେନ୍ଦ୍ର ପ୍ରାକୃତିକ…
ଅର୍ଥନୈତିକ କ୍ଷେତ୍ରରେ ସୁଧାର
କରୋନା ମହାମାରୀ ସତ୍ତେ୍ୱ ଦେଶରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଘଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ -ଫିକି ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ…