Browsing Category

ବଜାର

ଆତ୍ମନିର୍ଭରଶୀଳ ହେବ ଭାରତ- ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ବିଶ୍ୱ ମହାମାରୀ କରୋନା ଯୋଗୁଁ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଗତସନ୍ଧ୍ୟାରେ…

କଟିବନି କେନ୍ଦ୍ରସରକାରୀ କର୍ମଚାରୀଙ୍କର ଦରମା

ନୂଆଦିଲ୍ଲୀ - କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦରମା ହ୍ରାସ କରିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି । There is no proposal under consideration of Govt for any cut whatsoever in the existing salary…

ଭାରତର ବଜାର ପାଖରେ ବଡ ଶକ୍ତି ରହିଥିବାରୁ ଆଗାମୀ ଦିନରେ ଏହା ବିଶ୍ୱର ବଡ ବ୍ରାଣ୍ଡ ହେବାର ସମ୍ଭାବନା

ନୂଆଦିଲ୍ଲୀ - କରୋନା ପରବର୍ତ୍ତୀ ସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ସୁଯୋଗରୁ ଓଡ଼ିଶା କିପରି ଲାଭ ପାଇପାରିବ ସେ ଦିଗରେ କାର୍ଯ୍ୟ କରିବା ଲାଗି ଉପସାଗରୀୟ ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡ଼ିଆ ସମାଜର ବ୍ୟକ୍ତିମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଯାଇ ପାରୁ ନାହାନ୍ତି ଏଟିଏମ୍‌ , ତେବେ ଏବି ୫ଟି ଉପାୟରେ ଘରେ ବସି ପାଆନ୍ତୁ ଟଙ୍କା

ନୂଆଦିଲ୍ଲୀ - କରୋନା ଯୋଗୁଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ । ଏଥିରେ ଅନେକ ଲୋକ ଆବଶ୍ୟକତା ସ୍ଥଳରେ ଏଟିଏମ୍‌କୁ ଯାଇ ପାରୁ ନାହାନ୍ତି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏପରି କିଛି ବିକଳ୍ପ ଅଛି ଯେଉଁଥିରେ ଆପଣ ଘରେ ବସି ଟଙ୍କା ପାଇ ପାରିବେ । ଡାକଘର କିମ୍ବା ପୋଷ୍ଟ ପିଅନଙ୍କୁ କଲ୍ କରି…

ଆଗକୁ ବହୁତ ବଢିବ ସୁନାଦର – ବିଶେଷଜ୍ଞଙ୍କ ମତ, ସୋଭରଜେନ୍‌ ଗୋଲ୍ଡ ବଣ୍ଡରେ ସୁରକ୍ଷିତ ଭାବେ କରନ୍ତୁ ନିବେଶ

ନୂଆଦିଲ୍ଲୀ - ଏବେ କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ ସୁନାର ଚାହିଦା ହ୍ରାସ ପାଇଛି । ବଜାର ବନ୍ଦ ପଡିଥିବାରୁ ସୁନା ରୂପା କିଣିବାରେ କେହି ଆଗ୍ରହ ଦେଖାଉ ନାହାନ୍ତି । ଗୁରୁବାରରେ ସୁନାଦର ସାମାନ୍ୟ ବୃଦ୍ଧି ପାଇଥିଲା। ୧୦ ଗ୍ରାମ ଶୁଦ୍ଧ ସୁନାଦର ୪୬,୨୦୦ ସ୍ପର୍ଶ କରିଥିଲା । ମାତ୍ର…

ହେଲିକପ୍ଟର ମନି – ଜାଣନ୍ତୁ ହେଲିକପ୍ଟର ମନି କଣ, କରୋନା ସଙ୍କଟରେ କିପରି କରିବ ସାହାଯ୍ୟ

ନୂଆଦିଲ୍ଲୀ - କଳ୍ପନା କରନ୍ତୁ ଆପଣ ଶୋଇକରି ଉଠିବା ବେଳେ ଦେଖିବେ ଆପଣଙ୍କ ଆକାଉଣ୍ଟରେ ପଇସା ଜମା ହୋଇଛି । ଏହା ଏକ କଳ୍ପନା ମାତ୍ର । ଏହା କେବଳ ହେଲିକପ୍ଟର ମନି ଦ୍ୱାରା ସମ୍ଭବ । ହେଲିକପ୍ଟର ମନି ହେଉଛି ସରକାର ଆକାଉଣ୍ଟରେ ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଥିବା ଟଙ୍କା । ଏହା…

ଭଲଖବର- ଔଷଧ, କରୋନାରେ ଜାପାନୀ ଆଣ୍ଟି ଫ୍ଲୁ ଡ୍ରଗ କାମ କରୁଥିବା ଦାବି କଲା ଚୀନ୍‌

ବେଜିଂ - କୋରନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏବେ ଏହାର ସଫଳ ଚିକିତ୍ସା କରାଯାଉଥିବା ଚୀନ୍‌ ଦାବି କରିଛି । ଜାପାନୀ ଫ୍ଲୁ ମେଡିସିନ୍‌ ଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲି ମେଡିସିନ୍‌…

କେନ୍ଦ୍ର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ବୃଦ୍ଧି

ନୂଆଦିଲ୍ଲୀ ୧୪.୦୩ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ…

ଘରୋଇ ବ୍ୟାଙ୍କ୍‍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି -ଆର୍‍.ବି.ଆଇ

ମୁମ୍ବାଇ ୧୩.୦୩.୨୦୨୦- ଘରୋଇ ବ୍ୟାଙ୍କ୍‍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି ଏବଂ ଏହି ବ୍ୟାଙ୍କଗୁଡ଼ିକରୁ ରାଜ୍ୟଗୁଡ଼ିକ ଜମା ଅର୍ଥ ନ ଉଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍.ବି.ଆଇ.) ପକ୍ଷରୁ ପରାମର୍ଶ ଦିଆଯାଇଛି । ଘରୋଇ ବ୍ୟାଙ୍କରେ ଜମା ଅର୍ଥ ସୁରକ୍ଷିତ ନ ଥିବା ନେଇ…

ଭାରତ ଆମେରିକା- ୨୧୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ ୨୬।୦୨।୨୦୨୦୦ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ଭାରତଗସ୍ତର ଆଜି ଦ୍ୱିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଏକ ନୂତନ ସମ୍ପର୍କର ଅୟମାରମ୍ଭ ଘଟିଛି। ଦିଲ୍ଲୀ ସ୍ଥିତ ହାଇଦରାବାଦ ହାଉସରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ…