Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଓକାକ୍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ…
ଓକାକ୍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ
ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରାଯାଇଛି । www. Odishaone. gov.in ଜରିଆରେ ଗ୍ରାହକ ବିଦ୍ୟୁତ ବିଲ୍ ପୈଠ କରିପାରିପାରିବେ ।
ଭିଡିଓ କନ୍ଫରେନ୍ସିଂ…
ଗ୍ରାମାଞ୍ଚଳରେ ଏଣିକି ଓ୍ୱାଇଫାଇ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ
ଗ୍ରାମାଞ୍ଚଳରେ ଏଣିକି ଓ୍ୱାଇଫାଇ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ଏଥିପାଇଁ କେନ୍ଦ୍ରସରକାର ପିଏମ୍ ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।…
ଓଡିଶା ରାଜ୍ୟ ସଡକ ପରିବହନ ନିଗମ -ଓଏସଆରଟିସି ଆଗାମୀ ଦୁଇବର୍ଷ ଭିତରେ ୧ହଜାର ନୂଆ ବସ୍ କିଣିବ
ଓଡିଶା ରାଜ୍ୟ ସଡକ ପରିବହନ ନିଗମ -ଓଏସଆରଟିସି ଆଗାମୀ ଦୁଇବର୍ଷ ଭିତରେ ୧ହଜାର ନୂଆ ବସ୍ କିଣିବ ବୋଲି ସୂଚନା ମିଳିଛି ।ପ୍ରାଥମିକ ପର୍ଯ୍ୟାୟରେ ୬୩କୋଟି ଟଙ୍କା ବ୍ୟୟ ବରାଦ କରି ୧୭୦ଟି ବସ୍ କିଣାଯିବ । ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ନୂତନ ବସ୍ କ୍ରୟ କରାଯାଇ ନ ଥିବାରୁ ବସ୍ର ଆବଶ୍ୟକତା…
ରାଜ୍ୟରେ ଥିବା ଘରୋଇ ସ୍କୁଲ୍ ଫି ଉପରେ ରାଜ୍ୟ ସରକାରଙ୍କ ନାହିଁ କର୍ତ୍ତୃତ୍ୱ- ହାଇକୋର୍ଟରେ କଲେ ସତ୍ୟପାଠ ଦାଖଲ
ଭୁବନେଶ୍ୱର - ରାଜ୍ୟରେ ଘରୋଇ ସ୍କୁଲ ଗୁଡିକରେ ଫି ଛାଡ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ।
ଏହି ସତ୍ୟପାଠରେ ଘରୋଇ ସ୍କୁଲ ଫି ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତୃତ୍ୱ ନ ଥିବା ଦର୍ଶାଯାଇଛି । ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି…
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧୫ଟି ଅନ୍ଲାଇନ୍ ସେବାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧୫ଟି ଅନ୍ଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ଏଥିସହିତ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛଚାଷ ପାଇଁ ବିଭିନ୍ନ ଉଦ୍ୟୋଗୀଙ୍କ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
read…
ପ୍ରିମିୟମ ଗ୍ରେଡ ପେଟ୍ରୋଲ ‘ଅକ୍ଟେନ-୧୦୦’ର ନୂଆଦିଲ୍ଲୀଠାରେ ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ ପେଟ୍ରୋଲ ‘ଅକ୍ଟେନ-୧୦୦’ର ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରିଛନ୍ତି ।
ଏହି ହାଇଗ୍ରେଡ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ…
କୋଭିଡ ଅନଲକ୍ ପରିସ୍ଥିତିରେ ରାଜ୍ୟରେ ଜିଏସଟି ସଂଗ୍ରହରେ ଉନ୍ନତି
କୋଭିଡ ଅନଲକ୍ ପରିସ୍ଥିତିରେ ରାଜ୍ୟରେ ଜିଏସଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି । ନଭେମ୍ବର ମାସରେ ଜିଏସ୍ଟି ସଂଗ୍ରହ ୭ଦଶମିକ ୭/୧ ପ୍ରତିଶତ ବୃଦ୍ଧି ପାଇ ୨ହଜାର ୫୨୮ଦଶମିକ ୦/୧କୋଟି ଟଙ୍କାରେ ପହଞ୍ଚିଛି ।
ଗତବର୍ଷ ଏହି ସମୟ ମଧ୍ୟରେ ଜିଏସଟି ସଂଗ୍ରହ ପରିମାଣ ଥିଲା ୨୩ଶହ ୪୭ଦଶମିକ…
ନଭେମ୍ବରରେ ହୋଣ୍ଡା ୨ ହ୍ୱିଲର୍ସ ବିକ୍ରିରେ ୧୧ଧ ଭଳି ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି
ଭୁବନେଶ୍ୱର: ଉତ୍ସବ ଋତୁରେ ବିକ୍ରି ବହୁତ ଭଲ ରହିବା କାରଣରୁ ଚଳିତ ବର୍ଷ ନଭେମ୍ବରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ୧୧ଧ ବୃଦ୍ଧି ହାସଲ କରିଛି । ୨୦୧୯ରେ କଂପାନି ୩୭୩,୨୮୩ଟି ଗାଡ଼ି ବିକିଥିଲା । ଚଳିତ ବର୍ଷ ସେହି…
କେୟାର ହେଲଥ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଅଭିନବ ଉତ୍ସବ କେୟାର ସିଲଡ୍ ଉନ୍ମୋଚିତ
ଭୁବନେଶ୍ୱର: କେୟାର ହେଲଥ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏହାର ସଦ୍ୟତମ ଉତ୍ପାଦ କେୟାର ସିଲ୍ଡକୁ ଉନ୍ମୋଚନ କରାଯାଇଛି । ଏହି ତିନି ପ୍ରକାର ସୁବିଧା ଥିବା ଅଭିନବ ଉତ୍ପାଦକୁ ବର୍ଦ୍ଧିତ ମୁଦ୍ରାସ୍ଫୀତି, ଆଗରୁ ସାମିଲ ନଥିବା କିଛି ନିର୍ଦିଷ୍ଟ ମେଡିକାଲ୍ ଖର୍ଚ ଏବଂ ନୋ କ୍ଲେମ୍ ବୋନସ୍ ଲାଭ…
ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ
ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସଂ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ…